ଦିନେ ସେକ୍ସ ରୈକେଟର ସାମିଲ ଥିଲେ Bollywood ର ଏହି 6 Actress, ଗିରଫ ହେବା ପରେ ଖୋଲିଗଲା ରାଜ ! 3 ନମ୍ବର ହିରୋଇନଙ୍କ ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେବେ !

କହିବାକୁ ଗଲେ ମାୟା ନଗରି ବଲୀଉଡରେ ଏମିତି ବହୁତ ଝିଅ ଅଛନ୍ତି ଯେଉଁମାନେ ମାୟାନଗରିର ମାୟାରେ ଫସି ଯାଆନ୍ତି ଓ ଭୁଲ ରାସ୍ତାରେ ଚାଲି ଯାଆନ୍ତି । ଯାହାକି ଜରୁରୀ ହୋଇ ନ ଥାଏ । କିଛି ଝିଅମାନେ ସଂଘର୍ଷ କରିବା ସମୟରେ ଏତେ ଭାଙ୍ଗି ପଡନ୍ତି ଓ ତାଙ୍କ ଉପରେ ଏତେ ପ୍ରେସର ପଡିଥାଏ କି ସେମାନେ ଭୁଲ ରାସ୍ତାରେ ଚାଲି ଯାଆନ୍ତି । କହିବାକୁ ଗଲେ କେତେକ ଝିଅମାନେ ହିରୋଇନ ହେବାର ସ୍ଵପ୍ନ ନେଇ ଆସନ୍ତି କିନ୍ତୁ ସେମାନେ ବାଧ୍ୟ ହୋଇ ସେକ୍ସ ରୈକେଟର ଅଂସ ହୋଇ ଯାଆନ୍ତି । ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନେ କୌଣସି କାରଣରୁ ଓ ଟଙ୍କା ପାଇଁ ଏହିଭଳି କାର୍ଯ୍ୟ କରିଛନ୍ତି ।

ଶ୍ୱେତା ପ୍ରସାଦ ବସୁ- ଫିଲ୍ମ ‘ମକଡି’ରୁ ଫେମସ ହୋଇଥିବା ଅଭିନେତ୍ରୀ ଶ୍ୱେତା ପ୍ରସାଦ ବସୁ ସେକ୍ସ ରୈକେଟରେ ସାମିଲ ହୋଇସାରିଛନ୍ତି । ହାଇଦ୍ରାବାଦରେ ଗୋଟିଏ ହୋଟେଲରେ ଯେତେବେଳେ ଶ୍ଵେତା ବେଶ୍ୟାବୃତି କାରଣରୁ ପୋଲିସ ହାତରେ ଧରା ପଡିଥିଲେ ତେବେ ସେହି ସମୟରେ ସେ ଏକ ବୟାନ ବି ଦେଇ ଥିଲେ ।

ସେ କହିଥିଲେ କି ‘ମୁଁ ନିଜର କ୍ୟାରିୟରରେ କିଛି ଭୁଲ ନିଷ୍ପତି ନେଇଛି ଓ ସେଥିପାଇଁ ମୁଁ ଆଜି ଭିକାରି ହୋଇ ଯାଇଛି । ମୋତେ ନିଜର ପରିବାରକୁ ସମ୍ଭାଳିବାର ଥିଲା ଓ କିଛି ଭଲ କାମ ବି କରିବାର ଥିଲା । ମୋ ପାଇଁ ସବୁ ରାସ୍ତା ବନ୍ଦ ହୋଇ ଯାଇ ଥିଲା । ସେଥିପାଇଁ କିଛି ଲୋକମାନେ ମୋତେ ଟଙ୍କା ପାଇଁ ବେଶ୍ୟାବୃତିର ରାସ୍ତା ଦେଖାଇ ଥିଲେ ।

ଶର୍ଲିନ ଚୋପଡ଼ା

ଇଂସ୍ଟାଗ୍ରାମରେ ପ୍ରାୟତଃ ନ୍ୟୁଡ ଫଟୋ ଶେୟାର କରୁଥିବା ଅଭିନେତ୍ରୀ ଶର୍ଲିନ ଚୋପଡ଼ା ବହୁତ ଫିଲ୍ମରେ କାମ କରିଛନ୍ତି । ତାଙ୍କର ଚର୍ଚିତ ଫିଲ୍ମରେ ‘କାମସୂତ୍ର ୩ – ଡୀ’, ବଜହ ତୁମ ହୋ, ଦିଲ ବୋଲେ ହଡିପ୍ପା ଇତ୍ୟାଦି ଫିଲ୍ମ ସାମିଲ ଅଛି । କିନ୍ତୁ ସେ ଥରେ କହିଥିଲେ କି ଟଙ୍କା ପାଇଁ ସେ ବହୁତ ଲୋକମାନଙ୍କ ସହ ଶୋଇ ସାରିଛନ୍ତି ।

ସାୟରା ଭାନୁ- ସାୟରା ଭାନୁ ସାଉଥ ଇଣ୍ଡଷ୍ଟ୍ରିର ବହୁତ ଫିଲ୍ମରେ କାମ କରିସାରିଛନ୍ତି । କିନ୍ତୁ କହିଦେଉଛୁ କି ୨୦୧୦ରେ ପୋଲିସ ସାୟରା ଭାନୁଙ୍କୁ ଗିରଫ କରିସାରିଛନ୍ତି ।

କୈରୋଲିନ

ତାମିଲ ଇଣ୍ଡଷ୍ଟ୍ରିରେ ‘ମିଲ୍କୀ ବ୍ୟୁଟୀ’ ନାଁରେ ପ୍ରସିଦ୍ଧ କୈରୋଲିନଙ୍କୁ ବି ପୋଲିସ ଏକ ହୋଟେଲରେ ଆପତ୍ତିଜନକ ଅବସ୍ଥାରେ ଧରା ପଡିଥିଲେ । ତାଙ୍କ ଉପରେ ବି ସେକ୍ସ ରୈକେଟରୁ ଟଙ୍କା ଆୟ କରିବାର ଆରୋପ ଲାଗିଛି ।

ମିଷ୍ଟୀ ମୁଖର୍ଜୀ

ମିଷ୍ଟୀ ମୁଖର୍ଜୀ ବଙ୍ଗାଳୀ, ତାମିଲ, ତେଲୁଗୁ, ହିନ୍ଦୀ ଓ ମଳୟାଲାମ ଫିଲ୍ମରେ ଅଭିନେତ୍ରୀ ରୂପରେ କାମ କରିଛନ୍ତି । କିନ୍ତୁ ଟଙ୍କା ପାଇଁ ସେକ୍ସ ରୈକେଟରେ ସାମିଲ ବି ରହିସାରିଛନ୍ତି ।

ଭୁବନେଶ୍ଵରୀ

ତାମିଲ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଭୁବନେଶ୍ଵରୀ ୨୦୦୯ରେ ସେକ୍ସ ରୈକେଟରେ ଧରା ପଡିଥିଲେ । ସେହି ସମୟରେ ଭୁବନେଶ୍ଵରୀଙ୍କୁ ଚେନ୍ନାଇରେ ମୁମ୍ବାଇର ଦୁଇ ଝିଅଙ୍କ ସହ ଧରା ପଡିଥିଲେ ।