ଏହି ଡ୍ୟାନ୍ସରଙ୍କ ପତ୍ନୀ ଦେଇଥାଏ ହିରୋଇନମାନଙ୍କୁ ବି ଟକ୍କର, ଫଟୋ ଦେଖି ଆପଣ ଙ୍କୁ ବି ଲାଗିବ ଝଟକା

ବଲୀଉଡ ଇଣ୍ଡଷ୍ଟ୍ରି ସହ ସମ୍ବନ୍ଧ ରଖୁଥିବା ସବୁ ବ୍ୟକ୍ତିଙ୍କର ପତ୍ନୀ ବହୁତ ବୋଲ୍ଡ ଓ ସୁନ୍ଦର ହୋଇ ଥାନ୍ତି । ସାଧାରଣତଃ ଏହି କଳାକାର ମାନଙ୍କର ପତ୍ନୀଙ୍କର ଏମିତି ଫୋଟୋ ସବୁ ଦେଖିବାକୁ ମିଳିଥାଏ ଯେଉଁଥିରେ ସେମାନେ ହଟ ଦେଖା ଯାଇଥାନ୍ତି କିନ୍ତୁ ଆଜି ଆମେ କୌଣସି ବଲୀଉଡର ଅଭିନେତ୍ରୀ ବିଷୟରେ ନୁହେଁ ଆଜି ଆମେ ଆପଣଙ୍କୁ ବଲୀଉଡର ଜଣେ କୋରିୟୋଗ୍ରାଫରଙ୍କ ବିଷୟରେ କହିବାକୁ ଯାଉ ଅଛୁ । ତେବେ ଆସନ୍ତୁ ଜାଣିବା କିଏ ଅଟନ୍ତି ସେ ।

କିଏ ଅଟନ୍ତି ଏହି କୋରିୟୋଗ୍ରାଫର

ଆଜି ଆମେ ଯେଉଁ କୋରିୟୋଗ୍ରାଫରଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କର ନାମ ଧର୍ମେଶ ୟେଲାଂଡେ ଉର୍ଫ ଧର୍ମେଶ ସାର ଅଟେ । ସେ ଏକ ଭାରତୀୟ ଡ୍ୟାନ୍ସର, କୋରିୟୋଗ୍ରାଫର ଓ ଅଭିନେତା ଅଟନ୍ତି ।

ଧର୍ମେଶଙ୍କର ଜନ୍ମ ୩୧ ଅକ୍ଟୋବର ୧୯୮୩ରେ ଗୁଜୁରାଟରେ ହୋଇଥିଲା । ଧର୍ମେଶ ବଲୀଉଡରେ ନିଜର କଂଟେମ୍ପରରୀ ଓ ହିପ-ହପ ଷ୍ଟାଇଲ ପାଇଁ ଜଣା ଯାଆନ୍ତି ।

କ୍ୟାରିୟରର ଆରମ୍ଭରୁ ସେ ପ୍ରଥମେ ଡ଼ିଆଇଡ଼ିରେ ଏକ ପ୍ରତିଯୋଗୀ ରୂପରେ ନଜର ଆସିଥିଲେ । କିନ୍ତୁ ସେ ଏହି ସୋ କୁ ଜିତି ପାରିଲେ ନାହିଁ । କିନ୍ତୁ ଆଜି ସେ ବଲୀଉଡରେ ଏଲ ଭଲ କୋରିୟୋଗ୍ରାଫର ଅଟନ୍ତି ।

ତୀସ ମାର ଖାନରୁ କରିଥିଲେ କୋରିୟୋଗ୍ରାଫୀ ଡେବ୍ୟୁ

ଆପଣଙ୍କୁ କହିଦେଉଛୁ କି ଧର୍ମେଶ ପ୍ରସିଦ୍ଧ ନିର୍ଦ୍ଦେଶକ ଫରାହ ଖାନଙ୍କର ‘ତୀସ ମାର ଖାନ’ ଫିଲ୍ମରୁ ନିଜର କୋରିୟୋଗ୍ରାଫୀର କ୍ୟାରିୟର ଆରମ୍ଭ କରିଥିଲେ । ଏହା ଛଡା ସେ ନିଜ ଫିଲ୍ମି କ୍ୟାରିୟର  ଆରମ୍ଭ ଫିଲ୍ମ ‘ଏବିସିଡ଼ି’ରୁ କରିଥିଲେ ।

ପତ୍ନୀ ବି ଅଟନ୍ତି ବହୁତ ସୁନ୍ଦର

ଧର୍ମେଶଙ୍କର ପତ୍ନୀଙ୍କର ନାମ ବ୍ରେଶନା ଖାନ ଅଟେ । ବ୍ରେଶନା ଖାନ ବହୁତ ଭଲ ଅଭିନେତ୍ରୀ ଅଟନ୍ତି ଓ ସେ ଇଣ୍ଟର୍ନେଟ ଦୁନିଆରେ ବହୁତ ଫେମସ ଅଟନ୍ତି । ପ୍ରାୟତଃ ସେ ୟୁ – ଟ୍ୟୁବରେ ଦେଖା ଯାଆନ୍ତି । ତାଙ୍କର ସୁନ୍ଦରତା ଦେଖି ସମସ୍ତେ ତାଙ୍କର ପ୍ରଶଂସା କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।