ଟିଭି ସିରିୟଲ ସାଥ ନିଭାନା ସାଥୀୟାର ‘ରାଧା’ ରିୟଲ ଲାଇଫରେ ଦେଖିବାକୁ ବହୁତ ହଟ ଓ ସୁନ୍ଦର, ଆଗରୁ କେବେ ଦେଖି ନଥିବେ ତାଙ୍କର ଏମିତି ଲୁକ

ଆପଣମାନେ ଟିଭି ଦୁନିଆର ସବୁଠୁ ପପୁଲାର ସିରିୟଲ ସାଥ ନିଭାନା ସାଥୀୟା ନିଶ୍ଚିତ ଦେଖିଥିବେ । ଏହି ଶୋ ଦର୍ଶକମାନଙ୍କର ସବୁଠୁ ପସନ୍ଦିତା ଶୋ ଗୁଡିକ ମଧ୍ୟରେ ଗୋଟିଏ ଅଟେ । ଏହି ଶୋ ୩ ମେ ୨୦୧୦ରୁ ଆରମ୍ଭ ହୋଇଥିଲା । ଏହା ପରେ ୨୩ ଜୁଲାଇ ୨୦୧୭ରେ ଏହି ଶୋ ସମାପ୍ତ ହୋଇଥିଲା । ଏହା ଷ୍ଟାରପ୍ଲସର ସବୁଠୁ ପପୁଳାର ଶୋ ମଧ୍ୟରୁ ଗୋଟିଏ ଶୋ ଅଟେ । ଏହି ଶୋ ସବୁଠୁ ଅଧିକ ଦିନ ପ୍ରସାରିତ ହୋଇଥିବା ସିରିୟଲ ମଧ୍ୟରେ ବି ସାମିଲ ଅଛି ।

ଏହି ଶୋର ସବୁ କିରଦାର ଆଜି ବି ଲୋକମାନଙ୍କର ହୃଦୟରେ ଅଛନ୍ତି । ଖାସ କରି ଏହି ସିରିୟଲର ମୁଖ୍ୟ ଅଭିନେତ୍ରୀ ଗୋପୀ ବୋହୁ ଯାହାଙ୍କର ଅସଲ ନାମ ଦେବୋଲୀନା ଭଟ୍ଟାଚାର୍ୟଙ୍କୁ ଲୋକମାନେ ଅଧିକ ପସନ୍ଦ କରିଥିଲେ ।

କିନ୍ତୁ ଆଜି ଆମେ ଗୋପୀ ବୋହୁ ବିଷୟରେ ନୁହେଁ ଅଥବା ଏହି ସିରିୟଲରେ ରାଧା ଭୂମିକାରେ ନଜର ଆସୁଥିବା ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଅଭିନେତ୍ରୀ ରାଧାଙ୍କ ଅସଲ ନାମ ଭାବିନୀ ପୁରୋହିତ ଅଟେ । ଟିଭିରେ ସରଳତାର ପ୍ରତୀକ ରୂପରେ ନଜର ଆସୁଥିବା ରାଧା ଅର୍ଥାତ ଭାବିନୀ ପୁରୋହିତ ରିୟଲ ଲାଇଫରେ ବହୁତ ସୁନ୍ଦର ଓ ହଟ ନଜର ଆସନ୍ତି । ଭାବିନୀ ପୁରୋହିତଙ୍କ ଜନ୍ମ ୮ ଡିସେମ୍ବର ୧୯୯୧ରେ ହୋଇଥିଲା ଓ ଆଜି ସେ ୨୯ ବର୍ଷର ହୋଇ ଯାଇଛନ୍ତି ।

ଭାବିନୀ ପୁରୋହିତ ଟିଭି ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଭାବିନୀ ପୁରୋହିତ ନିଜର ଟିଭି ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିୟର ଆରମ୍ଭ ଷ୍ଟାରପ୍ଲସର ପାପୁଲାର ଶୋ ‘ସାଥ ନିଭାନା ସାଥିୟା’ରୁ କରିଥିଲେ । ଏହି ସିରିୟଲରେ ଭାବିନୀ ପୁରୋହିତ ରାଧାର ଭୂମିକାରେ ନଜର ଆସିଥିଲେ । ଏହା ପରେ ଟିଭି ସିରିୟଲ ‘ଜାନା ନା ଦିଲ ସେ ଦୂର’ରେ ଭୂମିକାର କିରଦାରରେ ନଜର ଆସିଥିଲେ ।

ଯାହାଙ୍କର ଅଭିନୟକୁ ଲୋକମାନେ ବହୁତ ପସନ୍ଦ ବି କରିଥିଲେ । ଆପଣଙ୍କୁ କହିଦେଉଛୁ କି ଭାବିନୀ ପୁରୋହିତ ଏହି ବର୍ଷ ନିଜର ବୟଫ୍ରେନ୍ଡ ଧବଲଙ୍କୁ ବିବାହ କରିଥାନ୍ତେ । କିନ୍ତୁ କିଛି କାରଣ ବଶତଃ ଏହି ଯୋଡି ବର୍ତ୍ତମାନ ସମୟରେ ନିଜର ବିବାହକୁ ଟାଲି ଦେଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।