Jitendra ଙ୍କ ଏହି କାହାଣୀ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ ତାଙ୍କୁ ମୃତ୍ୟୁ ମୁଖରୁ କେମିତି ଫେରେଇ ଆଣିଥିଲା କରୱାଚୌଥ ବ୍ରତ, ଯେଉଁ ଫ୍ଲାଇଟରେ…

ସପ୍ତାହ ଶେଷରେ ସୋନି ଟିଭିରେ ହସ ଓ କମେଡିର ଡୋ-ଜ ନେଇ ଆସନ୍ତି କପିଲ ଶର୍ମା । ତାଙ୍କ କମେଡି ଶୋ’ ‘ଦି କପିଲ ଶର୍ମା ଶୋ’ ରେ ପ୍ରତି ସପ୍ତାହରେ କେହି ନ କେହି ଫିଲ୍ମ ତାରକା ଗେଷ୍ଟ ହୋଇ ଆସନ୍ତି । ଗତ ଶନିବାର ତଥା ନଭେମ୍ବର ୬ ତାରିଖରେ କପିଲଙ୍କ ଶୋ’କୁ ଆସିଥିଲେ ଦିଗଜ ଅଭିନେତା ଜିତେନ୍ଦ୍ର ଓ ତାଙ୍କ ଝିଅ ତଥା ଟିଭି ନିର୍ମାତା ଏକତା କପୁର । କପିଲଙ୍କ ଶୋ’ରେ ସେମାନେ ଖୁବ ମସ୍ତି ମଜାକ କରିଥିଲେ ଓ ଶୋ’ର କଳାକାର ମାନେ ମଧ୍ୟ ତାଙ୍କର ଖୁବ ମନୋରଞ୍ଜନ କରାଇଥିଲେ ।

ଶୋ’ରେ ଜିତେନ୍ଦ୍ର ଓ ଏକତା ତାଙ୍କ ଜୀବନର କିଛି ଛୋଟ ବଡ ଘ-ଟ-ଣା ଶେୟାର କରିଥିଲେ । କିନ୍ତୁ ଜିତେନ୍ଦ୍ର ଶେୟାର କରିଥିବା ଗୋଟିଏ ଘ-ଟ-ଣା-ର ଏବେ ଚାରିଆଡେ ଖୁବ ଚର୍ଚ୍ଚା ହେଉଛି । ଆଜି ଠାରୁ ପ୍ରାୟ ୪୫ ବର୍ଷ ତଳର ଗୋଟିଏ କାହାଣୀ ଜିତେନ୍ଦ୍ର ଶୁଣାଇଥିଲେ । ସେ କହିଥିଲେ କି, ଥରେ କରୱାଚୌଥ ଦିନ ତାଙ୍କ ସୁ-ଟି॰ରେ ଯିବାର ଥିଲା, କିନ୍ତୁ ତାଙ୍କ ପତ୍ନୀ ଶୋଭା କପୁର ତାଙ୍କୁ ଘରୁ ଯିବାକୁ ଦେଉ ନଥିଲେ । କିନ୍ତୁ ଯିବା ବହୁତ ଜରୁରୀ କହି ପତ୍ନୀ ନ ଚାହୁଁଥିଲେ ମଧ୍ୟ ଜିତେନ୍ଦ୍ର ଘରୁ ବାହାରି ଯାଇଥିଲେ ।

ସେଦିନ ଗୋଟିଏ ଫିଲ ସୁ-ଟି॰ ପାଇଁ ତାଙ୍କୁ ଚେନ୍ନାଇ ଯିବାର ଥିଲା ଓ ସେଥିପାଇଁ ଏୟାରପୋର୍ଟ ମଧ୍ୟ ପହଞ୍ଚି ଯାଇଥିଲେ । ସେଠାରେ ଜାଣିବାକୁ ପାଇଥିଲେ କି ତାଙ୍କ ଫ୍ଲାଇଟ ଅଧଘଣ୍ଟା ଲେଟ୍ ଅଛି । ଜିତେନ୍ଦ୍ର ପତ୍ନୀଙ୍କୁ ଫୋନ କରି କହିଥିଲେ କି ଫ୍ଲାଇଟ ଲେଟ୍ ଅଛି, ୮:୩୦-୯ ଭିତରେ ଆସିବ । ଏହାପରେ ଜହ୍ନ ଦିଶିଲାଣି କି ନାହିଁ ଦେଖିବାକୁ ପତ୍ନୀଙ୍କୁ କହିଥିଲେ । ଯଦି ଜହ୍ନ ବାହାରିଥିବ ତେବେ କରୱାଚୌଥ ରଶମ ଶେଷ କରିନେବେ ବୋଲି କହିଥିଲେ ।

ସେ ପତ୍ନୀଙ୍କୁ କହିଥିଲେ ମୁଁ ଘରକୁ ଯାଉଛି ଯଦି ଜହ୍ନ ଦିଶୁଥିବ ତେବେ ତୁମେ ବ୍ରତ ଖୋଲିଦେବ । ଜିତେନ୍ଦ୍ର ଘରକୁ ଫେରିଥିଲେ କିନ୍ତୁ ଏହାପରେ ଶୋଭା ତାଙ୍କୁ ଯିବାକୁ ଦେଇ ନଥିଲେ । କାରଣ ସେତେବେଳ ଯାଏଁ ଜହ୍ନ ବାହାରି ନଥିଲା ଓ ସେମାନେ ଜହ୍ନ ଦିଶିବାକୁ ଅପେକ୍ଷା କରିଥିଲେ । ସେତେବେଳେ ଜିତେନ୍ଦ୍ର ମୁମ୍ବାଇରେ ପାଲି ହିଲ୍ ରେ ରହୁଥିଲେ । ଜିତେନ୍ଦ୍ର ଆଗକୁ କହିଥିଲେ କି, ତାଙ୍କୁ ନିଜ ଘର ବାଲକୋନିରୁ ମୁମ୍ବାଇ ଏୟାରପୋର୍ଟ ଦେଖା ଯାଉଥିଲା ଓ ଏୟାରପୋର୍ଟ କିଛି ବଡ ନି-ଆଁ ହୁ-ଳା ସେ ଦେଖିବାକୁ ପାଇଥିଲେ ।

ଏହାର କିଛି ସମୟ ପରେ ଖବର ଆସିଥିଲା କି ଗୋଟିଏ ବିମାନ ଦୁ-ର୍ଘ-ଟ-ଣା-ଗ୍ର-ସ୍ତ ହୋଇଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା କଥା ହେଉଛି ଏହା ସେହି ଫ୍ଲାଇଟ ଥିଲା ଯେଉଁଥିରେ ଜିତେନ୍ଦ୍ର ଚେନ୍ନାଇ ଯିବାର ଥିଲା । ଏହି ଦୁ-ର୍ଘ-ଟ-ଣା-ରେ ଜିତେନ୍ଦ୍ର ଜଣେ ସାଥି ଅଭିନେତାଙ୍କୁ ହ-ରା-ଇ ଦେଇଥିଲେ ବୋଲି କହିଥିଲେ । ବିମାନ ଦୁ-ର୍ଘ-ଟ-ଣା-ଗ୍ର-ସ୍ତ ହୋଇଥିବା ଖବର ଆସିବା ପରେ ତାଙ୍କୁ ଅନେକ ଫୋନ କଲ୍ ଆସିଥିଲା ।

ଏହି ଦୁ-ର୍ଘ-ଟ-ଣା ୧୯୭୬ରେ ଘ-ଟି-ଥି-ଲା । ଇଣ୍ଡିଆନ ଏୟାରଲାଇନ୍ସର ଏହି ଫ୍ଲାଇଟ କ୍ରା-ଶ ଏହା ଫଳରେ ୧୭୧ ଲୋକଙ୍କ ମୃ-ତ୍ୟୁ ହୋଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।