Gk Questions & Answers- ଯଦି ମା’ଙ୍କ ନାମ Mrs 200, ପୁଅର ନାମ 150, ଝିଅର ନାମ 100 ତ ବାପାଙ୍କ ନାମ କଣ ହେବ କୁହ ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରବିୟୁରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି ।

ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ । ଏହି ପ୍ରଶ୍ନ ଓ ଉତ୍ତର ଖେଳରେ ଏମିତି କିଛି ରୋମାଞ୍ଚକର ପ୍ରଶ୍ନ ମଧ୍ୟ ରହିଛି ଯାହା ଆପଣ ମାନଙ୍କୁ ଉତ୍ତରରେ ଦେବାକୁ ପଡିବ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- କେଉଁ ଫସଲ ଭାରତର ପ୍ରଧାନ ଖାଦ୍ୟ ଅଟେ?

ଉ: ଚାଉଳ

୨- ଖଡ଼ି ବୋଲି ର ଜନକ କାହାକୁ କୁହାଯାଏ?

ଉ: ଅମିର ଖୁସରୋ

୩- ଭାରତର ପ୍ରଥମ ଭାଇସରାୟ କିଏ ଥିଲେ?

ଉ: ଲର୍ଡ କେନିଙ୍ଗ

୪- କେଉଁ ଦେଶରେ ଘଡି ର ଆବିଷ୍କାର ହୋଇଥିଲା?

ଉ: ଭାରତ

୫- ଗାୟତ୍ରୀ ମନ୍ତ୍ର କେଉଁ ବେଦରେ ଉଲ୍ଲେଖ ରହିଛି?

ଉ: ଋକବେଦ

୬- ନୀଳ ସହର କାହାକୁ କୁହାଯାଏ?

ଉ: ଯୋଧପୁର

୭- ସାମସଙ୍ଗ୍ କେଉଁ ଦେଶର କମ୍ପାନୀ ଅଟେ?

ଉ: ଦକ୍ଷିଣ କୋରିଆ

୮- ଚୌରି ଚୌରା କାଣ୍ଡ କେଉଁଠାରେ ହୋଇଥିଲା?

ଉ: ଗୋରଖପୁର

୯- ସୂର୍ଯ୍ୟୋଦୟର ଦେଶ କାହାକୁ କୁହାଯାଏ?

ଉ: ଜାପାନ

୧୦- କାହାକୁ ରାଜସ୍ଥାନର ହୃଦୟ କୁହାଯାଏ?

ଉ: ଆଜମେର

୧୧- ସାଇମନ କମିଶନ କେବେ ଭାରତ ଆସିଥିଲା?

ଉ: ୧୯୨୮ ମସିହା

୧୨- ଗୌତମ ବୁଦ୍ଧଙ୍କ ଜନ୍ମ କେଉଁଠାରେ ହୋଇଥିଲା?

ଉ: ଲୁମ୍ବିନୀ

୧୩- ସବୁଠାରୁ ହାଲୁକା ଧାତୁ କଣ ଅଟେ?

ଉ: ଲିଥିୟମ

୧୪- କେଶ କେଉଁଥିରେ ତିଆରି ଅଟେ?

ଉ: ପ୍ରୋଟିନ

୧୫- କେଉଁ ଦେଶରେ ବିଲେଇକୁ ପୂଜା କରାଯାଏ?

ଉ: ଇଜିପ୍ଟ

୧୬- ମୁସଲିମ ଲିଗ୍ ର ସ୍ଥାପନା କେବେ ହୋଇଥିଲା?

ଉ: ୧୯୦୬ ମସିହା

୧୭- ସର୍ବପ୍ରଥମେ କେଉଁ ଦେଶ ଇଣ୍ଟରନେଟର ପ୍ରୟୋଗ କରିଥିଲା?

ଉ: ଆମେରିକା

୧୮- ଜୋନପୁରର ସ୍ଥାପନ କିଏ କରିଥିଲେ?

ଉ: ଫିରୋଜଶାହା ତୁଗଲକ୍

୧୯- କଞ୍ଚନାଜଙ୍ଗା ରାଷ୍ଟ୍ରୀୟ ପାର୍କ କେଉଁଠାରେ ଅବସ୍ଥିତ?

ଉ- ସିକ୍କିମ

୨୦- ପଞ୍ଚତନ୍ତ୍ରର ଲେଖକ କିଏ?

ଉ: ବିଷ୍ଣୁ ଶର୍ମା

୨୧- ଭାରତର ସବୁଠୁ ଥଣ୍ଡା ଜିଲ୍ଲା କଣ ଅଟେ?

ଉ: ଶ୍ରୀନଗର

୨୨- କେଉଁ ଦେଶରେ ସବୁଠୁ ଅଧିକ ଦିଆସିଲି ତିଆରି ହୁଏ?

ଉ: ଭାରତ

୨୩- ସ୍ପେସ୍ ସୁଟ୍ ର ଓଜନ କେତେ ହୋଇଥାଏ?

ଉ: ୨୧କିଲୋଗ୍ରାମ

୨୪- ଟାୟଲର ପୁରସ୍କାର କେଉଁ କ୍ଷେତ୍ରରେ ଦିଆ ଯାଇ ଥାଏ?

ଉ: ପର୍ଯ୍ୟାବରଣ ସୁରକ୍ଷା

୨୫- ଭାରତର ଆଇନଷ୍ଟାଇନ କାହାକୁ କୁହାଯାଏ?

ଉ: ନାଗାର୍ଜୁନ

୨୬- ମନୁ ସ୍ମୃତି କାହା ଉପରେ ସମ୍ବନ୍ଧିତ ଅଟେ?

ଉ: ସମାଜ ବ୍ୟବସ୍ଥା

୨୭- ହୀରାର ନଗର କାହାକୁ କୁହାଯାଏ?

ଉ: କିମ୍ବରଲେ

୨୮- କେଉଁ ମନୁଷ୍ୟର ଟିକେଟ ଲାଗେ ନାହିଁ?

ଉ: ନବଜାତ ଶିଶୁ

୨୯- ଗୁରୁତ୍ୱାକର୍ଷଣ ର ଆବିଷ୍କାର କିଏ କରିଥିଲେ?

ଉ: ନ୍ୟୁଟନ

୩୦- ବାୟୁମଣ୍ଡଳରେ ଅମ୍ଳଜାନ ର ମାତ୍ରା କେତେ ପ୍ରତିଶତ ଅଟେ?

ଉ: ୨୧%

୩୧- କେଉଁ ଦେଶରେ ଫେସ୍ ବୁକ୍ ଚଲାଇବା ଅପରାଧ ଅଟେ?

ଉ: ଚୀନ

୩୨- କେଉଁ ପଶୁର ଜିଭ କଳା ହୋଇଥାଏ?

ଉ: ଜିରାଫ

୩୩- ଭାରତର ପ୍ରଥମ ରାଜ୍ୟ କଣ ଥିଲା?

ଉ: ବିହାର

୩୪- ଗୌତମ ବୁଦ୍ଧ ଙ୍କ ମୃତ୍ୟୁ କେଉଁଠାରେ ହୋଇଥିଲା?

ଉ: କୁଶି ନଗର

୩୫- ଅଅଁଳା ରେ କେଉଁ ଭିଟାମିନ ମିଳିଥାଏ?

ଉ: ଭିଟାମିନ- ସି

୩୬- ଯଦି ମାତାଙ୍କ ନାମ ମିସେସ ୨୦୦ ଅଟେ, ପୁଅ ର ନାମ ୧୫୦ ଓ ଝିଅର ନାମ ୧୦୦, ତେବେ ବାପାଙ୍କ ନାମ କଣ ହେବ?
ଉ: ୨୫୦

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ