‘ଶୋଲେ’ର ଧନ୍ନୋକୁ ଦୌଡାଉ ଥିବା ଅସଲି ବସନ୍ତୀ ହେଉଛନ୍ତି ଏହି ସ୍ଟଂଟ ୱମେନ, ବହୁତ ଫିଲ୍ମରେ କରିଛନ୍ତି ସେ କାମ, ଏବେ ତାଙ୍କ ଉପରେ ହେବାକୁ ଯାଉଛି ଏହି ଫିଲ୍ମ

ପାଖାପାଖି ୪୪ ବର୍ଷ ପୂର୍ବେ ଆସିଥିବା ଫିଲ୍ମ ଶୋଲେର ସବୁ କ୍ୟାରେକ୍ଟର ବହୁତ ଫେମସ ହୋଇଥିଲେ । ଏଥିରେ ଗବ୍ବର, ଜୟ-ବୀରୁ, ବସନ୍ତୀ, ସାମ୍ବା, କାଲିୟା ଏବଂ ଧନ୍ନୋ (ଏକ ଘୋଡୀର ନାମ) ସମସ୍ତେ ବହୁତ ଫେମସ ହୋଇଥିଲେ । କିନ୍ତୁ ଏହି ଫିଲ୍ମର ଏକ ସତ୍ୟତା ଅଛି ଯାହାକୁ କେହି ବି ଜାଣି ନାହାନ୍ତି, କହିବାକୁ ଗଲେ ଏହି ଫିଲ୍ମରେ ବସନ୍ତୀର ଅଭିନୟ ହେମା ମାଳିନୀ କରିଥିଲେ ଏବଂ ଏହି କ୍ୟାରେକ୍ଟରର ସେ କେତେକ ସିନରେ ସ୍ଟଂଟ କରିଥିଲେ, ଯାହାକୁ ଦର୍ଶକମାନେ ବହୁତ ପ୍ରଶଂସା ବି କରିଥିଲେ ।

କିନ୍ତୁ ଏହି ପ୍ରଶଂସାର ଅସଲ ହକଦାର ଅନ୍ୟ କେହି ଅଟେ । ଶୋଲେର ଧନ୍ନୋକୁ ପ୍ରକୃତରେ ଦୌଡାଉ ଥିବା ବସନ୍ତୀ ଅଟନ୍ତି ଏହି ସ୍ଟଂଟ ୱମେନ, ଫିଲ୍ମ ଶୋଲେ ଛଡା ବି ସେ ଅନେକ ଫିଲ୍ମରେ ଅଭିନେତ୍ରୀଙ୍କର ବଡି ଡବଲର ଅଭିନୟ କରିଛନ୍ତି ।

ଶୋଲେର ଧନ୍ନୋଙ୍କୁ ଦୌଡାଉ ଥିବା ପ୍ରକୃତ ବସନ୍ତୀ ଅଟନ୍ତି ଏହି ସ୍ଟଂଟ ୱମେନ

ଫିଲ୍ମର ଫେମସ ଡାଇଲାଗ ‘ଚଲ ଧନ୍ନୋ… ଆଜ ତେରୀ ବସନ୍ତୀ କୀ ଇଜ୍ଜତ କା ସୱାଲ ହୈ ।‘ ଏହି ଡାଇଲାଗକୁ ଶୁଣିବା ମାତ୍ରେ ହିଁ ସମସ୍ତଙ୍କ ସମାନରେ ହେମା ମାଳିନୀଙ୍କର ଚେହେରା ଆସିଯାଏ । କିନ୍ତୁ ବସନ୍ତୀଙ୍କର ସ୍ଟଂଟ ସୀନ କରି ନିଜର ରକ୍ତ ବାହାର କରିଥିବା ଯୁବତୀଙ୍କର ନାମ ହେଉଛି ରେଶମା ପଠାନ । ବହୁତ କମ ଲୋକମାନେ ରେଶମାଙ୍କୁ ଚିହ୍ନିଛନ୍ତି । ବର୍ତ୍ତମାନ ତାଙ୍କର ବାୟୋପିକ ଦ ଶୋଲେ ଗର୍ଲ ରିଲୀଜ ହୋଇ ସାରିଛି ।

ବର୍ଷ ୧୯୫୭ର ଫିଲ୍ମ ଶୋଲେରୁ ରେଶମା ବହୁତ ଫେମସ ହୋଇଥିଲେ । ଏହା ପରେ ଅନେକ ଫିଲ୍ମରେ ସେ କାମ ବି କରିଥିଲେ । ରେଶମା ଫିଲ୍ମରେ ହେମା ମାଳିନୀଙ୍କର ବଡି ଡବଲ ହୋଇ ତାଙ୍କର ସବୁ ସ୍ଟଂଟ ଏବଂ ଖତରନାକ ସିନ କରିଥିଲେ । ଏଥିପାଇଁ ସେ କେତେକେ ଥର କ୍ଷତ ବିକ୍ଷେତ ବି ହୋଇଛନ୍ତି ।

ଯଦି ଆପଣଙ୍କୁ ମନେ ଥିବ କି ଯେତେବେଳେ ହେମା ମାଳିନୀ ଘୋଡା ଗାଡିରେ ଦୌଡୁଥିଲେ ସେତେବେଳେ ଅଚାନକ ତାଙ୍କର ଘୋଡା ଗାଡିର ଗୋଟିଏ ଚକ ଭାଙ୍ଗି ଯାଇଥିଲା ଏବଂ ସେ ପଡି ଯାଇଥିଲେ । ଏହି ସିନକୁ ଅସଲରେ ସ୍ଟଂଟ ମହିଳା ରେଶମା ପଠାନ କରିଥିଲେ । ଏହି ସିନରେ ସେ ଗଭୀର ରୂପରେ ଆଘାତ ହୋଇଥିଲେ । ସେଥିପାଇଁ ତାଙ୍କୁ କିଛି ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ବି ରହିବାକୁ ପଡିଥିଲା ।

ସମାଜ ସହିତ ଲଢି ସ୍ଟଂଟରେ କରିଥିଲେ ନିଜର କ୍ୟାରିୟର

ବଲୀଉଡରେ ପୁରୁଷଙ୍କ ଭଳି କାମ କରୁଥିବା ଏହି ସ୍ଟଂଟ ମହିଳା ଜଣକଙ୍କୁ ପରିଚୟ ତ ମିଳିଲା କିନ୍ତୁ କେବଳ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ । କିନ୍ତୁ କେତେକ ଲୋକମାନେ ତାଙ୍କ କାମ ଉପରେ ଆପତି କରିଲେ କିନ୍ତୁ ସେ ସମାଜ ସହ ଲଢି ନିଜର କାମ କରୁଥିଲେ । ନିଜ ପରିବାରର ଆର୍ଥିକ ସାହାର୍ଯ୍ୟ କରୁଥିଲେ । ଏବଂ ସେ ଏହି ସ୍ଟଂଟ କାମକୁ 14 ବୟସରୁ କରିବା ଆରମ୍ଭ କରି ଦେଇଥିଲେ । ଯଦି ଆପଣଙ୍କୁ ରେଶମା ଙ୍କ ଲାଇଫ ପ୍ରେରିତ କରିଥାଏ ତେବେ ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।