ଟ୍ରେନ ଚଲାଉଥିଲା ଡ୍ରାଇଭର, ସାମନାକୁ ଆସିଲା ୩ ଫୁଟ ଲମ୍ବାର ଏହି ଜୀବ ଦେଖି ଡରି ଗଲା ଡ୍ରାଇଭର ଓ ତା ପରେ…

ସାପ ଏକ ଏମିତି ଜୀବ ଅଟେ ଯାହାକୁ ସମସ୍ତେ ଡରିଥାନ୍ତି ଓ ଡରିବା ଜରୁରୀ ଅଟେ କାରଣ ସାପ ଯଦି କାମୁଡି ଦେବ ତେବେ ତାହର ବିଷ ଯୋଗୁ ମଣିଷର ମୁର୍ତ୍ୟୁ ବି ହୋଇପାରେ । ବର୍ତ୍ତମାନ ଆପଣ ଚିନ୍ତା କରନ୍ତୁ କି ଗୋଟିଏ ଟ୍ରେନ ଚାଉଛି ଓ ତା’ ସାମ୍ନାରେ ଯାଇ ସାପ ଛିଡା ହୋଇଯିବ ତେବେ କଣ ହେବ ? ଏମିତି ହିଁ କିଛି ଭାରତୀୟ ରେଲେୱେ ସହିତ ହୋଇଛି । ଏହି ପୁରା ଘଟଣା କଟଡ଼ା ଦେଇ ଦିଲ୍ଲୀ ଯାଉଥିବା

ଜାମ୍ମୁ କାଶ୍ମୀର ମେଲ ଏକ୍ସପ୍ରେସ ଟ୍ରେନରେ ହୋଇଛି । ଯେଉଁଠି ଏକ ଲୋକୋ ପାୟଲଟ ଟ୍ରେନ ଚଲାଉଥିଲା । ସେହି ସମୟରେ ଅଚାନକ ତା’ ସାମନାରେ ଏକ ସାପ ଆସି ବସିଗଲା ଯାହାକି ୩ ଫୁଟ ଲମ୍ବା ଥିଲା ।

ସେ ବାରମ୍ବାର ଡ୍ରାଇଭର ଆଡକୁ ଦେଖୁଥିଲା ଓ ଏହା ପରେ ଡ୍ରାଇଭର କିଛି ବୁଝି ପାରୁ ନ ଥିଲା କି ସେ କଣ କରିବ ? ସାପଟି ବାରମ୍ବାର ଫଣା ଟେକି ଡ୍ରାଇଭରକୁ ଚୋଟ ମାରିବାକୁ ଚେଷ୍ଟା କରୁଥିଲା । ଏହି ସ୍ଥିତିରେ ଡ୍ରାଇଭର ଟ୍ରେନକୁ ଯେମିତି ସେମିତି କରି ପାଖରେ ଥିବା ଏକ ଷ୍ଟେସନରେ ପହଞ୍ଚାଇ ଦେଲା ଓ ଏହା ପରେ ଟ୍ରେନକୁ ଅଟକାଇ ସେ ଟ୍ରେନରୁ ଦୂରକୁ ଦୌଡିଲା ।

ଏହା ଅପରେ ଡ୍ରାଇଭର ଜଣକ ପାଖରେ ଥିବା ଷ୍ଟାଫକୁ ଇନ୍ଫର୍ମ କରିଲା ଯାହା ପରେ ଲୋକମାନେ ଆସିଲେ ଓ ସମସ୍ତେ ମିଶି ସାପକୁ ଟ୍ରେନରୁ ବାହାରକୁ ବାହାର କରିଦେଲେ ଓ ସାପକୁ କୌଣସି ମାନବରହିତ ସ୍ଥାନରେ ଛାଡି ଦିଆ ଗଲା ।

ଏହା ପରେ ଟ୍ରେନଟି ନିୟମତି ରୂପରେ ଚାଲିଲା ଓ ଲୋକୋ ପାୟଲଟ ବି ଶାନ୍ତିରେ ନିଶ୍ଵାସ ନେଲା କାରଣ ଯଦି ସାପ ତାକୁ ଚୋଟ ମାରି ଦେଇ ଥାନ୍ତା ତେବେ ଟ୍ରେନକୁ ସମ୍ଭାଳିବା ବହୁତ କଷ୍ଟକର ହୋଇ ଯାଆନ୍ତା ଓ ଏମିତିରେ ଟ୍ରେନରେ ଥିବା ଯାତ୍ରୀ ମାନଙ୍କର ଜୀବନକୁ ବି ବିପଦ ଥିଲା କିନ୍ତୁ ଡ୍ରାଇଭରର ବୁଦ୍ଧିମତା କାରଣରୁ କୌଣସି ଅସୁବିଧା ହେଲା ନାହିଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।