୮ ବର୍ଷରେ ଏତେ ବଦଳି ଯାଇଛି ଟିଭିର ସବୁଠୁ ଛୋଟ ‘କୃଷ୍ଣ’, ବର୍ତ୍ତମାନ ଚିହ୍ନି ପାରିବା ବହୁତ କଷ୍ଟ – ଦେଖନ୍ତୁ

କହିବାକୁ ଗଲେ ଟିଭିରେ ବହୁତ ବାଲ କଳାକାର କାମ କରିଥାନ୍ତି । କିନ୍ତୁ କିଛି କଳାକାର ଏମିତି ଅଛନ୍ତି ଯେଉଁମାନେ ନିଜର ଅଭିନୟ ଓ ସରଳତା ଦ୍ଵାରା ଅଳ୍ପ ଦିନରେ ଦର୍ଶକମାନଙ୍କୁ ନିଜର ଦିବାନ କରି ଦିଅନ୍ତି । ଏମିତି ହିଁ ଜଣେ ଛୋଟ ଝିଅଟି ଅଛି ଯିଏକି ନିଜର ଅଭିନୟ ଦ୍ଵାରା ସମସ୍ତଙ୍କର ମନ ମୋହୀ ନେଇ ଥିଲା । କଲର୍ସ ଚ୍ୟାନେଲରେ ଆସୁଥିବା ଧାରାବାହିକ ‘ଜୟ ଶ୍ରୀକୃଷ୍ଣ’ରେ ଏକ ଛୋଟ ଝିଅଟି କୃଷ୍ଣଙ୍କର ଭଲ ଅଭିନୟ କରିଥିଲା

ଓ ସେହି ଶିଶୁଟିକୁ ଦେଖି ଲାଗୁଥିଲା କି ଅସଲରେ କୃଷ୍ଣ ଛୋଟବେଳେ ଏମିତି ହିଁ ଥିଲେ । ଏହି ଧାରାବାହିକ ଦର୍ଶକମାନଙ୍କ ଦ୍ଵାରା ବହୁତ ପସନ୍ଦ ବି କରାଯାଉଥିଲା ।

ଆଜି ଆମେ ସେହି ଶିଶୁଟି ବିଷୟରେ କଥାବାର୍ତ୍ତା କରିବାକୁ ଯାଉଛୁ ଯିଏକୁ ଏହି ‘ଜୟ ଶ୍ରୀକୃଷ୍ଣ’ ଧାରାବାହିକରେ ଶ୍ରୀ କୃଷ୍ଣଙ୍କର ପିଲାବେଳର ଅଭିନୟ କରିଥିଲା । ଶ୍ରୀ କୃଷ୍ଣଙ୍କର ଅଭିନୟ କରୁଥିବା ଏହି ଶିଶୁଟିର ନାମ ଧୃତି ଭାଟିୟା ଅଟେ । ଏହି ଧାରାବାହିକ ପରେ ଧୃତି ଟିଭି ସ୍କ୍ରିନ ଉପରେ ବହୁତ କମ ନଜର ଆସିଲେ । କିନ୍ତୁ ଆଜି ଆମେ ଆପଣଙ୍କୁ ଧୃତିଙ୍କର କିଛି ଲେଟେସ୍ଟ ଫଟୋ ଦେଖାଇବାକୁ ଯାଉଛୁ । ଯେଉଁଥିରେ ସେ ବହୁତ ପ୍ୟାରି ଓ ସୁନ୍ଦର ଲାଗୁଛି ।

‘ଜୟ ଶ୍ରୀକୃଷ୍ଣ’ ଛଡା ଧୃତି କିଛି ଅନ୍ୟ ଧାରାବାହିକରେ ବି ନଜର ଆସିଛନ୍ତି । କିନ୍ତୁ ଯେତିକି ଭଲ ପାଇବା ଓ ପରିଚୟ ତାଙ୍କୁ ଏହି ଧାରାବାହିକରେ ମିଳିଥିଲା ସେତିକି ଭଲ ପାଇବା ଅନ୍ୟ କୌଣସି ଧାରାବାହିକରେ ମିଳିଲା ନାହିଁ । ସେ ‘ଇସ ପ୍ୟାର କୋ କ୍ୟା ନାମ ଦୂଂ’ ଓ ‘ମାତା କୀ ଚୌକୀ’ ଭଳି ଧାରାବାହିକରେ ବି ନଜର ଆସିଛନ୍ତି । ଏହା ଛଡା ସେ କେତେକ ଏଡସ ଓ କମର୍ଶିୟଲ ବି କରିଛନ୍ତି ।

ଥରେ କଥାବାର୍ତ୍ତା କରିବା ସମୟେରେ ଧୃତି କହିଥିଲେ କି ସେ ‘ଜୟ ଶ୍ରୀକୃଷ୍ଣ’ରେ ନିଜର ରୋଲକୁ କେବେ ବି ଭୁଲିବେ ନାହିଁ । ସେ ଗାକୁ କହିଲେ କି ୟୁନିଟର ସମସ୍ତେ ତାଙ୍କୁ କନ୍ହୈୟା ବୋଲି ଡାକୁଥିଲେ ଓ ସମସ୍ତେ ତାଙ୍କର ସମ୍ମାନ ବି କରୁଥିଲେ । କହିବାକୁ ଗଲେ ଏତେ ବର୍ଷ ମଧ୍ୟରେ ଧୃତି ବଡ ହୋଇ ଯାଇଛନ୍ତି ଓ ନିଜର ଶିକ୍ଷା ପୁରା କରୁଛନ୍ତି । ଧୃତିଙ୍କର ନୂତନ ଫଟୋରେ ବୋଧେ ତାଙ୍କୁ ଚିହ୍ନିବା ବହୁତ କଷ୍ଟ ଅଟେ । କିନ୍ତୁ ସେ ଆଜି ବି ସେତିକି ସୁନ୍ଦର ଓ ସରଲ ଦେଖା ଯାଉଛନ୍ତି । ଆପଣମାନେ ବି ଦେଖନ୍ତୁ ତାଙ୍କର କିଛି ଫଟୋ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।