ଖରାପ ଦିନକୁ ମନେ ପକାଇ ଭାବୁକ ହେଲେ ଟାଇଗର ଶ୍ରଫ, କହିଲେ ‘ଘରର ଫର୍ନୀଚର ବିକ୍ରି ହେଇଯାଇଥିଲା, ତଳେ ସୋଉଥିଲୁ ଓ …’

ଟାଇଗର ଶ୍ରଫ ବଲୀଉଡର ସବୁଠୁ ଭଲ ଡାନ୍ସର ଓ ଏକ୍ଶନ ଖିଲାଡ଼ୀ ଅଟନ୍ତି । ସେ ନିଜର ସମସ୍ତ ସ୍ଟନ୍ଟ ନିଜେ ହିଁ କରନ୍ତି । ଟାଇଗର ‘ହିରୋପନ୍ତି’ ଫିଲ୍ମରୁ ବଲୀଉଡରେ ଡେବ୍ୟୁ କରିଥିଲେ । କିନ୍ତୁ ବର୍ତ୍ତମାନ ଟାଇଗର ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ବଡ ନାମ ହୋଇ ଯାଇଛନ୍ତି । ସେ ଜଲ୍ଦି ହିଁ ଋତିକ ରୋଶନଙ୍କ ସହିତ ‘ୱାର’ ଫିଲ୍ମରେ ନଜର ଆସିବେ । ଏହା ମଧ୍ୟରେ ଟାଇଗର ଶ୍ରଫ ଏକ ଇଣ୍ଟରଭିୟୁ ଦେଇଥିଲେ । ଯେଉଁଥିରେ ସେ ନିଜର ଫିଲ୍ମ ଫ୍ଲପ ହେବାର ଡର ବିଷୟରେ ବି କହିଲେ ।

ସେ କହିଲେ କି ଶାହରୁଖ ଖାନ ‘ରୋମାନ୍ସ କିଙ୍ଗ’ ପାଇଁ ଜଣା ଯାଆନ୍ତି ଓ ଯେତେବେଳେ କି ସଲମାନଙ୍କୁ ‘ଭାଇଜାନ’ ବୋଲି କୁହାଯାଏ । ଏଠି ସମସ୍ତ ବଡ ସୁପରଷ୍ଟାର ପଛରେ ଏକ ଲେବୁଲ ଲାଗିଛି । ଏମିତିରେ ଆପଣ ଯଦି କିଛି ଅଲଗା ଟ୍ରାଏ କରିବେ ତେବେ ଅଳ୍ପ ରିସ୍କ ବି ଅଛି ।

Image courtesy: Google

କହିବାକୁ ଗଲେ ମୁଁ ‘ଫ୍ଲାଇଙ୍ଗ ଜଟ୍ଟ’ରେ ସୁପରହିରୋର ରୋଲ କରିଥିଲି । ଅନ୍ୟ ପଟେ ‘ଷ୍ଟୁଡେଣ୍ଟ ଅଫ ଦ ଇୟର ୨’ରେ ଏକ କଲେଜ ଷ୍ଟୁଡେଣ୍ଟର ରୋଲ କରିଥିଲି । ଏହି ଦୁଇଟି ଫିଲ୍ମ ଲୋକମାନଙ୍କୁ ଖାସ ପସନ୍ଦ ଆସିଲା ନାହିଁ । କେବଳ ଏହା ହିଁ ଅଟେ ଯେଉଁ କାରଣରୁ ଟାଇଗର ଶ୍ରଫ ନିଜର ଫିଲ୍ମକୁ ନେଇ ଅଳ୍ପ ନର୍ଭସ ଅଛନ୍ତି ।

ଟାଇଗର ଶ୍ରଫ କହିଲେ ନିଜର ବ୍ୟଥାପୂର୍ଣ କାହାଣୀ

Image courtesy: Google

ଏହି ଇଣ୍ଟରଭିୟୁରେ ଟାଇଗର ନିଜ ଜୀବନର ଏକ ଏମିତି ସମୟ ବିଷୟରେ କହିଲେ ଯାହା ତାଙ୍କ ପାଇଁ ବହୁତ ଖରାପ ସମୟ ଥିଲା । ଏହି କଥା ୨୦୦୧ର ଅଟେ । ସେତେବେଳେ ଟାଇଗରଙ୍କର ମାଙ୍କର ପ୍ରୋଡକ୍ଶନ ହାଉସ ନେ ‘ବୂମ (Boom)’ ଫିଲ୍ମ କରିଥିଲା । ସେହି ସମୟରେ ଟାଇଗର ମାତ୍ର ୧୧ ବର୍ଷର ଥିଲେ । କହିବାକୁ ଗଲେ ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଲିକ ହୋଇଗଲା । ଏହା ପରେ ବକ୍ସ ଅଫିସ ଉପରେ ବି ଏହା ଚାଲିଲା ନାହିଁ ।

ଏମିତିରେ ଟାଇଗରଙ୍କର ପରିବାରକୁ ଆର୍ଥିକ ଅସୁବିଧାର ସାମନା କରିବାକୁ ପଡିଥିଲା । ଟାଇଗର ସେହି ଦିନକୁ ମନେ ପକାଇ କହିଲେ କି ‘ମୋତେ ମନେ ଅଛି ଆମ ଘରର ସବୁ ଫର୍ନୀଚର ଧୀରେ ଧୀରେ ବିକ୍ରି ହୋଇଗଲା । ଯେଉଁ ଜିନିଷ ଗୁଡିକ ଦେଖି ମୁଁ ବଡ ହୋଇଥିଲି, ତାହା ସବୁ ଜିନିଷ ଗାୟବ ହେବାକୁ ଲାଗିଥିଲା । ମୋର ବିଛଣା ବି ବିକ୍ରି ହୋଇଗଲା । ମୁଁ ତଳେ ଶୋଇଥିଲି । ତାହା ମୋ ଜୀବନର ସବୁଠୁ ଖରାପ ସମୟ ଥିଲା ।‘

ବର୍ତ୍ତମାନ ସମୟର କଥା କହିଲେ ବର୍ତ୍ତମାନ ଟାଇଗରଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ଅଟେ । ସେ ନିଜ ଫିଲ୍ମ ମାଧ୍ୟମରେ କୋଟି କୋଟି ଟଙ୍କା ନେଉଛନ୍ତି । ତାଙ୍କର ପିତା ଜୈକୀ ଶ୍ରଫ ବି ବର୍ତ୍ତମାନ ଦିନରେ ଫିଲ୍ମରେ ବହୁତ ନଜର ଆସୁଛନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।