ପ୍ରଥମ ଥର ପାଇଁ ଦେଖନ୍ତୁ ଓଡିଆ ସିରିଏଲ ଅଭିନେତା ମାନଙ୍କ ରିଅଲ ଲାଇଫ ଜୀବନ ସାଥି, ଆଗରୁ କେବେ ଦେଖି ନଥିବେ

ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଓଡିଆ କଳାକାର ମାନେ ନିଜର ଅଭିନୟ ପାଇଁ ନୁହେଁ ବରଂ ନିଜର ପର୍ସନାଲିଟି ଓ ଷ୍ଟାଇଲିସ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି ।

କେତେକ ଅଭିନତା ଓ ଅଭିନେତ୍ରୀ ମାନେ ଆରେଞ୍ଜ ମ୍ୟାରେଜ କରିଥାନ୍ତି ତ ଆଉ କେତେକ ପ୍ରେମ ବିବାହ କରି ନିଜ ନିଜ ଲାଇଫରେ ବେଶ ହସଖୁସିରେ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଟେଲିଭିଜନର ଏମିତି କିଛି କଳାକାର ମାନଙ୍କର ଲଭ ପାର୍ଟନର କିଏ ସେହି ବିଷୟରେ କହିବାକୁ ଯାଉଛୁ । “ସନ୍ଦିପ ମିଶ୍ର” : ଓଡିଆ ଟେଲିଭିଜନରେ ଅନେକ ସିରିଏଲରେ ଅଭିନୟ କରିଥିବା ଅଭିନେତା ସନ୍ଦିପ ମିଶ୍ରଙ୍କୁ କିଏ ନ ଜାଣିଛନ୍ତି । ସେ ୨୦୧୯ରେ ସୁଶ୍ରୀ ସଞ୍ଜିତା ହୋତାଙ୍କୁ ପ୍ରେମ କରି ମାରେଜ କରିଥିଲେ ।

“ଅରବିନ୍ଦ ମହାରଣା” : ଓଡିଆ ସିରିଏଲରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ଅରବିନ୍ଦ ମହାରଣା ଅଭିନେତ୍ରୀ ଜ୍ୟାକଲିନ ପରିଡାଙ୍କୁ ୨୦୨୧ରେ ପ୍ରେମ କରି ବିବାହ କରିଛନ୍ତି ।

“ଶୁଭାଶିଷ ଶର୍ମା” : ଅଭିନେତା ଶୁଭାଶିଷ ଶର୍ମା ନିଜର ସାନଦାର ଅଭିନୟ ପାଇଁ ଅନେକ ସିରିଏଲ ଓ ଫିଲ୍ମରେ ନଜର ଆସିଛନ୍ତି । ସେ ଅଭିନେତ୍ରୀ ଅନିଶା ଶର୍ମାଙ୍କୁ ପ୍ରେମ କରି ୨୦୧୭ରେ ମାରେଜ କରିଥିଲେ ।

“ଲିକୁନ ଚୌଧୁରୀ” : ସାର୍ଥକ ଚ୍ୟାନେଲର “ସିନ୍ଦୁର ବିନ୍ଦୁ” ସିରିଏଲରେ ଅଭିନୟ କରି ଲିକୁନ ଚୌଧୁରୀ ବେଶ ଚର୍ଚ୍ଚାରେ ରହିଥିଲେ । ସେ ସ୍ବାଗତିକା ସାହାନୀଙ୍କୁ ଲଭ ମାରେଜ କରିଥିଲେ ।

“ବିକ୍ରମ ମହାନ୍ତି” : “ତୁ ମୋ ଜୀବନ ସାଥି” ସିରିଏଲରେ ରାଜୁ ଭୂମିକରେ ଅଭିନେତା ବିକ୍ରମ ମହାନ୍ତି ନଜର ଆସିଥିଲେ । ସେ ୨୦୨୦ରେ ବିଦ୍ୟାଜ୍ଯୋତି ପାତ୍ରଙ୍କୁ ଳଭ ମାରେଜ କରିଥିଲେ ।

“ବିରାଞ୍ଚି ନାରାୟଣ ନାୟକ” : “ନୂଆ ବୋହୁ” ସିରିଏଲରେ ବିରାଜ ଭୂମିକରେ ଅଭିନେତା ବିରାଞ୍ଚି ଅଭିନୟ କରୁଛନ୍ତି । ସେ ସାଗରିକା ସ୍ଵାଇଁଙ୍କୁ ବିବାହ କରିଥିଲେ ।

“ସୁଜିତ ପାଇକରାଏ” : ଓଡିଆ ଟେଲିଭିଜନରେ ଅନେକ ସିରିଏଲରେ ଅଭିନୟ କରି ସୁଜିତ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ସେ ୨୦୨୦ରେ ସସ୍ମିତା ଦାସଙ୍କୁ ମାରେଜ କରିଥିଲେ ।

“ରୁଦ୍ର ପାଣିଗ୍ରାହୀ” : ଅଭିନେତା ରୁଦ୍ର ପାଣିଗ୍ରାହୀ ନିଜର ଜବରଦସ୍ତ ଅଭିନୟ ପାଇଁ ପରିଚିତ ଅଟନ୍ତି । ସେ ଅଭିନେତ୍ରୀ ଜିନା ସାମଲଙ୍କୁ ଲଭ ମାରେଜ କରିଛନ୍ତି ।

“ଚନ୍ଦନ” : ଟିଭି ଜଗତରେ ଅନେକ ସିରିଏଲରେ ଅଭିନୟ କରି ଚନ୍ଦନ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । ସେ ଅଭିନେତ୍ରୀ ମାହି ମିଶ୍ରଙ୍କୁ ୨୦୨୦ରେ ଳଭ ମାରେଜ କରିଥିଲେ ।

“ସୁକାନ୍ତ ରଥ” : ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଭାବେ ସୁକାନ୍ତ ରଥ ପରିଚିତ ଅଟନ୍ତି । ସେ ଶ୍ରେୟା ରଥଙ୍କୁ ମାରେଜ କରିଛନ୍ତି ।

“ରାକେଶ” : “କୁଆଁରୀ ବୋହୁ’ ସିରିଏଲରେ ଶିମ୍ବା ଭୂମିକାରେ ଅଭିନେତା ରାକେଶ ନିଜର ଜବରଦସ୍ତ ପ୍ରଫୋମାଂସ ପାଇଁ ଲୋକପ୍ରିୟ ହୋଇ ପାରିଛନ୍ତି । ସେ ଜାଜ୍ଞାସିନୀଙ୍କୁ ମାରେଜ କରିଛନ୍ତି ।

“ସୁମନ କୁମାର” : “କୁଆଁରୀ ବୋହୁ’ ସିରିଲେରେ ମୁଖ୍ୟ ଭୂମିକରେ ସୁମନ କୁମାର ନଜର ଆସୁଛନ୍ତି । ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ନାଁ ହେଉଛି ସାରା ରାଉତ ଯାହାକୁ ସେ ଶୁ-ଟି-ଙ୍ଗ ସେଟରୁ ପ୍ରେମ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ