Bollywood ଫିଲ୍ମ ମିଳିବା ମାତ୍ରେ ହିଁ ହଟ ଓ ବୋଲ୍ଡ ଅନ୍ଦାଜରେ ନଜର ଆସିଲେ TV ର ସିଧା ସାଧା ଏହି 6 ସଂସ୍କାରୀ ବୋହୁ

ବଲୀଉଡରେ ଜଣେ ସଫଳ କଳାକାର ହେବା ପାଇଁ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ କଳାକାରମାନେ ସ୍ଵପ୍ନ ଥାଏ । ଯଦି ଟିଭି ଇଣ୍ଡଷ୍ଟ୍ରି ବିଷୟରେ କହିବା ତେବେ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ କଳାକାରମାନେ ଏହି ସ୍ଵପ୍ନ ନିଶ୍ଚିତ ଦେଖିଥାନ୍ତି । ଏମିତିରେ ପ୍ରାୟତଃ ଅଭିନେତ୍ରୀମାନେ ଲାଇମ ଲାଇଟରେ ରହିବା ପାଇଁ ବୋଲ୍ଡ ଅନ୍ଦାଜର ସାହାରା ନେଇଥାନ୍ତି । ସନା ଖାନଙ୍କ ଠାରୁ ନେଇ ଅଭିନେତ୍ରୀ ୟାମୀ ଗୌତମ ଭଳି ଏମିତି ବହୁତ ସଂସ୍କାରୀ ବୋହୁ ଅଛନ୍ତି ଯେଉଁମାନେ ବଲୀଉଡରେ ଏଣ୍ଟ୍ରି ନେବା ମାତ୍ରେ ହିଁ ନିଜର ବୋଲ୍ଡ ଅନ୍ଦାଜରେ ସମସ୍ତଙ୍କୁ ଚକିତ କରି ଦେଇଥିଲେ ।

ଟିଭି ଇଣ୍ଡଷ୍ଟ୍ରିର ଏହି ସଂସ୍କାରୀ ବୋହୁମାନଙ୍କର ବୋଲ୍ଡ ଅନ୍ଦାଜ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ବି ହୋଇ ଯାଇଥିଲେ । ଏମିତିରେ ଆଜି ଆମେ ଆପଣଙ୍କୁ ଏହିଭଳି କିଛି ସଂସ୍କାରୀ ବୋହୁମାନଙ୍କ ବିଷୟରେ କହିବୁ ଯେଉଁମାନେ ବଲୀଉଡରେ ଆସିବା ପରେ ବୋଲ୍ଡନେସର ସବୁ ସୀମା ପାର କରି ଦେଲେ ।

ସୁରବୀନ ଚାୱଲା

ଫିଲ୍ମ ‘ହେଟେ ଷ୍ଟୋରି ୨’ରେ ସୁରବୀନ ଚାୱଲା ମୁଖ୍ୟ ଅଭିନେତ୍ରୀ ରୂପରେ ନଜର ଆସିଥିଲେ । ଏହି ଫିଲ୍ମରେ ସୁରବୀନ ଚାୱଲା ଜୟ ଭାନୁଶାଳୀଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଥିଲେ । ଆପଣଙ୍କୁ କହିଦେଉଛୁ କି ସୁରବୀନ ଚାୱଲା ନିଜର କ୍ୟାରିୟରର ଆରମ୍ଭ ସଂସ୍କାରୀ ବୋହୁ ରୂପରେ କରିଥିଲେ । କିନ୍ତୁ ଲାଇମ ଲାଇଟରେ ରହିବା ପାଇଁ ଓ ବଲୀଉଡରେ ସଫଳ ହେବା ପାଇଁ ସୁରବୀନ ଚାୱଲା ଫିଲ୍ମରେ ବହୁତ ହଟ ସିନ ଦେଇଥିଲେ ।

ସନା ଖାନ

ଅଭିନେତ୍ରୀ ସନା ଖାନ ବି କେତେକ ଫିଲ୍ମରେ ବୋଲ୍ଡ ସିନ ଦେଇସାରିଛନ୍ତି । ତାଙ୍କର ଏହି ରୂପ ଯୋଗୁ ବହୁତ ହଙ୍ଗମା ବି ହୋଇଥିଲା । କିନ୍ତୁ ବଲୀଉଡରେ ରହିବା ପାଇଁ ସନା ଖାନ ବୋଲ୍ଡନେସର ହିଁ ସାହାର ନେଇଛନ୍ତି ।

ହୀନା ଖାନ

ଟିଭି ସିରିୟଲରେ ସଂସ୍କାରୀ ବୋହୁ ହୋଇ ପରିଚିତ ହୋଇଥିବା ହୀନା ଖାନ ବଲୀଉଡରେ ଏଣ୍ଟ୍ରି ନେବା ମାତ୍ରେ ହିଁ ନିଜର ବୋଲ୍ଡ ଅବତାରରେ ଆସିଗଲେ । ଏହା ଛଡା ସେ ଇଂସ୍ଟାଗ୍ରାମରେ ନିଜର ବୋଲ୍ଡ ଓ ବିକିନୀ ଫଟୋ ଶେୟାର କରି ବହୁତ ଚର୍ଚାରେ ରହିଥାନ୍ତି ।

କରିଶ୍ମା ତନ୍ନା

ଆପଣଙ୍କୁ କହିଦେଉଛୁ କି କରିଶ୍ମା ତନ୍ନା ଫିଲ୍ମ ଦୁନିଆରେ ଓ ଲାଇମ ଲାଇଟରେ ରହିବା ପାଇଁ ସବୁବେଳେ ବୋଲ୍ଡନେସର ସାହାରା ନେଇଛନ୍ତି । ବିଗ ବସ ଓ ଫିଲ୍ମ ସଞ୍ଜୁ ଓ ଅନ୍ୟ କେତେକ ଫିଲ୍ମରେ ଆପଣ ତାଙ୍କର ବୋଲ୍ଡ ଅନ୍ଦାଜ ଦେଖି ପାରିବେ ।

ୟାମୀ ଗୌତମ

ସିରିୟଲରେ ନଜର ଆସିସାରିଥିବା ଅଭିନେତ୍ରୀ ୟାମୀ ଗୌତମ ବି ଅନ୍ୟ କେତେକ ଅଭିନେତ୍ରୀଙ୍କ ଭଳି ନିଜର ପ୍ରାୟତଃ ଫିଲ୍ମରେ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି । ଆପଣ ଫିଲ୍ମ ବିକି ଡୋନର ଓ କାବିଲରେ ତାଙ୍କର ହଟ ସିନ ଦେଖିଥିବେ ।

ଶ୍ଵେତା ତିବାରି

ଟିଭି ସିରିୟଲ ‘ମେରି ଡାଡ କି ଦୁଲହନ’ରେ ନଜର ଆସୁଥିବା ଶ୍ଵେତା ତିବାରି ବହୁତ ବର୍ଷ ପୂର୍ବେ ବଡ ପରଦାରେ ଏକ ଭିନ୍ନ ରୂପରେ ନଜର ଆସୁଥିଲେ । ସେ ନିଜର କ୍ୟାରିୟରର ଆରମ୍ଭ ଏକ ସଂସ୍କରି ବୋହୁ ରୂପରେ କରିଥିଲେ । କିନ୍ତୁ ଏହା ପରେ ସେ କେତେକ ଭୋଜପୁରୀ ଫିଲ୍ମରେ ବି ନଜର ଆସିଲେ । ଏହା ସହିତ ସେ ଏକ ୱେବ ସିରିଜରେ କିସିଙ୍ଗ ସିନ ଦେଉଥିବାର ବି ନଜର ଆସିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।