Bollywood ର ଏହି 4 ଜଣ ସୁନ୍ଦରୀ ଓ ବୋଲ୍ଡ ଅଭିନେତ୍ରୀ ଫିଲ୍ମରେ କେବେ ବି ଦିଅନ୍ତି ନାହିଁ କିସିଙ୍ଗ ସିନ୍, ନମ୍ବର 3 ହେଉଛନ୍ତି ସମସ୍ତଙ୍କ favourite

ଆଜି ଆମେ ଆପଣଙ୍କୁ କିଛି ଏମିତି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଖୁବ ସୁନ୍ଦରୀ ଓ ହଟ୍ ହେବା ସତ୍ତ୍ୱେ ତାଙ୍କ ଫିଲ୍ମରେ କୌଣସି କି-ସି-ଙ୍ଗ ସିନ୍ ଦିଅନ୍ତି ନାହିଁ । ଏହି ଅଭିନେତ୍ରୀ ମାନେ ଅନେକ ବ୍ଲକବଷ୍ଟର ଫିଲ୍ମ ମାନଙ୍କରେ କାମ କରିଛନ୍ତି । କିନ୍ତୁ ଫିଲ୍ମରେ କି-ସି-ଙ୍ଗ ସିନ୍ ଦେବାକୁ ସିଧାସଳଖ ମନା କରି ଦେଇଥାନ୍ତି । ତେବେ ଚାଲନ୍ତୁ ଜାଣିବା କେଉଁମାନେ ସେହି ଅଭିନେତ୍ରୀ ।

ପ୍ରଥମେ ହେଉଛନ୍ତି ଶିଳ୍ପା ସେଟ୍ଟୀ । ସେ ବଲିଉଡର ଖୁବ ସୁନ୍ଦରୀ ଓ ବୋଲ୍ଡ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଶିଳ୍ପାଙ୍କୁ ଆଜି ୪୭ ବର୍ଷ ବୟସରେ ମଧ୍ୟ ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କୁ ଫିଟନେସ୍ ରେ ଟକ୍କର ଦେଉଛନ୍ତି । ଶିଳ୍ପା ସେଟ୍ଟୀ ନିଜ ଫିଲ୍ମ କ୍ଯାରିୟରରେ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି । କିନ୍ତୁ ତାଙ୍କର କୌଣସି ଫିଲ୍ମରେ ମଧ୍ୟ କି-ସି-ଙ୍ଗ ସିନ୍ ଦେବାକୁ ଶିଳ୍ପା ସେଟ୍ଟୀ ସିଧା ସିଧା ମନା କରି ଦେଇଥାନ୍ତି ।

ଦ୍ବିତୀୟରେ ହେଉଛନ୍ତି ତମନ୍ନା ଭାଟିଆ । ସାଉଥ ଓ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଖୁବ ସୁନ୍ଦର ଓ ହଟ୍ ଅଭିନେତ୍ରୀ ଅଟନ୍ତି ତମନ୍ନା । ଆପଣ ମଧ୍ୟ ତମନ୍ନା ଙ୍କର ଅନେକ ଫିଲ୍ମ ଦେଖିଥିବେ । ଉଭୟ ସାଉଥ ଓ ବଲିଉଡରେ ତମନ୍ନାଙ୍କ ଅଭିନୟ ଓ ସୁନ୍ଦରତାର ଅନେକ ଦିୱାନା ଅଛନ୍ତି । କିନ୍ତୁ ତମନ୍ନା ମଧ୍ୟ ତାଙ୍କର ଫିଲ୍ମରେ ମଧ୍ୟ ଗୋଟିଏ ହେଲେ ବି କି-ସି-ଙ୍ଗ ସିନ୍ ଦିଅନ୍ତି ନାହିଁ ।

ତୃତୀୟରେ ହେଉଛନ୍ତି ସୋନାକ୍ଷୀ ସିହ୍ନା । ସୋନାକ୍ଷୀ ଅଭିନେତା ସଲମାନ ଖାନଙ୍କ ସହ ଫିଲ୍ମ ‘ଦବଙ୍ଗ’ ରୁ ବଲିଉଡରେ ପାଦ ଦେଇଥିଲେ । ସେବେ ଠାରୁ ଆଜି ଯାଏଁ ସୋନାକ୍ଷୀ ଅନେକ ଫିଲ୍ମ କରି ସାରିଲେଣି । ତାଙ୍କ ଫିଲ୍ମ ଓ ଅଭିନୟ ଦର୍ଶକ ଖୁବ ପସନ୍ଦ କରନ୍ତି । ଅଭିନେତା ଶତୃଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ଦେଖିବାକୁ ଖୁବ ସୁନ୍ଦରୀ ଓ ହଟ୍ ମଧ୍ୟ । କିନ୍ତୁ ସୋନାକ୍ଷୀ ମଧ୍ୟ ଆଜି ଯାଏଁ ତାଙ୍କର କୌଣସି ଫିଲ୍ମରେ କି-ସି-ଙ୍ଗ ସିନ୍ ଦେଇ ନାହାନ୍ତି ।

ଚତୁର୍ଥରେ ହେଉଛନ୍ତି ହଂସିକା ମୋଟୱାନି । ହଂସିକା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସୁନ୍ଦରୀ ଓ ହଟ୍ ଅଭିନେତ୍ରୀ । ସେ ନିଜ ଫିଲ୍ମରେ ଆଇଟମ ସଙ୍ଗ ଓ ରୋମାନ୍ସ ପର୍ଯ୍ୟନ୍ତ ଅନେକ ସିନ୍ ଦେଇଛନ୍ତି । କିନ୍ତୁ ହଂସିକା ନିଜ ଫିଲ୍ମରେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବି କି-ସି-ଙ୍ଗ ସିନ୍ ଦେଇ ନାହାନ୍ତି । ଏହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଆପଣଙ୍କୁ କେଉଁ ଅଭିନେତ୍ରୀ ଅଧିକ ପସନ୍ଦ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।