ଯେତେବେଳେ Bollwood ର 5 ଜଣ ହିରୋ ହିରୋଇନଙ୍କୁ ସମସ୍ତଙ୍କ ସାମ୍ନା ରେ ଲଜ୍ଜିତ ହେବାରୁ ବଞ୍ଚାଇଲେ, ଭାଇରାଲ ହେଲା ଫଟୋ

ବଲୀଉଡ ଇଣ୍ଡଷ୍ଟ୍ରିରେ ପ୍ରାୟତଃ କୌଣସି ନା କୌଣସି ଅଭିନେତ୍ରୀଙ୍କୁ ନିଜର ଡ୍ରେସ କାରଣରୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଥାଏ । ପ୍ରାୟତଃ କୌଣସି ପାର୍ଟି, ଇଭେଣ୍ଟ କିମ୍ବା ଆୱାର୍ଡ ଫଙ୍କସନରେ ଏହି ଅଭିନେତ୍ରୀମାନଙ୍କୁ ବହୁତ ରିଭିଲିଙ୍ଗ ଡ୍ରେସରେ ଦେଖାଯାଏ । ଏହି କାରଣରୁ ବେଳେ ବେଳେ ସମସ୍ତଙ୍କ ସାମ୍ନାରେ ଏମାନେ ଲଜ୍ଜିତ ବି ହୋଇ ଯାଆନ୍ତି । କିନ୍ତୁ ବଲୀଉଡ ଇଣ୍ଡଷ୍ଟ୍ରି ଏକ ଏମିତି ଗ୍ଲାମରସ ଦୁନିଆ ଅଟେ ଯେଉଁଠି ସବୁ ଅଭିନେତ୍ରୀମାନଙ୍କୁ ସବୁବେଳେ ମିଡିଆରେ ଛାଇ ରହିବା ପାଇଁ ଏହିଭଳି ରିଭିଲିଙ୍ଗ ଡ୍ରେସ ପିନ୍ଧିବା ଜରୁରୀ ହୋଇଥାଏ ।

ଏହା ସହିତ କେତେକ ଅଭିନେତ୍ରୀ ଏମିତି ବି ଅଛନ୍ତି ଯେଉଁମାନଙ୍କୁ ରିଭିଲିଙ୍ଗ ଡ୍ରେସ ପିନ୍ଧିବାକୁ ବହୁତ ଭଲ ଲାଗେ । କିନ୍ତୁ ନିଜର ଏହି ଶର୍ଟ ଡ୍ରେସ କାରଣରୁ ଏମାନଙ୍କୁ ବେଳେ ବେଳେ ଲଜ୍ଜିତ ହେବାକୁ ବି ପଡିଥାଏ ଓ ଏମାନଙ୍କର ଏହି ସମସ୍ତ ଫଟୋ ବି ସୋସିଆଲ ମିଡିଆରେ ବହୁତ ଜଲ୍ଦି ଭାଇରାଲ ବି ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଘଟଣା ବିଷୟରେ କହିବୁ ଯେଉଁଠି ଏହି ଅଭିନେତ୍ରୀମାନଙ୍କୁ ନିଜ ଡ୍ରେସ କାରଣରୁ ଲଜ୍ଜିତ ହେବା ପୂର୍ବରୁ ତାଙ୍କର ସହ କଳାକାର ତାଙ୍କୁ ବଞ୍ଚାଇ ଦେଲେ ।

ଟାଇଗର ଶ୍ରଫ ଓ ଦିଶା ପଟାନୀ- ଟାଇଗର ଶ୍ରଫ ଓ ଦିଶା ପଟାନୀ ପରସ୍ପରକୁ ଡେଟ କରୁଛନ୍ତି ବୋଲି ଏହା ସମସ୍ତେ ଜାଣିଛନ୍ତି । ଏମିତିରେ ଥରେ ଗୋଟିଏ ଫ୍ୟାସନ ଶୋରେ ଟାଇଗର ଶ୍ରଫ ଓ ଦିଶା ପଟାନୀ ରାମ୍ପ ୱାଳ୍କ କରିବା ପାଇଁ ପହଞ୍ଚି ଥିଲେ ।

ସେଠି ଟାଇଗର ଶ୍ରଫ ଯେତେବେଳେ ରାମ୍ପ ୱାଳ୍କ କରି ଫେରୁଥିଲେ ତେବେ ସେହି ସମୟରେ ସେ ଜାଣି ପାରିଲେ କି ଯେଉଁ ରାମ୍ପ ଉପରେ ତାଙ୍କୁ ଚାଲିବାର ଅଛି ତାହା ପୁରା ଗ୍ଳାସରେ ତିଆରି ହୋଇଛି । ଏମିତିରେ ସେ ଦିଶା ପଟାନୀଙ୍କୁ ରାମ୍ପ ଉପରେ ଚାଲିବା ପାଇଁ ଅଟକାଇ ଦେଲେ । କାରଣ ଯଦି ସେହି ଗ୍ଳାସରେ ତିଆରି ରାମ୍ପ ଉପରେ ଚାଲିଥାନ୍ତେ ତେବେ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଥାନ୍ତା ।

ସୁଶାନ୍ତ ସିଂହ ରାଜପୁତ ଓ କୃତି ସୈନନ- ସୁଶାନ୍ତ ଓ କୃତି ସୈନନ ଫିଲ୍ମ ରାବତାରେ ଏକାଠି କାମ କରିଥିଲେ । ଏମିତିରେ ଏହି ଫିଲ୍ମର ପ୍ରମୋଶନରେ ଦୁଇ ଜଣ ଗୋଟିଏ ଇଭେଣ୍ଟକୁ ପହଞ୍ଚି ଥିଲେ । ଯେଉଁଠି କୃତି ସୈନନ ବହୁତ ଛୋଟ ସ୍କଟ ପିନ୍ଧି ଥିଲେ । ଯେଉଁ କାରଣରୁ ତାଙ୍କୁ ବସିବା ପାଇଁ ଅସୁବିଧା ହେଉଥିଲା ।

ଏମିତିରେ ସୁଶାନ୍ତ ସିଂହ ରାଜପୁତ ଛିଡା ହୋଇ ଫଟୋଗ୍ରାଫରମାନଙ୍କୁ ବ୍ଲକ କରି କୃତି ସୈନନଙ୍କୁ ସିଟ ଉପରେ ବସିବା ପାଇଁ ସାହାର୍ଯ୍ୟ କରୁଛନ୍ତି । ଯାହା ଦ୍ଵାରା ଫଟୋଗ୍ରାଫର କୃତି ସୈନନଙ୍କର କିଛି ଖରାପ ଫଟୋ ନ ଉଠାଇ ପାରିବ ।

ରଣବୀର କପୁର ଓ କୈଟରୀନା କୈଫ

କୈଟରୀନା କୈଫ ଓ ରଣବୀର କପୁର ଗୋଟିଏ ସମୟରେ ପରସ୍ପରକୁ ଡେଟ କରୁଥିଲେ ବୋଲି ଆପଣ ସମସ୍ତେ ଜାଣିଛନ୍ତି । ଏହା ପରେ ନିଜର ବ୍ରେକଅପ ପରେ କୈଟରୀନା କୈଫ ଓ ରଣବୀର କପୁର ଫିଲ୍ମ ଜଗା ଜାସୁସରେ କାମ କରିଥିଲେ ଓ ଏହି ଫିଲ୍ମର ପ୍ରମୋଶନ ସମୟରେ କୈଟରୀନା କୈଫ ଓ ରଣବୀର କପୁର ଓ ଅନୁରାଗ ବସୁ ଗୋଟିଏ ଇଭେଣ୍ଟରେ ପହଞ୍ଚି ଥିଲେ । ଯେଉଁଠି କୈଟରୀନା କୈଫ ବହୁତ ଶର୍ଟ ଡ୍ରେସ ପିନ୍ଧି ଥିଲେ ।

ଯେଉଁ କାରଣରୁ ରଣବୀର କପୁର ଏହା ଚିନ୍ତା କରିବାକୁ ଲାଗିଲେ କି କେଉଁ ସ୍ଥାନରେ ବସିଲେ କୈଟରୀନା କୈଫ ଠିକ ସେ ବସି ପାରିବେ । ଏହା ପରେ ରଣବୀର କପୁର ଯେତେବେଳେ ସବୁ ସ୍ଥାନ ଚେକ କରି ନେଲେ ତେବେ ଯାଇ ସେ କୈଟରୀନା କୈଫଙ୍କୁ ଗୋଟିଏ ସଠିକ ସ୍ଥାନରେ ବସିବା ପାଇଁ କହିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।