5 ଜଣ bollywood ହିରୋଇନ ଯେଉଁମାନେ ଉଠାଇଲେ ଲକଡାଉନର ଫାଇଦା ଓ ହେଇଗଲେ ପ୍ରେଗନେଣ୍ଟ

ବଲୀଉଡ ଏମିତି ଏକ ମାୟାନଗରୀ ଅଟେ ଯେଉଁଠି ଷ୍ଟାରମାନେ ନିଜର କ୍ୟାରିୟରରେ ସଫଳତା ହାସଲ କରିବା ପାଇଁ ଏତେ ବ୍ୟସ୍ତ ହୋଇ ଯାଆନ୍ତି କି ସେମାନେ ନିଜର ପର୍ସନାଳ ଲାଇଫ ବିଷୟରେ ଚିନ୍ତା କରିବା ଭୁଲି ଯାଆନ୍ତି । ଯେମିତି ଯେମିତି ଏମାନଙ୍କ ବୟସ ବଢିବାକୁ ଲାଗିଥାଏ ସେମିତି ସେମିତି ଏମାନଙ୍କ ପାରିବାରିକ ଜୀବନ ପଛକୁ ଚାଲିଯାଏ । ଆଜିର ଏହି ଆର୍ଟିକୀଲରେ ଆମେ ଆପଣଙ୍କୁ ଏମିତି ହିଁ କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ କରୋନା କାରଣରୁ ହୋଇଥିବା ଲକଡାଉନରେ ପ୍ରେଗନେଣ୍ଟ ହୋଇ ଯାଇଛନ୍ତି ।

ଅନୁଷ୍କା ଶର୍ମା

 

View this post on Instagram

 

And then, we were three! Arriving Jan 2021 ❤️🙏

A post shared by Virat Kohli (@virat.kohli) on

ଭାରତୀୟ କ୍ରିକେଟର ବିରାଟ କୋହଳିଙ୍କ ପତ୍ନୀ ବଲୀଉଡର ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିଷୟରେ କୁହାଯାଉଛି କି ସେ ବର୍ତ୍ତମାନ ସମୟରେ ୪ ମାସର ପ୍ରେଗନେଣ୍ଟ ଅଛନ୍ତି । ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଖବରକୁ ଶେୟାର କରି ଲେଖିଲେ କି ସେ ବହୁତ ଜଲ୍ଦି ତିନି ହେବାକୁ ଯାଉଛନ୍ତି । ଜାନୁୟାରୀ ୨୦୨୫ରେ ତାଙ୍କର ଜନ୍ମ ହେବ । ବିରାଟ ଖୋଲି ଏକ ଫଟୋ ବି ଶେୟାର କରିଛନ୍ତି ଯେଉଁତିରେ ଜଣା ପଡୁଛି କି ଅନୁଷ୍କା ଶର୍ମା ପ୍ରେଗନେଣ୍ଟ ଅଛନ୍ତି ।

କରିନା କପୁର ଖାନ

ଅନ୍ୟ ପଟେ ବଲୀଉଡର ଫେମସ ଅଭିନେତ୍ରୀ କରିନା କପୁର ଖାନ ଦ୍ଵିତୀୟ ଥର ମା ହେବାକୁ ଯାଉଛନ୍ତି । କରିନା କପୁରଙ୍କ ପ୍ରଥମ ସନ୍ତାନ ତୈମୂର ଅଲୀ ଖାନ ପ୍ରଥମରୁ ହିଁ ବଲୀଉଡର ସବୁଠୁ ଚର୍ଚିତ ଷ୍ଟାରକିଡ ହୋଇ ସାରିଛନ୍ତି ଓ ବର୍ତ୍ତମାନ ଖବର ଆସୁଛି କି କରିନା ପୁଣି ଥରେ ପ୍ରେଗନେଣ୍ଟ ଅଛନ୍ତି । ଆପଣଙ୍କୁ କହିଦେଉଛୁ କି ସୈଫ ଅଲୀ ଖାନ ଓ କରୀନା କପୁର ଖାନ କିଛି ଦିନ ତଳେ ହିଁ ନିଜର ପ୍ରେଗନେଣ୍ଟ ବିଷୟରେ କହିଥିଲେ । ଏମିତିରେ ସୈଫ ଅଲୀ ଖାନ ଚତୁର୍ଥ ଥର ବାପା ହେବାକୁ ଯାଉଛନ୍ତି ।

ଦୀପିକା ପାଦୁକୋଣ

ଦୀପିକା ପାଦୁକୋଣ ଓ ରଣବୀର ସିଂହଙ୍କ ସହ ୧୪ ନଭେମ୍ବର ୨୦୧୮ରେ ବିବାହ କରିଥିଲେ । ସେହି ସମୟରୁ ହିଁ ତାଙ୍କର ଫ୍ୟାନମାନେ ଚାହୁଁଥିଲେ କି ଦୀପିକା ପାଦୁକୋଣ ଜଲ୍ଦିରୁ ଜଲ୍ଦି ମା ହୋଇ ଯାଆନ୍ତୁ । ବର୍ତ୍ତମାନ ହିଁ ଦୀପିକା ପାଦୁକୋଣ କିଛି ଏମିତି ସଂକେତ ଦେଇଛନ୍ତି କି ଯେଉଁଥିରେ ଏହା ଜଣା ପଡୁଛି କି ଏମାନେ ବି ଜଲ୍ଦି ପିତା ମାତା ହୋଇ ପାରନ୍ତି ।

କିଛି ଦିନ ତଳେ ହିଁ ରଣବୀର ସିଂହ ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଚ୍ୟାଟ ସେଶନ ଆରମ୍ଭ କରିଥିଲେ । ଯେଉଁଥିରେ ଦୀପିକା ପାଦୁକୋଣ ‘Hi Daddie….’ ଲେଖି କମେଣ୍ଟ କରିଥିଲେ । ଯାହା ପର ଠାରୁ ତାଙ୍କର ଫ୍ୟାନମାନେ ଆଶା କରୁଛନ୍ତି କି ଦୀପିକା ପାଦୁକୋଣ ପ୍ରେଗନେଣ୍ଟ ଅଛନ୍ତି ଓ ସେ ଜଲ୍ଦି ହିଁ ସମସ୍ତଙ୍କୁ ଖୁସି ଖବର ଦେବେ ।

ନତାଶା

 

View this post on Instagram

 

The blessing from God 🙏🏾❤️ @natasastankovic__

A post shared by Hardik Pandya (@hardikpandya93) on


ଆପଣଙ୍କୁ କହିଦେଉଛୁ କି ଟିମ ଇଣ୍ଡିଆର ଅଳରାଉଣ୍ଡର ଖେଳାଳି ହାର୍ଦିକ ପାଣ୍ଡ୍ୟା ଏହି ଲକଡାଉନ ମଧ୍ୟରେ ପିତା ହୋଇ ଯାଇଛନ୍ତି । କିଛି ଦିନ ପୂର୍ବେ ହିଁ ହାର୍ଦିକ ପାଣ୍ଡ୍ୟା ନତାଶାଙ୍କ ସହ ନିର୍ବନ୍ଧ କରିଥିଲେ ଓ କିଛି ଦିନ ପରେ ହିଁ ଏହି ଖବର ଆସିଥିଲା କି ନତାଶା ପ୍ରେଗନେଣ୍ଟ ଅଛନ୍ତି । କିନ୍ତୁ ଲକଡାଉନ କାରଣରୁ ଏମାନଙ୍କ ବିବାହ ପୋସ୍ଟପୋନ ହୋଇ ଯାଇ ଥିଲା । ଶେଷରେ ନତାଶା ଓ ହାର୍ଦିକ ପାଣ୍ଡ୍ୟା ଚୁପଚାପ ବିବାହ କରି ନେଇ ଥିଲେ ।

ପ୍ରିୟଙ୍କା ଚୋପଡା

କହିବାକୁ ଗଲେ ଏହି ଲିସ୍ଟରେ ଜଲ୍ଦି ହିଁ ପ୍ରିୟଙ୍କା ଚୋପଡା ଓ ନିକ ଜୋନ୍ସଙ୍କ ନାମ ବି ସାମିଲ ହେବାକୁ ଯାଉଛି । ୨୦୨୦ର ନିଉ ଇୟର ପାର୍ଟି ସମୟରେ ପ୍ରିୟଙ୍କା ଚୋପଡା ଓ ନିକ ଜୋନ୍ସଙ୍କ ଗୋଟିଏ ଭିଡିଓ ଭାଇରଲ ହୋଇଥିଲା । ଏହି ପୁରା ଭିଡିଓରେ ପ୍ରିୟଙ୍କା ଚୋପଡାଙ୍କ ହାତରେ ଗୋଟିଏ ଶାମ୍ପିୟନର ଗ୍ଳାସ ଅଛି ।

କିନ୍ତୁ ଧ୍ୟାନର ଦେବାର କଥା ଏହା ଅଟେ କି ପ୍ରିୟଙ୍କା ଚୋପଡା ଏହି ଶାମ୍ପିୟନର ଗ୍ଳାସରୁ ଅଳ୍ପ ହେଲେ ବି ଶାମ୍ପିୟନ ପିଇଲେ ନାହିଁ । ଏମିତିରେ ଫ୍ୟାନମାନେ ଆଶା କରୁଛନ୍ତି କି ବୋଧେ ପ୍ରିୟଙ୍କା ଚୋପଡା ଓ ନିକ ଜୋନ୍ସ ନିଜର ବେବି ପ୍ଲାନିଙ୍ଗ କରୁଛନ୍ତି । ସେଥିପାଇଁ ପ୍ରିୟଙ୍କା ଚୋପଡା ମଦ ସେବନ କରୁ ନାହାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।