ସାଧା ସିଧା ସଂସ୍କାରୀ ନଜର ଆସୁଥିବା ଗୋପୀ ବୋହୁ ର କଳା କାରନାମା ଶୁଣିଲେ ମୁଣ୍ଡରେ ହାତ ଦେବେ

ଷ୍ଟାର ପ୍ଲସର ମୋଷ୍ଟ ପପୁଲାର ଶୋ ସାଥ ନିଭାନା ସାଥିଆ ୨ ର ଟେଲିକାଷ୍ଟ ଏବେ ବହୁତ ଚର୍ଚ୍ଚାରେ ରହିଛି । ଏହି ଶୋ ରେ ଗୋପୀ ବହୁ ର ଚରିତ୍ରରେ ଅଭିନୟ କରୁଥିବା ଦେବୋଲିନା ଙ୍କୁ ମଧ୍ୟ ବହୁତ ପାପୁଲାରିଟି ପାଇଥିଲେ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଶୋ ରେ ସିଧା ସାଧା ଦେଖାଯାଉଥିବା ଗୋପୀ ବହୁ ର ଚରିତ୍ର କରୁଥିବା ଅଭିନେତ୍ରୀ ଦେବୋଲିନା ଙ୍କୁ ନା ଏବଂ ଫ୍ରେମ ବହୁତ ଷ୍ଟ୍ରଗଲ କରିବା ପରେ ମିଳିଲା ।

ଆଜି କୋଟି କୋଟି ଲୋକଙ୍କ ହୃଦୟରେ ରାଜ କରୁଥିବା ଏହି ଅଭିନେତ୍ରୀ ଗୋଟେ ସମୟରେ ଚାକିରି ପାଇଁ ମୁମ୍ବାଇରେ ବୁଲୁଥିଲେ । ବାଲ୍ୟକାଳରୁ ନିଜ ପିତା ଙ୍କୁ ହରାଇବା ପରେ ଦେବୋଲିନା ବହୁତ ପରିଶ୍ରମ କରିଛନ୍ତି । ଏବଂ ଆଜି ସଫଳତା ହାସଲ କରିଛନ୍ତି । ଦେବୋଲିନା ଆସାମ ର ଝିଅ ଅଟନ୍ତି । ତାଙ୍କୁ ପ୍ରଥମେ ଦ୍ୟାନ୍ସ ଇଣ୍ଡିଆ ଦ୍ୟାନ୍ସ ରେ ଦେଖିବାକୁ ମିଳିଥିଲା ।

କିନ୍ତୁ କିଛି ସମୟ ପରେ ସେ ଶୋ ରୁ ଏଲିମିନେଟ ମଧ୍ୟ ହୋଇଯାଇଥିଲେ । କିନ୍ତୁ ଦେବୋଲିନା ହାର ମାନିନଥିଲେ ଏବଂ ସେ ମୁମ୍ବାଇ ରେ ରହି ମଡେଲିଂ କରିବାକୁ ଲାଗିଥିଲେ । ଏହା ପରେ ତାଙ୍କୁ ସିରିଏଲ ରେ ଛୋଟ ରୋଲ କରିବାକୁ ମିଳିଥିଲା । ଏହା ପରେ ତାଙ୍କୁ ସାଥ ନିଭାନା ସଥିଆ ରେ ଦେଖିବାକୁ ମିଳିଥିଲା । ଏହି ଚରିତ୍ର ପରେ ଦେବୋଲିନା ଙ୍କୁ ବହୁତ ଲୋକ ଚିହ୍ନିଥିଲେ ଏବଂ ସେ ପ୍ରସିଦ୍ଧ ହୋଇଥିଲେ ।

ଏବେ ଦେବୋଲିନା ଙ୍କୁ ବିଗ ବସ ୧୩ ରେ ମଧ୍ୟ ଦେଖିବାକୁ ମିଳିଥିଲା । ଏଥିରେ ଦେବୋଲିନା ବହୁତ ପ୍ରକାରର କଣ୍ଟ୍ରୋଭର୍ସି ସୃଷ୍ଟି କରିଥିଲେ । ତାଙ୍କୁ ବହୁତ ଥର ନିଜ ବୋଲ୍ଡ ଫଟୋସୁଟ କୁ ନେଇ ମଧ୍ୟ ଟ୍ରୋଲ ର ଶିକାର ହେବାକୁ ପଡ଼ିଥିଲା । ତାଙ୍କ ବିକିନି ଫଟୋର ବହୁତ ବେଶି ମଜାକ ମଧ୍ୟ ଉଡା ଯାଇଥିଲା । ସେ ଏହି ଫଟୋରେ ବହୁତ ସୁନ୍ଦର ଦେଖାଯାଉଥିବା ସତ୍ବେ ମଧ୍ୟ ଟ୍ରୋଲ ର ଶିକାର ହୋଇଛନ୍ତି ।

ଦୋବୋଲିନା ବହୁତ ଥର ରିଭିଲିଂ ଡ୍ରେସ ପିନ୍ଧିବା କାରଣରୁ ଚର୍ଚ୍ଚାରେ ରହିଛନ୍ତି । ଏହି ଫେମସ ଅଭିନେତ୍ରୀ ଦଇମଣ୍ଡ ମର୍ଚ୍ଚଣ୍ଟ ର ମଡର କେଶ ରେ ମଧ୍ୟ ଫଶି ସାରିଛନ୍ତି । ଦେବୋଲିନା ବହୁତ ଥର ନିଜ ଫଟୋଶୁଟ କୁ ନେଇ ବହୁତ ଚର୍ଚ୍ଚାରେ ରହିଛନ୍ତି । ଆଜି ଆମେ ଆପଣଙ୍କୁ ଦେବୋଲିନା ଙ୍କ ସହ ଯୋଡ଼ି ହୋଇଥିବା କିଛି କଣ୍ଟ୍ରୋଭର୍ସୀ ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା ।

ବିଗ ବସ ୧୩ ରେ ଦେବୋଲିନା ନିଜ କଥା ବାର୍ତ୍ତା ଦ୍ଵାରା ବହୁତ ବେଶୀ ଚର୍ଚ୍ଚାରେ ରହିଛନ୍ତି । ବିଗ ବସ ଘରେ ସେ ବହୁତ ଚିଲେଇ ଅଭଦ୍ର ଙ୍କ ଭଳିଆ କଥା ହେଉଥିବାର ଦେଖା ଯାଇଛନ୍ତି ଯାହା ଦ୍ଵାରା ସେ କନ୍ତ୍ରୋଭର୍ସୀ ର ଶିକାର ହୋଇଛନ୍ତି ।

ନିଜ ଶୋ ସାଥ ନିଭାନା ସାଥିୟା ରେ ନିଜ ସିନିୟର ଆକ୍ଟରେସ ଙ୍କ ସହିତ ଝଗଡ଼ା କରି ଟ୍ରୋଲର ଶିକାର ହୋଇଛନ୍ତି ଦେବୋଲିନା । ଏହି ଝଗଡ଼ା ପୋଲିସ କେଶ ମଧ୍ୟ ହୋଇଥିଲା ।

ନିଜ ଶୋ ସାଥ ନିଭାନା ସାଥିଆ ରେ ଅଭିନୟ କରୁଥିବା ଦିଅର ବିଶାଲ ଙ୍କ ସହିତ ଲଭ ଅଫେୟାର କୁ ନେଇ ଦେବୋଲିନା ଟ୍ରୋଲର ମାନଙ୍କ ଶିକାର ହୋଇଥିଲେ । କିନ୍ତୁ ଦୁହେଁ କେବେ ବି ନିଜର ଏହି ସମ୍ପର୍କ ବିଷୟରେ କହିନାହାନ୍ତି ।ତେବେ ଆପଣଙ୍କୁ ଦେବୋଲିନା କେମିତି ଲାଗନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।