ଝାଂସୀ କୀ ରାନୀରେ ନିଜର ଦମଦାର ଅଭିନୟ ଦ୍ଵାରା ଫେମସ ହେଇଥିବା ଉଲ୍କା ଗୁପ୍ତା ଆଜି ଦେଖାଯାଉଛନ୍ତି ଏମିତି, ଦେଖିଲେ ବିଶ୍ବାସ ହେବ ନାହିଁ

ଜୀ ଟିଭିର ସବୁଠୁ ପପୁଲାର ଶୋ ଝାଂସୀ କୀ ରାନୀକୁ ଆପଣମାନେ ସମସ୍ତ ଜାଣିଥିବେ କିମ୍ବା ଦେଖିଥିବେ । ଏହି ଶୋକୁ ଦର୍ଶକମାନଙ୍କ ଦ୍ଵାରା ବହୁତ ଅଧିକ ପସନ୍ଦ କରାଯାଇଥିଲା । ଝାଂସୀର ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ଆଧାରିତ ଏହି ଶୋରେ କେତେକ କିରଦାର ନିଜର ଦମଦାର ଅଭିନୟ ଦ୍ଵାରା ସମସ୍ତଙ୍କର ମନୋରଞ୍ଜନ କରିଥିଲେ । ଏମିତି ହିଁ ଏଥିରେ ଗୋଟିଏ କିରଦାର ଥିଲା ଯାହା ରାଣୀ ଲକ୍ଷ୍ମୀବାଇଙ୍କର ପିଲାଦିନର କିରଦାର କରିଥିଲା ।

ଯାହାକୁ ଦର୍ଶକମାନଙ୍କ ଦ୍ଵାରା ସବୁଠୁ ଅଧିକ ପସନ୍ଦ କରାଯାଇଥିଲା । ଏହି ଶୋରେ ଏହି କିରଦାରକୁ କରୁଥିବା କଳାକାରମାନଙ୍କର ବହୁତ ପ୍ରଶଂସା କରାଯାଇଥିଲା । ଏମିତିରେ ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ କେଉଁଠି ଅଛନ୍ତି, କଣ କରୁଛନ୍ତି ଓ କେମିତି ଦେଖା ଯାଆନ୍ତି ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ ।

ଆପଣଙ୍କୁ କହିଦେଉଛୁ କି ଟିଭି ସିରିୟଲ ‘ଝାଂସୀ କୀ ରାନୀ’ରେ ଝାଂସୀର ରାଣୀଙ୍କର ପିଲାଦିନର କିରଦାର କରୁଥିବା କଳାକାରର ଅସଲ ନାମ ଉଲ୍କା ଗୁପ୍ତା ଅଟେ । ଉଲ୍କା ଗୁପ୍ତାଙ୍କ ଜନ୍ମ ୧୨ ଏପ୍ରିଲ ୧୯୯୭ରେ ବିବାହରେ ହୋଇଥିଲା । ସେ କିନ୍ତୁ ନିଜର ପିଲାଦିନର ଶିକ୍ଷା ମୁମ୍ବାଇର ଏକ ସ୍କୁଲରେ ପୁରା କରିଛନ୍ତି । ଯଦି ତାଙ୍କର ଅଭିନୟ କ୍ୟାରିୟର ବିଷୟରେ କଥାବାର୍ତ୍ତା କରିବା ତେବେ ତାଙ୍କଉ ପିଲାଦିନୁ ହିଁ ଅଭିନୟ କରିବାର ଇଚ୍ଛା ଥିଲା ।

ଯେଉଁ କାରଣରୁ ସେ ଅଭିନୟ ସ୍କୁଲରେ ଡାଖିଲା ନେଇଥିଲେ ଓ ଅଭିନୟ କୋର୍ସ ପୁରା କରିବା ପରେ ହିଁ ତାଙ୍କୁ ଟିଭି ସିରିୟଲ ଝାଂସୀ କୀ ରାନୀରେ ଚାନ୍ସ ମିଳିଲା । ଏହି ସିରିୟଲ ଜରିଆରେ ସେ ଟିଭି ଇଣ୍ଡଷ୍ଟ୍ରିରେ ନିଜର ଡେବ୍ୟୁ କରିଥିଲେ । ଏହି ସିରିୟଲରେ ସେ ମନୁ ଉର୍ଫ ରାଣୀ ଲକ୍ଷ୍ମୀବାଇର କିରଦାରରେ ନଜର ଆସିଥିଲେ । ଏହି ସିରିୟଲ ପରେ ଉଲ୍କା ଗୁପ୍ତାଙ୍କୁ ବୀର ଶିବାଜି ,ଦେବ କୋ ଦେବ ମହାଦେବ ଓ ଶକ୍ତିପୀଠ କି ବୈରଭ ଭଳି ସିରିୟଲରେ କାମ କରିବାକୁ ସୁଯୋଗ ମିଳିଲା ।

ଏହି ସବୁ ସିରିୟଲରେ ତାଙ୍କର କିରଦାରକୁ ବହୁତ ଅଧିକ ପସନ୍ଦ ବି କରାଯାଇଥିଲା । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଟିଭି ସିରିୟଲ ଝାଂସୀ କୀ ରାନୀରେ ଅଭିନେତ୍ରୀ ଉଲ୍କା ଗୁପ୍ତା ଆଜି ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି । ସେ ଆଜି ୨୩ ବର୍ଷର ହୋଇସାରିଛନ୍ତି । ଯେଉଁଠି ସିରିୟଲରେ ତାଙ୍କୁ ବହୁତ ସାଧାରଣ ଓ ରାଗି ଦେଖାଯାଇଥିଲା ଅସଲ ଜୀବନରେ ସେ ବିଲକୁଲ ବି ସେମିତି ନୁହନ୍ତି । ସେ ବର୍ତ୍ତମାନ ସମୟରେ ଆଗ ଅପେକ୍ଷା ଆହୁରି ଅଧିକ ସୁନ୍ଦର ଦେଖା ଯାଉଛନ୍ତି ।

ଏହା ଛଡା ତାଙ୍କର ଡ୍ରେସିଙ୍ଗ ସେନ୍ସ ବି ପୂରାପୂରି ଭିନ ଅଟେ । ଯେଉଁଠି ଶୋରେ ତାଙ୍କୁ ଶାଢୀରେ ଦେଖାଯାଇଥିଲା ତେବେ ଅସଲ ଜୀବନରେ ସେ ବହୁତ ଦାମୀ ଡ୍ରେସ ପିନ୍ଧିଥିବାର ନଜର ଆସନ୍ତି । ବର୍ତ୍ତମାନ ସମୟରେ ବି ସେ ନିଜର ଅଭିନୟ କ୍ୟାରିୟରରେ ଏକ୍ଟିବ ଅଛନ୍ତି ଓ କିଛି ଦିନ ତଳେ ହିଁ ତାଙ୍କୁ ଫିଲ୍ମ ଶିମ୍ବାରେ ଏକ ଛୋଟ ରୋଳାରେ ଦେଖା ଯାଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।