ବଲୀଉଡର ଏହି ୫ ଜଣ ଷ୍ଟାର କରି ସାରିଛନ୍ତି ନିଜ ପତ୍ନୀଙ୍କ ସହ ଧୋକା, ନମ୍ବର ୪ ଙ୍କର ତ ତଲାକ ପର୍ଯ୍ୟନ୍ତ କଥା ପହଞ୍ଚି ଯାଇଥିଲା

ଅବୈଧ ସମ୍ବନ୍ଧକୁ ଆମ ସମାଜରେ ବହୁତ ଖରାପ ବୋଲି କୁହା ଯାଇଛି । ଏହି ସମ୍ବନ୍ଧରେ ସେହି ଲୋକ ମାନଙ୍କର ଜୀବନ ବର୍ବାଦ ହୋଇଥାଏ ଯେଉଁମାନେ ଏଥିରେ ସାମିଲ ହୋଇଥାନ୍ତି ତାହା ସହିତ ଯେଉଁମାନେ ଏଥିରେ ଜଡିତ ବି ଥାନ୍ତି ତାଙ୍କର ବି ଜୀବନ ବର୍ବାଦ ହୋଇଯାଏ । ଅବୈଧ ସବନ୍ଧ ଜାଲରେ କେବଳ ସାଧାରଣ ମଣିଷ ନୁହେଁ ଏଥିରେ ବଡ ବଡ ଷ୍ଟାରମାନେ ବି ଫସି ଯାଆନ୍ତି ।

ବଲୀଉଡରେ ବି କିଛି ଏହିଭଳି ଷ୍ଟାର ଅଛନ୍ତି ଯେଉଁମାନଙ୍କର ଆଫେୟର ବାହାଘର ପରେ ବି ଚାଲିଥିଲା ଏବଂ ସେମାନଙ୍କର ବିବାହ ଭାଙ୍ଗୁ ଭାଙ୍ଗୁ ବଞ୍ଚିଥିଲା । ଆଜିର ଏହି ପୋସ୍ଟରେ ଆମେ ଆପଣଙ୍କୁ ସେହି ୫ ଜଣ ଅଭିନେତାଙ୍କ ବିଷୟରେ କହିବୁ ଯେଉଁମାନେ ନିଜର ପତ୍ନୀଙ୍କୁ ଧୋଖା ଦେଇ ସାରିଛନ୍ତି ।

ଅମିତାଭ ବଚ୍ଚନ

Image courtesy: Google

ଅମିତାଭ ବଚ୍ଚନ ବଲୀଉଡର ମହାନୟକ ଅଟନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ବହୁତ ଫିଲ୍ମରେ କାମ କରି ସାରିଛନ୍ତି ଏବଂ ତାଙ୍କର କୋଟି କୋଟି ଫ୍ୟାନ ବି ଅଛନ୍ତି । ଗୋଟିଏ ସମୟରେ ଅମିତାଭ ଏବଂ ରେଖାଙ୍କର ପ୍ରେମ କାହାଣୀ ମିଡିୟାର ହେଡଲାଇନ୍ସ ହେଉଥିଲା । କିନ୍ତୁ ଥରେ ଏମିତି ବି ସମୟ ଆସିଲା କି ଯେତେବେଳେ ତାଙ୍କର ଅଫେୟାର ବିଷୟରେ ଶୁଣି ଜୟା ବଚ୍ଚନ ରାଗି ଯାଇ ଅମିତାଭଙ୍କୁ ଛାଡିବା ପାଇଁ ନିଷ୍ପତି ନେଇ ସାରିଥିଲେ । କିନ୍ତୁ ପରେ ଜୟା ବଚ୍ଚନ କାରଣରୁ ଅମିତାଭ ସମ୍ଭାଳି ଗଲେ ଏବଂ ବାହାଘରକୁ ଭାଙ୍ଗିବା ଠାରୁ ବଞ୍ଚାଇ ଦେଲେ ।

ଧର୍ମେନ୍ଦ୍ର

Image courtesy: Google

ଧର୍ମେନ୍ଦ୍ର ନିଜ ଜମାନାରେ ଏକ ପ୍ରସିଦ୍ଧ ଅଭିନେତା ଥିଲେ । ହେମା ମାଳିନୀଙ୍କ ସହ ତାଙ୍କର ପ୍ରେମ କାହାଣୀ ବହୁତ ଚର୍ଚାର ବିଷୟ ହୋଇଥିଲା । ହେମାଙ୍କ ସହିତ ବାହା ହେବା ପାଇଁ ଧର୍ମେନ୍ଦ୍ର ଇସଲାମ ଧର୍ମ ବି ଆପଣାଇ ଥିଲେ । ଧର୍ମେନ୍ଦ୍ରଙ୍କର ପ୍ରଥମ ବିବାହ ପ୍ରକାଶ କୌରଙ୍କ ସହିତ ହୋଇଥିଲା କିନ୍ତୁ ପରେ ତାଙ୍କୁ ହେମା ମାଳିନୀଙ୍କ ସହ ପ୍ରେମ ହୋଇଗଲା ଏବଂ ସେ ପ୍ରଥମ ପତ୍ନୀଙ୍କୁ ତଲାକ ଦେଇ ହେମାଙ୍କ ସହିତ ବିବାହ କରିନେଲେ ।

ଅକ୍ଷୟ କୁମାର

Image courtesy: Google

ଅକ୍ଷୟ କୁମାର ବଲୀଉଡର ଖିଲାଡ଼ି କୁମାର ଅଟନ୍ତି । ଏବଂ ତାଙ୍କୁ ଦର୍ଶକମାନେ ବହୁତ ପସନ୍ଦ ବି କରନ୍ତି । କହିଦେଉଛୁ ଯେ ଗୋଟିଏ ସମୟ ଥିଲା ଯେତେବେଳେ ଅକ୍ଷୟ କୁମାରଙ୍କର ହୃଦୟ ବି ପ୍ରିୟଙ୍କା ଚୋପରାଙ୍କ ଉପରେ ଆସି ଯାଇଥିଲା । ଏହି କଥାର ବିଷୟରେ ଯେତେବେଳ ଟ୍ୱିଂକଲ ଖନ୍ନାଙ୍କୁ ଜଣା ପଡିଲା ସେତେବେଳ ସେ ଅକ୍ଷୟ କୁମାରଙ୍କୁ ପ୍ରିୟାଙ୍କାଙ୍କ ସହିତ କାମ କରିବା ପାଇଁ ମନା କରିଥିଲେ । ଯାହାକୁ ଅକ୍ଷୟ କୁମାର ଆଜି ପର୍ଯ୍ୟନ୍ତ ବି ପାଳନ କରୁଛନ୍ତି ।

ଗୋବିନ୍ଦା

Image courtesy: Google

ଗୋବିନ୍ଦା ୯୦ ଦଶକର ସବୁଠୁ ଭଲ ଅଭିନେତା ଥିଲେ । କୋଟି କୋଟି ଲୋକ ତାଙ୍କର ଅଭିନୟ ଏବଂ ଡାନ୍ସର ଦିବାନା ଥିଲେ । ଯେତେବେଳେ ଗୋବିନ୍ଦାଙ୍କର କ୍ୟାରିୟର ସଫଳତାର ଶୀର୍ଷରେ ଥିଲା ସେତେବେଳେ ତାଙ୍କୁ ରାନୀ ମୁଖାର୍ଜୀଙ୍କ ସହ ପ୍ରେମ ହୋଇଥିଲା । କିନ୍ତୁ ତାଙ୍କର ଅଫେୟାର ଅଧିକ ସମୟ ପର୍ଯ୍ୟନ୍ତ ଚାଲିଲା ନାହିଁ କାରଣ ସେ ତାଙ୍କର ଭୁଲ ବିଷୟରେ ଜାଣି ସାରିଥିଲେ । ଏହା ପରେ ସେ ରାନୀଙ୍କ ଠାରୁ ଦୂରେଇ ଗଲେ ।

ଅଜୟ ଦେବଗନ

Image courtesy: Google

ଅଜୟ ଦେବଗନ ବଲୀଉଡର ସବୁଠାରୁ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଅଭିନେତା ଅଟନ୍ତି । କିନ୍ତୁ କିଛି ବର୍ଷ ତଳେ ତାଙ୍କର ନାମ କଙ୍ଗନା ରନୌତ ସହ ଯୋଡି ଥିଲା । ଗୋଟିଏ ଫିଲ୍ମର ଶୁଟିଙ୍ଗ ସମୟରେ ଖବର ଆସିଥିଲା କି ଦୁଇଜଣଙ୍କର ଅଫେୟାର ଚାଲିଛି । କାଜଲ ଯେତେବେଳ ଏହି କଥା ବିଷୟରେ ଜାଣି ପାରିଲେ ତେବେ ସେ ଅଜୟଙ୍କୁ କଙ୍ଗନା ଠାରୁ ଦୂରେଇ ଯିବା କହିଥିଲେ । ନ ହେଲେ ଏହା ତାଙ୍କ ପାଇଁ ଭଲ ହେବେ ନାହିଁ ବୋଲି ବି କହିଥିଲେ । ଆପଣଙ୍କୁ ଯଦି ଆମର ଏହି ପୋଷ୍ଟଟି ଭଲ ଲାଗିତହେ ତେବେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ ଓ ଆଗକୁ ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ ।