ଟାଟା ପ୍ରସ୍ତୁତ କରିବାକୁ ଯାଉଛି ନୂଆ ଯୁଗର 4ଟି ଶାନଦାର ନୂଆ କାର, ସବୁ କାର ଗୋଟିଏ ରୁ ବଳି ଗୋଟିଏ, ଦେଖନ୍ତୁ

ଆମେ ସମସ୍ତେ କାର ର ଦିବାନା ଅଟୁ । ଏମିତିରେ କାର ରେ ହେଉଥିବା ଅପଡେଟ ଫିଚର କୁ ନେଇ ଏହା ଆହୁରି ଅଧିକ ବିଶେଷ ହୋଇଯାନ୍ତି । ଏମିତିରେ ଜିନେବା ମୋଟର ଶୋ ରେ ଟାଟା ମୋଟର୍ସ ୭ ସିଟର ବୁଜାର୍ଡ଼ ଲଞ୍ଚ କରିଛି, ଯାହା ଆପଣଙ୍କୁ ଜଲ୍ଦି ଆପଣଙ୍କ ନିକଟ କାର ଶୋ ରୁମ ରେ ଦେଖାଯିବ । ଏହି ଶୋ ରେ ଟାଟା, ଟାଟା ଅଲ୍ଟୋଜ,  H2X ଏସୟୁବି ଓ ଅଲ୍ଟୋଜ ଇଲେକ୍ଟ୍ରିକ କାର କୁ ଶୋକେସ କରିଛି ।

ଏଥି ମଧ୍ୟରୁ ଆପଣଙ୍କୁ ଟାଟା ଅଲ୍ଟୋଜ ଓ ବୁଜାର୍ଡ଼ ଏସୟୁବି ଏହି ବର୍ଷ ମାର୍କେଟ ରେ ଲଞ୍ଚ କରି ଦିଆଯିବ କିନ୍ତୁ H2X ଏସଇଉବି ଓ ଅଲ୍ଟୋଜ ଇଲେକ୍ଟ୍ରିକ କାର ଅସାନ୍ତା ବର୍ଷ ଲଞ୍ଚ କରା ଯାଇ ପାରେ, ଏମିତିରେ ଚାଲନ୍ତୁ ଜାଣିବା ଏହି କାର ର ବିଶେଷତ୍ତ୍ଵ ।

ଟାଟା ବୁଜାର୍ଡ଼ 7 ସିଟର

ଟାଟା ର H7X କୋଡନେମ ବାଲା 7 ସିଟର ଏସୟୁବି ଟାଟା ହୈରିଅର ର ଅପଡେଟ ଭର୍ଜନ ଅଟେ । ଟାଟା ଏହାର ନାମ ବୁଜାର୍ଡ଼ ଏସୟୁବି ରଖିଛି, ଯିଏ ମାର୍କେଟ ରେ ମହିନ୍ଦ୍ରା ଏକ୍ସୟୁବି 500 ଓ ଏମଜି ହେକ୍ଟର ଏସୟୁବି କୁ ଟକ୍କର ଦେବା ଉଦ୍ଦେଶ୍ୟରେ ଲଞ୍ଚ କରାଯିବ । ଏଥିରେ ଆପଣଙ୍କୁ ଟେଲ ଲାଇଟ୍ସ ଦିଆଯିବ ଯାହା ଅନ୍ୟ କାର ମାନଙ୍କରେ ଏ ପର୍ଯ୍ୟନ୍ତ ଦିଆଯାଇ ନାହିଁ ।

ଏଥିରେ 2.0 ଲିଟର ର କ୍ରାୟୋଟେକ ଡିଜେଲ ଇଞ୍ଜିନ ମିଳିବ । ଯାହା ଦ୍ଵାରା ଆପଣ 138 ରୁ 170 ବିଏଚପି ର ପାୱାର ଓ 350 ଏନଏମ ର ଟର୍କ ଦେଖାଯିବ । ସେଇଠି ଏଥିରେ 6 ସ୍ପିଡ ମାନୁଆଲ ଓ ହୁଣ୍ଡାଇ ର 6 ସ୍ପିଡ ଟାର୍କ କନର୍ଭଟର ଅଟୋମେଟିକ ଗିଅର ବକ୍ସ ବି ମିଳିବ । ଏହାର ମୂଲ୍ୟ 15 ରୁ 22 ଲକ୍ଷ ପର୍ଯ୍ୟନ୍ତ ହେବ ।

ଟାଟା ଅଲ୍ଟୋଜ ହ୍ୟାଚବ୍ୟାକ

ଟାଟା ଅଲ୍ଟୋଜ ଏହି ବର୍ଷ ଜୁଲାଇ-ଅଗସ୍ତ ରେ ଲଞ୍ଚ କରାଯିବ । ଏହା ମାର୍କେଟ ରେ ହୁଣ୍ଡାଇ ଏଲିଟ ଆଇ20, ମାରୁତି ବଲେନୋ ଓ ହୋଣ୍ଡା ଜ୍ୟାଜ କୁ ଟକ୍କର ଦେବାର ନଜର ଆସିବ । ଅଲ୍ଟୋଜ ର ଡିଜାଇନ 2.0 ଟାଟା ହୈରିଅର ଡିଜାଇନ ସହିତ ବହୁତ ସାମଞ୍ଜସ୍ୟଅଛି । ସେଇଠି ଏଥିରେ ଅନ୍ୟ ଫିଚର ରେ ବଡ ହେଡଲ୍ୟାମ୍ପ, ଫ୍ରନ୍ଟ ବମ୍ପର ରେ ଲାଇଟ ଓ ବଡ ଏୟାର ଡ୍ୟାମ, ଏଲଇଡ଼ି ଟେଲ ଲାଇଟ୍ସ, ଫ୍ଲୋଟିଙ୍ଗ ରୁଫ ଲାଇନ ଭଳି ଫିଚର ରହିବ ।

ଅଲ୍ଟୋଜ ରେ 3 ଇଞ୍ଜିନ ର ଅପସନ ମିଳିବ । ଯାହା ମଧ୍ୟରେ ଟିଆଗୋ ବାଲା 83 ବିଏଚପି ର 1.2 ଲିଟର ର ପେଟ୍ରୋଲ ଇଞ୍ଜିନ, 1.2 ଲିଟର ର 110 ବିଏଚପି ବାଲା 1.2 ଲିଟର ର ଟର୍ବୋ ପେଟ୍ରୋଲ ଇଞ୍ଜିନ ଓ ନେକ୍ସନ ବାଲା 1.5 ଲିଟର ର ଟର୍ବୋ ଡିଜେଲ ଇଞ୍ଜିନ ମିଳିବ । ଏହା ସହିତ ଜିନେବା ମୋଟର ଶୋ ରେ ଅଲ୍ଟୋଜ ର ଇଲେକ୍ଟ୍ରିକ ଭର୍ଜନ ବି ଶୋକେସ କରାଯିବ ।

ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରିବେ ।