ବିନା ବିବାହରେ ପ୍ରେଗନେଣ୍ଟ ହେଲେ Ileana D’Cruz, ଦେଖେଇଲେ ନିଜର ବେବି ବମ୍ପ, ଭାଇରାଲ ହେଉଛି ଫଟୋ

କିଛି ଦିନ ପୂର୍ବେ ହିଁ Ileana D’Cruzଙ୍କ ଗର୍ଭବତ୍ତୀ ହେବାର ଖବର ସାମ୍ନାକୁ ଆସିଥିଲା । କହିବାକୁ ଗଲେ ଇଲିୟାନା ଡୀ’କ୍ରୂଜ଼ ଅଡି କାର ଲଞ୍ଚ ଇଭେଣ୍ଟରେ ପହଞ୍ଚି ଥିଲେ । ଯେଉଁଠି ସେ ନାଲି ରଙ୍ଗର ଏକ ଡ୍ରେସ ପିନ୍ଧି ଥିଲେ । କିନ୍ତୁ ଯେମିତି ହିଁ ଏହି ଡ୍ରେସରେ ଇଲିୟାନା ଡୀ’କ୍ରୂଜ଼ଙ୍କ ଭିଡିଓ ଓ ଫଟୋ ଭାଇରାଲ ହେଲା ସେମିତି ହିଁ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରକାରର ନ୍ୟୁଜ ବି ଭାଇରାଲ ହେବାକୁ ଲାଗିଲା ।

କହିବାକୁ ଗଲେ ଏହି ଡ୍ରେସରେ ଇଲିୟାନା ଡୀ’କ୍ରୂଜ଼ଙ୍କ ବେବି ବମ୍ପ ନଜର ଆସୁଥିଲା । ଯେଉଁ କାରଣରୁ ସୋସିଆଲ ମିଡିଆ ୟୁଜରମାନେ ତାଙ୍କ ଫଟୋ ଉପରେ କମେଣ୍ଟ କରି ପ୍ରଶ୍ନ କରିଲେ କି କଣ ଆପଣ ଗର୍ଭବତ୍ତୀ ଅଛନ୍ତି ।

ଆପଣଙ୍କୁ କହିଦେଉଛୁ କି ସବୁବେଳେ ଫିଲ୍ମରେ ହଟ ଓ ସ୍ଲିମ ଫିଗରରେ ନଜର ଆସୁଥିବା ଅଭିନେତ୍ରୀ ଇଲିୟାନା ଡୀ’କ୍ରୂଜ଼ ଏହି ଇଭେଣ୍ଟରେ ବହୁତ ମୋଟୀ ନଜର ଆସୁଥିଲେ । ଆପଣ ବି ତାଙ୍କର ଏହି ଫଟୋରେ ଦେଖି ପାରିବେ କି ତାଙ୍କର ଓଜନ କେତେ ବଢି ଯାଇଛି । ଯାହା ପର ଠାରୁ ଏହା ଖବର ଆସୁଥିଲା କି ଇଲିୟାନା ନିଜର ବୟଫ୍ରେନ୍ଡ Andrew Kneeboneଙ୍କ ସନ୍ତାନର ମା ହେବାକୁ ଯାଉଛନ୍ତି ।

ଆପଣଙ୍କୁ କହିଦେଉହକୁ କି ଇଲିୟାନା ଡୀ’କ୍ରୂଜ଼ଙ୍କ ବୟଫ୍ରେନ୍ଡ Andrew Kneebone ପୂର୍ବରୁ ହିଁ ତିନୋଟି ସନ୍ତାନର ପିତା ଅଟନ୍ତି ଓ ସେ ଅଷ୍ଟ୍ରେଲିୟାର ଜଣେ ଜଣା ଶୁଣା ଫଟୋ ଗ୍ରାଫର ବି ଅଟନ୍ତି । ଦୁଇ ଜଣ ପ୍ରାୟତଃ ନିଜର ରୋମାଣ୍ଟିକ ଫଟୋ ଶେୟାର ବି କରିଥାନ୍ତି । ଇଲିୟାନା ଡୀ’କ୍ରୂଜ଼ଙ୍କ ବୟଫ୍ରେନ୍ଡ ବିଷୟରେ ଜାଣି ତାଙ୍କର ଫ୍ୟାନମାନେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ ଓ ସମସ୍ତ କହୁଥିଲେ କି ଇଲିୟାନା ଡୀ’କ୍ରୂଜ଼ଙ୍କ ବିବାହ ନ କରି ହିଁ ମା ହେବାର ନିଷ୍ପତି ନେଇ ଯାଇଛନ୍ତି ।

ଏହା ଛଡା ଏହି ସବୁ ଖବର ସାମ୍ନାକୁ ଆସିବା ପରେ ହିଁ ଇଲିୟାନା ଡୀ’କ୍ରୂଜ଼ଙ୍କୁ ବହୁତ ସମୟ ହେବ କୌଣସି ବି ଇଭେଣ୍ଟରେ କିମ୍ବା ପବ୍ଲିକ ପ୍ଲେସରେ ଦେଖା ଯାଇ ନ ଥିଲା । କିନ୍ତୁ କିଛି ସମୟ ପରେ ଇଲିୟାନା ନିଜର ଫଟୋ ସୋସିଆଲ ମିଡିଆରେ ଶେୟାର କରି ସମସ୍ତଙ୍କୁ ଏହା କହିଲେ କି ସେ ଗର୍ଭବତ୍ତୀ ନୁହନ୍ତି । ସେ କେବଳ ଅଧିକ ମୋଟା ହୋଇ ଯାଇ ଥିଲେ । ଏହା ପରେ ନିଜର ଫ୍ୟାଟକୁ କମ କରି ନିଜର ଫଟୋ ଶେୟାର କରି ଇଲିୟାନା କିଛି ସୋସିଆଲ ମିଡିଆ ୟୁଜରଙ୍କୁ କଡା ଜବାବ ବି ଦେଲେ ।

କହିବାକୁ ଗଲେ ୨୦୧୭ରେ ଇଲିୟାନା କ୍ରିସମାସରେ ନିଜର ଏକ ଫଟୋ ଶେୟାର କରିଥିଲେ ଓ ସେ ନିଜର ବୟଫ୍ରେଣ୍ଡକୁ ଏହି ଫଟୋରେ ହବି ବୋଲି କହିଥିଲେ । ଏହା ପରେ ହିଁ କୁହାଯାଉଥିଲା କି ବୋଧେ ଇଲିୟାନା ଗୁପଚୁପ ଉପାୟରେ ବିବାହ କରି ନେଇଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।