କଣ ଆପଣ ଜାଣିଛନ୍ତି ୮୦ ଦଶକର ଫେମସ ଅଭିନେତ୍ରୀ Neelam Kothari କରିଛନ୍ତି 2 ଟି ବିବାହ, ଦ୍ଵିତୀୟ ସ୍ବାମୀଙ୍କ ଠାରୁ ବହୁତ ହ୍ୟାଣ୍ଡସମ ଦେଖାଯାନ୍ତି ତାଙ୍କର ପ୍ରଥମ ସ୍ଵାମୀ

ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୀତାରା ମାନେ ନିଜର ଜବରଦସ୍ତ ପର୍ଫୋମାଂସ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜଗା ସୃଷ୍ଟି କରି ପାରିଛନ୍ତି । କିଛି କଳାକାର ମାନେ ନିଜର ଅଭିନୟ ଦ୍ଵାରା ଅନେକ ନାଁ କମାଇଛନ୍ତି ।

୮୦ ଦଶକରେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ନିଲାମ କୋଠାରିଙ୍କୁ କିଏ ନ ଜାଣିଛନ୍ତି । ସେ ନିଜର ବେହତରିନ ଅନ୍ଦାଜରେ ବଲିଉଡରେ ତାଙ୍କ ସମୟରେ ରାଜ କରୁଥିଲେ । ଆଜି ଆମେ ଆପଣ ମାନଙ୍କୁ ନିଲମ କୋଠାରିଙ୍କ ରିୟଲ ଲାଇଫରେ କିଛି କହିବାକୁ ଯାଉଛୁ । ଅଭିନେତ୍ରୀ ନିଲାମ ରିୟଲ ଲାଇଫରେ ଦୁଇଟି ମ୍ୟାରେଜ କରିଛନ୍ତି ।

ବଡ ପରଦା ସହ ଛୋଟ ପରଦାରେ ନିଜର ପରିଚୟ ସୃଷ୍ଟି କରିଥିବା ନିଲମ କୋଠାରି ୧୯୬୭ ନଭେମ୍ବର ୯ରେ ହଙ୍ଗକଙ୍ଗରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୪ରେ ବଲିଉଡରେ “ଯବାନୀ” ଫିଲ୍ମରେ କାମ କରି ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ ।

ଏହି ଫିଲ୍ମରେ ସେ ଏତେ ଲୋକପ୍ରିୟ ହୋଇଥିଲେ ଯେ ଏହା ପରେ “ଖୁଦଗର୍ଜ”, “ହମ ହମ ସାଥ ହେ”, “ଅମିରୀ ଗରିବୀ”, “ଘର କା ଚିରାଗ” ଆଦି ଫିଲ୍ମରେ ନଜର ଆସିଥିଲେ । ନିଲମ କୋଠାରି ଅଭିନେତା ସମୀର ସୋନିଙ୍କ ସହ ମ୍ୟାରେଜ କରି ଆଜିକା ଡେଟରେ ବେଶ ଖୁସିରେ ଲାଇଫ ସ୍ପେନ୍ଡ କରୁଛନ୍ତି । ଦୁହିଙ୍କର ଭେଟ ଏକତା କପୁରଙ୍କ ଦ୍ଵାରା ଏକ ପାର୍ଟିରେ ହୋଇଥିଲା । ଏହା ପରେ ଦୁହେଁ ଗୋଟେ ବର୍ଷ ପରେ ତୁଷାର କପୁରଙ୍କ ଦ୍ଵାରା ଏକ ପାର୍ଟିରେ ସାକ୍ଷାତ ହୋଇଥିଲା । ଦିତୀୟ ଥର ଦେଖା ହେବା ପରେ ଦୁହେଁ ପରସ୍ପରର ବନ୍ଧୁ ହୋଇଥିଲେ ।

ଏହା ପରେ ଦୁହେଁ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ । ଏହା ପରେ ୨୦୧୪ ଜାନୁଆରୀ ୧୧ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହିଙ୍କର ଗୋଟେ ଝିଅ ଅଛି ଯାହାର ନାଁ ହେଉଛି ଆହାନା ଯାହା ସହ ମୁମ୍ବାଇରେ ଦୁହେଁ ହାପି ଲାଇଫ ସ୍ପେନ୍ଡ କରୁଛନ୍ତି । ଏହା ପୂର୍ବରୁ ନିଲାମ କୋଠାରିଙ୍କର ୟୁପିର ବିଜନେସମ୍ୟାନ ରିଷି ସେଠିଆଙ୍କ ସହ ପ୍ରଥମେ ୨୦୦୦ରେ ବିବାହ ହୋଇଥିଲା ।

ବିବାହ ପରେ ନିଲମ କୋଠାରି ଓ ରିଷି ସେଠିଆ ଦୁବାଇରେ ରହିବାକୁ ଲାଗିଲେ । କିନ୍ତୁ ନିଲମ କୋଠାରି ଭାରତରେ ରହିବାକୁ ଚାହୁଥିଲେ ମଧ୍ୟ ତାଙ୍କ ସ୍ଵାମୀ ରିଷି ଭାରତରେ ରହିବାକୁ ପସନ୍ଦ କରୁ ନ ଥିଲେ । ଏହି କାରଣରୁ ନିଲାମ କୋଠାରି ବିବାହର କିଛି ବର୍ଷ ପରେ ରିଷି ସେଠିଆଙ୍କ ଠାରୁ ଅଲଗା ହୋଇ ଭାରତ ଫେରି ଆସିଥିଲେ । ଏହା ପରେ ଅଭିନେତା ସମୀର ସୋନିଙ୍କ ସହ ନୀଲମଙ୍କର  ଭେଟ ହୋଇଥିଲା ।

ଯେଉଁ ସମୟରେ ସମୀର ସୋନି ମଧ୍ୟ ନିଜ ପ୍ରଥମ ସ୍ତ୍ରୀ ରାଜଲକ୍ଷ୍ମୀଙ୍କ ଠାରୁ ଅଲଗା ହୋଇଥିଲେ । ଦୁହେଁ ନିଜ ନିଜ ଲାଇଫର କାହାଣୀ ପରସ୍ପର ସହଶ ଶେୟାର କରି ପ୍ରତି ମୂହୁର୍ତ୍ତରେ ପରସ୍ପରର ସାଥ ଦେଇଥିଲେ । ଆଜିକା ଡେଟରେ ଦୁହେଁ ବହୁତ ହସ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।