ଦେଖନ୍ତୁ କୁନି ପୁଅ ସହ କେମତି ଖେଳୁଛନ୍ତି Babushan Mohanty ଓ ତାଙ୍କ ପତ୍ନୀ, Video ଶେୟାର କରି ବାବୁଶାନ ଲେଖିଲେ କିଛି ଏମିତି କଥା ସମସ୍ତଙ୍କ ହୃଦୟକୁ ଛୁଇଁଗଲା, ଦେଖନ୍ତୁ Video

ବନ୍ଧୁଗଣ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜବରଦସ୍ତ ଅଭିନେତା ବାବୁଶାନଙ୍କୁ ତ ଆପଣ ଭଲ ଭାବେ ଜାଣିଥିବେ । ଗତ କିଛି ଦିନ ପୂର୍ବେ ବାବୁଶାନଙ୍କର ଗୋଟିଏ କୁନି ପୁଅ ଟିଏ ଜନ୍ମ ହୋଇଛନ୍ତି । ବାବୁଶାନ, ତାଙ୍କ ମାଆ ଅପରାଜିତା ଓ ପିତା ଉତ୍ତମ ମହାନ୍ତିଙ୍କ ତାଙ୍କ କୁନି ପୁଅ ସହ ଫଟୋ ଓ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଅଫଲୋଡ କରନ୍ତି । କୁନି ପୁଅଟି ଦେଖିବାକୁ ବାବୁଶାନଙ୍କ ପରି ଖୁବ ସୁନ୍ଦର ହୋଇଛି । ଏହି ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ ବାବୁଶାନ ତାଙ୍କ କୁନି ପୁଅ ସହ କିପରି ଖେଳୁଛନ୍ତି ।

ବାବୁଶାନ ନିଜ ଜବରଦସ୍ତ ଫିଲ୍ମ ଓ ଅଭିନୟ ଜାଦୁରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ଗୁଡିକୁ ଦର୍ଶକେ ଖୁବ ପସନ୍ଦ କରନ୍ତି । ବାବୁଶାନ ସବୁ ପ୍ରକାର ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନକୁ ଛୁଇଁ ପାରିଛନ୍ତି ଓ ଦର୍ଶକ ମାନେ ମଧ୍ୟ ତାଙ୍କୁ ଖୁବ ଭଲ ପାଇବା ଦେଇ ଆସୁଛନ୍ତି । ବାବୁଶାନ ବର୍ତ୍ତମାନ ସମୟରେ ବାପା ହୋଇ ଯାଇଛନ୍ତି ଓ ତାଙ୍କର କୁନି ପୁଅଟିଏ ଜନ୍ମ ହୋଇଛନ୍ତି । ଏହା ମଧ୍ୟରେ ତାଙ୍କ କୁନି ପୁଅକୁ ପ୍ରାୟ ୬ ମାସ ହୋଇ ସାରିଛି ।

ବାବୁଶାନ ନିଜ ଫ୍ରି ସମୟରେ ନିଜ ୬ ମାସର କୁନି ପୁଅର ସହ ଖେଳୁଥିବାର ଦେଖିବାକୁ ମିଳିଛି । ଗତ କିଛି ଦିନ ପୂର୍ବେ ବାବୁଶାନ ତାଙ୍କ ପୁଅ ସହ ଏକ ଭିଡିଓ ଶେ-ୟା-ର କରିଥିଲେ, ଯେଉଁଥିରେ ସେ ତାଙ୍କ ପୁଅକୁ ଗେଲ କରୁଥିଲେ ଓ ତାଙ୍କ ପୁଅ ବହୁତ ଜୋରରେ ଖିଲିଖିଲି ହୋଇ ହସୁଥିଲେ । ଏହାସହ ବାବୁଶାନ ତାଙ୍କ ପୁଅକୁ ବହୁତ ଅଧିକ ଭଲ ପାଆନ୍ତି ବୋଲି ବହୁତ ଥର ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ମଧ୍ୟ କହି ସାରିଛନ୍ତି ।

ବାବୁଶାନଙ୍କ ପୁଅ ଜନ୍ମ ହେବା ପରେ ସେ ନିଜ ପୁଅ ସହ ଅନେକ ଖୁସିର ମୂହୁର୍ତ୍ତ ବିତାଇଥିବାର ଭି-ଡି-ଓ ଓ ଫ-ଟୋ ସବୁ ସବୁ ନିଜ ଫ୍ୟାନ ମାନଙ୍କ ସହ ଶେୟାର କରନ୍ତି । ତେବେ ଏହି ଭି-ଡି-ଓ-ରେ ମଧ୍ୟ ବାବୁଶାନ ତାଙ୍କ ପୁଅ ସହ ଖୁବ ଖୁସିରେ ସମୟ ବିତାଉଥିବାର ଦେଖିବାକୁ ମିଳିଛି । ତେବେ ଆପଣଙ୍କୁ ବାବୁଶାନ ଓ ତାଙ୍କ ପୁଅର ଏହି ଭିଡିଓ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।