ଖାଲି ପେଟରେ ଭିଜା ଚଣା ଖାଇବା ପରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି 4 ଟି ଜିନିଷ, ନ ହେଲେ ଭୋଗିବେ ଭୟଙ୍କର ପରିଣାମ- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ ଓ ବଜାର ରୁ ଅନେକ ପ୍ରକାର ଆଧୁନିକ ଔଷଧ କୁ କିଣି ବ୍ୟବହାର କରିଥାଉ କିନ୍ତୁ ସେଥିରୁ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବରେ ଉପଶମ ମିଳି ପାରି ନ ଥାଏ ।

ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ । କିନ୍ତୁ ବନ୍ଧୁଗଣ ଆମେ ପ୍ରତିଦିନ ଚଣା ଖାଇବା ଦ୍ବାରା ମଧ୍ୟ ଆମର ଶରୀର ସୁସ୍ଥ ରହିଥାଏ ।

ଏହା ଅନେକ ଲୋକ ଙ୍କୁ ଜଣା ନ ଥାଏ କିନ୍ତୁ ଏହା ସତ୍ୟ ଅଟେ । ସକାଳୁ ଖାଲି ପେଟ ରେ ଚଣା ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ । କିନ୍ତୁ ଏଥି ପାଇଁ ମଧ୍ୟ କିଛି ନିୟମ ରହିଛି । ତେବେ ଆସନ୍ତୁ ଜାଣିବା ସେ ନିୟମ ଵିଷୟ ରେ । ବନ୍ଧୁଗଣ ଚଣା ଖାଇବା ଦ୍ଵାରା ଶରୀର ରେ ରକ୍ତ ର ବୃଦ୍ଧି ହୋଇଥାଏ ।

ଶରୀର ରେ କେବେ ହେଲେ ମଧ୍ୟ ହିମୋଗ୍ଲୋବିନ ର ଅଭାବ ଦେଖା ଦେଇ ନ ଥାଏ । ଏହା ସହିତ ଶରୀର ରେ ଷ୍ଟାମୀନା ମଧ୍ୟ ବଢିଥାଏ । ବନ୍ଧୁଗଣ ସକାଳୁ ଖାଲି ପେଟ ରେ ଚଣା କୁ ଖାଇବା ପରେ କେବେ ହେଲେ ଅଣ୍ଡା ଖାଆନ୍ତୁ ନାହିଁ । କାରଣ ଅଣ୍ଡା ଓ ଚଣା ଉଭୟ ରେ ପ୍ରୋଟିନ ର ମାତ୍ରା ଭରପୁର ରହିଥାଏ ।

 

ଏହାକୁ ଏକା ସହିତ ଖାଇବା ଦ୍ଵାରା ଏହା ପଚନ ହୋଇପାରି ନ ଥାଏ ଓ ଆପଣଙ୍କ ର ପାଚନ ତନ୍ତ୍ର ରେ ଅସୁବିଧା ସୃଷ୍ଟି ହୋଇଥାଏ ଯାହା ଦ୍ୱାରା ଆପଣଂକୁ କବଜ ଭଳି ରୋଗ ହୋଇପାରେ । କବଜ ଶରୀର ର ସମସ୍ତ ରୋଗ ର ଜଡ ହୋଇଥାଏ । ତେଣୁ ଆପଣ ଏପରି କିଛି ଖାଅନ୍ତୁ ନାହିଁ ଯାହା ଦ୍ୱାରା ଆପଣଂକୁ କବଜ ଭଳି ରୋଗ ହେବ । ଯଦି ବି ଆପଣ ଅଣ୍ଡା ଓ ଚଣା ଖାଉଛନ୍ତି ତେବେ ଅନ୍ତତଃ ଏକ ଘଣ୍ଟା ବ୍ୟବଧାନ ରେ ଖାଇ ପାରିବେ ।

ବନ୍ଧୁଗଣ ଚଣା ଖାଇବା ପରେ କେବେ ହେଲେ ମଧ୍ୟ କ୍ଷୀର କିମ୍ବା ଚାହା ର ସେବନ କରନ୍ତୁ ନାହିଁ । ବନ୍ଧୁଗଣ ଏହା ସବୁବେଳେ ଧ୍ୟାନ ରଖିବେ ଯେ କେବେ ବି ଚଣା ଖାଇବା ପରେ କ୍ଷୀର କିମ୍ବା କ୍ଷୀର ରୁ ପ୍ରସ୍ତୁତ କୌଣସି ଖାଦ୍ୟ ଖାଇବା ଉଚିତ ନୁହେଁ । କାରଣ ଆୟୁର୍ବେଦିକ ଅନୁସାରେ କ୍ଷୀର ଓ ଚଣା ଉଭୟ ପ୍ରୋଟିନ ଯୁକ୍ତ ହୋଇଥାନ୍ତି । ଏହି ଦୁଇଟି କୁ ଏକା ସହିତ ଖାଇବା ଦ୍ବାରା ଏହା ଠିକ ଭାବରେ ପାଚନ ହୋଇ ପାରି ନଥାଏ ।

ଏହା ସହିତ ପାଚନ ତନ୍ତ୍ର ରେ ମଧ୍ୟ ଅନେକ ପ୍ରକାର ଅସୁବିଧା ଦେଖିବାର ମିଳିଥାଏ । ଯାହା ଦ୍ୱାରା ଆପଣଂକୁ କବଜ ଓ ଅନେକ ପ୍ରକାର ଚର୍ମ ରୋଗ ହେବାର ବହୁତ ସମ୍ଭାବନା ରହିଥାଏ । ଆମେ ପୂର୍ବ ରୁ କହିଛୁ ଯେ କବଜ ହେବା ଦ୍ଵାରା ଆମର କଣ ସବୁ ଅସୁବିଧା ହୋଇଥାଏ । ତେଣୁ ସବୁବେଳେ ଏହା ପ୍ରତି ଧ୍ୟାନ ଦିଅନ୍ତୁ ଓ ଏହି ପରି ଖାଦ୍ୟ ବିଲକୁଲ ବି ଖାଆନ୍ତୁ ନାହିଁ ।

ଆଶା କରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।