ମାତ୍ର 1 ମାସରେ 20 କିଲୋ ଓଜନ କମିଯିବ, କେବଳ କରନ୍ତୁ ଏହି ଉପାୟ (Quick Weightloss)

ଆମ ଶରୀରରେ ମେଟାବୋଲିଜିମ କମ ହେଲେ ଓଜନ ଅଧିକ ବଢିଥାଏ । ଯାହା ଫଳରେ ଚର୍ବି ଅଂଶ ଅଧିକ ବଢିଥାଏ । ଏହାର ନିରାକରଣ ପାଇଁ ଜୁଆଣୀର ସେବନ କରିବା ଉଚିତ । ଆଜି ଆମେ ଆପଣ ମାନଙ୍କୁ ଜୁଆଣୀ ସେବନ ଦ୍ଵାରା କେଉଁ ସବୁ ଫାଇଦା ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଯେଉଁ ମାନଙ୍କର ଯଏଣ୍ଟ ପେନ ହେଉଥାଏ ବା ଶରୀରରେ ଥଣ୍ଡା, କାସ ବା କଫ ହୋଇଥାଏ ତେବେ ଜୁଆଣିର ସେବନ କରିବା ଉଚିତ । ବାଟ ବା ପିତ ରୋଗ ଥିଲେ ଜୁଆଣୀ ପାଣିର ସେବନ କରିବା ଉଚିତ ।

ଜୁଆଣୀର ପାଣି ପ୍ରସ୍ତୁତ କରିବାକୁ ହେଲେ କିଛି ମାତ୍ରାରେ ଜୁଆଣୀ ନେଇ ଏହାର ଗୁଣ୍ଡା ପ୍ରସ୍ତୁତ କରି ଗରମ ପାଣିରେ ପକାଇବେ । ଏହା ପରେ ଅଧା ଚାମଚ ଲେମ୍ବୁ ପକାଇବା ଉଚିତ କାରଣ ଲେମ୍ବୁରେ ଭିଟାମିନ-ସି ଥିବାରୁ ଏହା ଆମ ଶରୀରର ମେଟାବୋଲିଜିମ କମ କରିବାରେ ସାହାଜ୍ଯ କରିଥାଏ । ଏହା ପରେ ଜୁଆଣୀ ପାଣିରେ ଏକ ଚାମଚ ମହୁ ପକାଇବେ ।

ଏହା ପରେ ଏହି ପାଣିକୁ ସପ୍ତାହକୁ ତିନି ଥର ସେବନ କରିବା ଉଚିତ । ଯଦି ପ୍ରତି ଦିନ ଜୁଆଣୀ ପାଣିର ସେବନ କରାଯାଏ ତେବେ ଆମ ଶରୀରରେ ହଜମ କ୍ରିୟାରେ ସମସ୍ଯା ହୋଇଥାଏ । ମୋଟାପା ଓ ଓଜନ ଅଧିକ ହେବାର ଅନେକ କାରଣ ରହିଥାଏ । ଯଦି ମାତା ପିତାଙ୍କର ଜେନେଟିକ କାରଣରୁ ମୋଟାପା ଅଧିକ ହୋଇଥାଏ । ଏହା ସହ ମୋଟାପା ଦୂର କରିବା ପାଇଁ ସୂର୍ଯ୍ୟ କ୍ରିୟା ଭଳି ପ୍ରାଣାୟମ କରିବାକୁ ପଡିଥାଏ । ସୂର୍ଯ୍ୟ କ୍ରିୟା କରିବା ଦ୍ଵାରା ଆମ ଶରୀରର ଚର୍ବି ଅଂଶ ବହୁତ ଜଲ୍ଦି କମ ହୋଇଥାଏ ।

ଏହା ବ୍ଯତୀତ ଅଙ୍ଗମର୍ଦନା ଭଳି ଏକ ପ୍ରକ୍ରିୟା ଅଛି ଯାହାକୁ କରିଲେ ଆମ ଶରୀର ମେଟାବୋଲିଜିମ ଦୂର ହେବା ସହ ଚର୍ବି ଅଂଶ କମ ହୋଇଥାଏ । ଏହି ଅଙ୍ଗମର୍ଦନା ପ୍ରକ୍ରିୟା ପୂର୍ବ କାଳରେ ଯୋଗୀ ବା ଋଷିମୁନି ମାନେ କରୁଥିଲେ ଯାହା ଦ୍ଵାରା ସେମାନେ ନିଜ ଶରୀରକୁ ନିୟନ୍ତ୍ରଣ କରିବାରେ ସଫଳ ହେଉଥିଲେ । ଏହି ଦୁଇଟି ଯୋଗ କରିବା ଦ୍ଵାରା ମାସକ ମଧ୍ୟରେ ଅପଣଙ୍କର ମୋଟାପା ଦୂର ହୋଇଯିବ ।

ଏହା ବ୍ୟତିତ ନିଜର ଖାଦ୍ଯ ଉପରେ ନିୟନ୍ତ୍ରଣ କରିବା ଉଚିତ ଯେଉଁ ମାନେ ଅଧିକ ମୋଟା ହୋଇଥିବେ ସେମାନେ ଦିନକୁ ଦୁଇ ଥର କିଛି ହାଲ୍କା ଖାଦ୍ଯର ସେବନ ଅକରିବା ଉଚିତ । କିଛି ବି ତେଲ ଜାତୀୟ ଖାଦ୍ଯ ବା ଜଙ୍କ ଫୁଡ ଖାଦ୍ୟର ସେବନ କରିବା ଦ୍ଵାରା ମୋଟପା ଅଧିକ ବଢିଥାଏ ।

ମୋଟାପା ଦୂର କରିବା ପାଇଁ ଯଦି ଆପଣ ୩ତି ରୋଟି ଖାଉଥିବେ ତେବେ ଗୋଟିଏ ରୁଟି ଖାଇବା ସହ ଅଧ କଟୋରି ଚାଉଳ ସହ ଅଳ୍ପ ପରିମାଣରେ ଡାଲି ଓ ସବଜିର ସେବନ କରିବା ଉଚିତ । ଏହା ସହ ନିଜ ଡାଏଟରେ ଫଳ ଓ ସାଲାତ ଆଡ କରିବା ଉଚିତ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।