Bollywood ର ଏହି ଷ୍ଟାର ମାନଙ୍କର ଗୋଟିଏ ଦିନର ଖାଇବା ଖର୍ଚ୍ଚ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, 3 ନମ୍ବର ଷ୍ଟାର ଖର୍ଚ୍ଚ କରନ୍ତି ସବୁଠୁ ଅଧିକ ଟଙ୍କା

ଆଜି କାଲି ସମୟରେ ସବୁ ଜିନିଷର ଦାମ ବଢିବାରେ ଲାଗିଛି କିନ୍ତୁ ଲୋକେ ମାନେ ଭଲ ଜିନିଷ ପାଇବା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ କେବେ ହେଲେ କେହି ପଛାଉ ନାହାନ୍ତି । କାରଣ ଲୋକ ମାନେ ଏବେ ଯେଉଁ ପରି ଭାବରେ ପରିଶ୍ରମ କରି ଟଙ୍କା ରଜୋଗାର କରୁଛନ୍ତି ସେହି ଭଳି ଭଲ ଖାଦ୍ୟ ଖାଇବା ପାଇଁ ମଧ୍ୟ ସେହି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେ ଯେକୌଣସି ଲୋକ ହେଉନା କାହିକି ସବୁ ବେଳେ ସେ ଚାହେଁ ସେ ଯେଉଁ ଜିନିଷ ଘରକୁ ନେଇ ଯାଉଛି ସେହି ଜିନିଷ ଭଲ ହୋଇଥିବା ଦରକାର । ଆଜି ଆମେ କହିବୁ ବଲିଉଡରେ କାମ କରୁଥିବା ଷ୍ଟାର ମାନଙ୍କର ଖାଇବା ଖର୍ଚ୍ଚ ବିଷୟରେ । ଆଜି ଆମେ ଆପଣଙ୍କୁ ଏହା ମଧ୍ୟ କହିବୁ କି ସେମାନେ କେଉଁ ସମୟରେ କେଉଁ ଖାଦ୍ୟ ଖାଉଛନ୍ତି ।

ତାଙ୍କର ସକାଳର ଖାଇବା ବହୁତ ଭଲ ରହିବା ସହିତ ଦାମିକିଆ ମଧ୍ୟ ରହିଥାଏ । ତାଙ୍କର ଜୁଷ ବିଷୟରେ କହିବାକୁ ଗଲେ ସେହି ଜୁଷ ମଧ୍ୟ ଅଧିକ ଦାମର ହୋଇଥାଏ । କାରଣ ଆପଣ ମାନେ ମଧ୍ୟ ଦେଖିଥିବେ ସେମାନେ ଏତେ ବୟସର ହେଲେ ମଧ୍ୟ ସେମାନେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ସେ ଅଭିନେତା ହେଉ ବା ଅଭିନେତ୍ରୀ ହେଉ ଆପଣ କେବେ ହେଲେ ଜାଣି ପାରିବେ ନାହିଁ କି ସେମାନେ ଏତେ ବୟସର ବୋଲି ।

ଅଜୟ ଦେବଗନ ଓ କାଜଲ- ବଲିଉଡରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ସବୁ ଜିନିଷର ଧ୍ୟାନ ରଖିଥାନ୍ତି ଓ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି । କିନ୍ତୁ ସେମାନେ ଖାଇବାରେ ଅଧିକା ଟଙ୍କା ଖର୍ଚ୍ଚ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ମାନେ ଖାଇବା ଉପରେ ବେସୀ ଟଙ୍କା ଖର୍ଚ୍ଚ କରିଥାନ୍ତି । ସର୍ବ ପ୍ରଥମେ ଅଜୟ ଦେବଗନ ଓ ତାଙ୍କ ସ୍ତ୍ରୀ କାଜଲ । ତାଙ୍କ ଖାଇବା କଥା କହିବାକୁ ଗଲେ ସେ ଥରକେ ଏକ ରୁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ।

ସାହରୁଖ ଖାନ- ଏହା ପରେ ଆମେ ଯଦି ସାହରୁଖ ଖାନଙ୍କ କଥା କହିବା ତେବେ ସେ ମଧ୍ୟ ଖାଇବାରେ ବହୁତ ଟଙ୍କା ଖର୍ଚ୍ଚ୍ କରିଥାନ୍ତି । ସେ ମଧ୍ୟ ବହୁତ ସୁନ୍ଦର ଓ ଚାଲାକ ଅଟନ୍ତି ଆପଣ ତାଙ୍କ ମୁଁହ ଦେଖିଲେ ସେ ଏବେ ପର୍ଯ୍ୟନ୍ତ ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ସେ ମଧ୍ୟ ତାଙ୍କ ଖାଇବା ପାଇଁ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ।

ସଲମାନ ଖାନ- ଏବେ ଆମେ କହିବାକୁ ଯାଉଛି ଦୁନିଆରେ ସବୁଠୁ ଅଧିକା ନାମ କମାଇ ଥିବା ବଲିଉଡର ଅଭିନେତା ସଲମାନ ଖାନଙ୍କ ବିଷୟରେ । ତାଙ୍କ ଖାଇବା କଥା କହିବାକୁ ଗଲେ ସେ ମଧ୍ୟ ତାଙ୍କ ଖାଇବାକୁ ନେଇ ବହୁତ ଟଙ୍କା ଖର୍ଚ୍ଚ କରିଥାନ୍ତି । ତାଙ୍କ ପରିବାରରେ ସେ ସବୁଠାରୁ ବଡ ଭାଇ ଅଟନ୍ତି । ସେ ବଲିଉଡରେ ବହୁତ ଟଙ୍କା ମଧ୍ୟ କମାଇ ଥାନ୍ତି ।

ସେ ଗୋଟିଏ ବିଜ୍ଞାପନ କରିବା ଯଦି ଏକ ମିନିଟ ସମୟ ନେବେ ତେବେ ସେ ସେଥିପାଇଁ ଏକ ରୁ ଦେଢ କୋଟି ଟଙ୍କା ନେଇଥାନ୍ତି । ଯଦି ସେ ୩ ରୁ ୪ ମିନିଟ ବିଜ୍ଞାପନ କରନ୍ତି ତେବେ ସେ ୩ ରୁ ୫ କୋଟି ଟଙ୍କା ନେଇଥାନ୍ତି । ସେ ତାଙ୍କ ଖାଇବାରେ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ।

ଅକ୍ଷୟ କୁମାର- ଏହାପରେ ଆମ ଲୋକଙ୍କ ମନରେ ରାଜ କରୁଥିବା ଓ ବହୁତ ଲୋକଙ୍କୁ ହସାଉଥିବା ଅଭିନେତା ଅକ୍ଷୟ କୁମାର । ସେ ବଲିଉଡ ଜଗତରେ ବହୁତ ଫିଟ ବୋଲି ଲୋକ ତାଙ୍କ ମାନିଥାନ୍ତି । ସେ ଖାଇବାରେ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ଏହାପରେ ଆସୁଛନ୍ତି ଅମିର ଖାନ । ସେ ବହୁତ ପରିଶ୍ରମ କରିଥାନ୍ତି ଓ ତାଙ୍କ ଖାଇବା ମଧ୍ୟ ବହୁତ ସ୍ପେଶାଲ ଅଟେ । ତାଙ୍କ ଖାଇବା କଥା କହିବାକୁ ଗଲେ ସେ ୧ ରୁ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।