ମଝି ସମୁଦ୍ର ରେ ଭାଙ୍ଗିଗଲା ଜାହାଜ, ନିଜେ ପରିସ୍ରା ପିଇ ସନ୍ତାନକୁ ସ୍ତନ୍ୟପାନ କରାଇଲେ ଏହି ମହିଳା, ପୁରା ଘଟଣା ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଭରିଯିବ, ଦେଖନ୍ତୁ Video

ସମୁଦ୍ର ମଝିରେ ଜାହାଜଟି ଦୁଇ ଖ-ଣ୍ଡ ହୋଇଗଲା । ଜାହାଜର ଗୋଟିଏ ଦିଗରେ ସ୍ଵାମୀ ଓ ଅନ୍ୟ ଦିଗରେ ସ୍ତ୍ରୀ ନିଜର ଦୁଇ ସନ୍ତାନକୁ ନେଇ ଅଲଗା ହୋଇଗଲେ । ସ୍ଵାମୀ ଯେଉଁ ଜାହାଜରେ ଥିଲେ ଜାହାଜର ସେହି ଅଂସଟି ବୁ-ଡି ଗଲା ଓ ଏହା ସହିତ ଅନ୍ୟ ସମସ୍ତ ଯାତ୍ରୀମାନେ ବି ବୁ-ଡି ଗଲେ । କିନ୍ତୁ ସେହି ମହିଳା ଜଣକ ୪ ଦିନ ସେହି ସମୁଦ୍ର ମଝିରେ ବଞ୍ଚିଲେ । କିନ୍ତୁ କେମିତି ସେ ୪ ଦିନ ବଞ୍ଚି ରହିଲେ ଆପଣ ଏହି ଦୃଶ୍ୟକୁ ଦେଖିଲେ ଓ ତାଙ୍କ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ।

ଗୋଟିଏ ମା ଯେ କୌଣସି ବି ପରିସ୍ଥିତିରେ ଥିଲେ ନିଜର ସନ୍ତାନକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥାଏ । ଏହିଭଳି କିଛି କରି ଦେଖାଇଛନ୍ତି ଜଣେ ମହିଳା । କହିବାକୁ ଗଲେ ଦକ୍ଷିଣ ଆମେରିକାର ଜଣେ ମହିଳା ସମୁଦ୍ର ମଝିରେ ନିଜେ ନ ଖାଇ ନ ପିଇ ନିଜର ସନ୍ତାନମାନଙ୍କୁ ନିଜର କ୍ଷୀର ଦେଉଥିଲେ । ଏହିଭଳି ଭାବରେ ସେ ନିଜର ସନ୍ତାନମାନଙ୍କ ଜୀବନ ବଞ୍ଚାଇ ଦେଇ ଥିଲେ କିନ୍ତୁ ନିଜେ ହା-ରି ଗଲେ ।

ଏହା ପ୍ରମାଣିତ କରୁଛି କି ମା ହିଁ ଏହି ଦୁନିଆର ସବୁଠୁ ବଡ ଯୋ-ଧ୍ୟା ଅଟେ । ସେପ୍ଟେମ୍ବର ୩ ତାରିଖରେ ଏକ ପାଣି ଜାହାଜରେ ୯ ଜଣ ଯାତ୍ରୀ ଯାଉଥିଲେ । ସେମାନଙ୍କ ମଧ୍ୟରେ ୪୦ ବର୍ଷୀୟ ଜଣେ ମହିଳା ନିଜର ସ୍ଵାମୀ, ୬ ବର୍ଷର ପୁଅ ଓ ୨ ବର୍ଷର ଝିଅ ବି ଥିଲେ । ଏହା ସହିତ ଅନ୍ୟ କିଛି ଲୋକମାନେ ବି ଏହି ଜାହାଜରେ ଥିଲେ । କିନ୍ତୁ ସବୁଠୁ ଦୁଃଖର କଥା ଏହା ଅଟେ କି ସମୁଦ୍ର ମଝିରେ ଜାହାଜଟି ଦୁ-ର୍ଘ-ଟ-ଣା ହୋଇ ଦୁଇ ଖଣ୍ଡ ହୋଇ ଗଲା ।

ଏହି ଦୁ-ର୍ଘ-ଟ-ଣା-ର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ଏହି ଦୁ-ର୍ଘ-ଟ-ଣା ପରେ ମା ଦୁଇ ପିଲା ଓ ତାଙ୍କର କେୟାର ଟେକର ଜାହାଜର ଗୋଟିଏ ଖଣ୍ଡରେ ରହି ଯାଇ ଥିଲେ । ୪ ଦିନ ଧରି ମଝି ସମୁଦ୍ରରେ ବେ-ସା-ହା-ରା ହୋଇ ଭା-ସୁ-ଥି-ଲେ ଏମାନେ । ମା ନିଜର ସନ୍ତାନମାନଙ୍କୁ ବଞ୍ଚାଇ ରଖିବା ପାଇଁ ୪ ଦିନ ପର୍ଯ୍ୟନ୍ତ ନିଜର ପ-ରି-ସ୍ରା ସେବନ କରି ନିଜର ସନ୍ତାନ ମାନଙ୍କୁ ନିଜର କ୍ଷୀର ଦେଇ ଚାଲୁ ଥିଲେ । ଉଦ୍ଧାର କାର୍ଯ୍ୟରେ ୪ ଦିନ ସମୟ ଲାଗିଥିଲା । କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ମା ର ଜୀବନ ଚାଲି ଯାଇ ଥିଲା ।

କିନ୍ତୁ ଦୁଇ ଜଣ ସନ୍ତାନ ଜୀବିତ ଥିଲେ । ଉଦ୍ଧାର ସମୟରେ ସେମାନଙ୍କର ସ୍ଥିତି ବହୁତ ଗୁରୁତ୍ଵର ଥିଲା । ଉଦ୍ଧାର କରିବାକୁ ଯାଇ ଥିବା ଲୋକମାନଙ୍କ କହିବା ଅଟେ କି ସେମାନେ ପହଞ୍ଚିବାର କିଛି ସମୟ ପୂର୍ବେ ହିଁ ଜଳୀୟ ଅଂସ ଅଭାବ କାରଣରୁ ମା ର ମୃ-ତ୍ୟୁ ହୋଇଛି । ଅଧିକ ଗରମ କାରଣରୁ କେୟାର ଟେକର ଓ ଦୁଇ ପିଲାମାନଙ୍କର ଡି-ହା-ଇ-ଡ୍ରେ-ସ-ନ ହୋଇଥିଲା । କେୟାର ଟେକର ନିଜର ଜୀବନ ବଞ୍ଚାଇବା ପାଇଁ ଫ୍ରିଜ ଭିତରେ ପଶି ଯାଇ ଥିଲା । କିନ୍ତୁ ଛୁଆ ଦୁଇ ଜଣ ମା ଙ୍କ ପାଖରେ ଅଚେତ ଅବସ୍ଥାରେ ପଡି ରହିଥିଲେ ।