Chanakya Neeti- ନାରୀ ମାନଙ୍କ ବିଷୟରେ ( ୧୦ଟି ଗୁପ୍ତ କଥା ) ଯାହା ପୁରୁଷ ମାନଙ୍କୁ ନିହାତି ଜାଣିବା ଦରକାର

ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ଆମେ ସମସ୍ତେ କିଛିନା କିଛି ନିଶ୍ଚୟ ଜାଣିଥିବା । ସେ ଜଣେ ନିତିବାନ୍, ବୁଧିବାନ୍ ଓ ଜଣେ ଭଲ ରାଜନୀତିଜ୍ଞ ମଧ୍ୟ ଥିଲେ । ସେ ନିଜ ବୁଦ୍ଧି ଦ୍ଵାରା ନୀତିଶାସ୍ତ୍ରରେ ମଣିଷ ଜୀବନ ଉପରେ କିଛି ତଥ୍ୟ ଲେଖିଛନ୍ତି ଯାହାକୁ ମଣିଷ ନିଜ ଜୀବନରେ ଉପଯୋଗ କଲେ କେବେ କଷ୍ଟ ପାଇବନାହିଁ । ସେ ବହୁତ କଟୁ କଥା ମଧ୍ୟ ଲେଖିଛନ୍ତି । ଯାହାକୁ ଅପ୍ରିୟ ସତ୍ୟ ଅଟେ । ତେବେ ଆସନ୍ତୁ ଜାଣିବା ମହିଳା ମାନଙ୍କ ସଂପର୍କରେ ସେ କଣ ଏପରି ଗୁପ୍ତ କଥା କହିଛନ୍ତି ।

୧. ପ୍ରାୟତଃ ପାରିବାରିକ କଲହରେ ସାଧାରଣତଃ ନାରୀ ମାନଙ୍କର ହାତ ଥାଏ । ପୁରୁଷ ଚିନ୍ତା କରିବା କଥା କି ନାରୀଙ୍କ ଯୋଗୁଁ ଯେଉଁ କଳହ ହୋଇଥାଏ ସେଥିରୁ କୌଣସି ଫାଇଦା ହୋଇନଥାଏ ।

୨. ତାଙ୍କୁ ହିଁ ପ୍ରକୃତ ସ୍ତ୍ରୀ କୁହାଯାଏ ଯିଏ କାର୍ଯ୍ୟ ସମୟରେ ମନ୍ତ୍ରୀ ପରି, ଭୋଜନ ସମୟରେ ମାଆ ପରି ଓ ସେବା ସମୟରେ ଦାସୀ ପରି ଆଚରଣ କରିଥାଏ ।

୩. ନାରୀ ହେଉଛି ଦୁନିଆର ସବୁଠାରୁ ବଡ଼ ଆକର୍ଷଣ ଯାହାର ଇଶାରରେ ପୁରୁଷ କାଠ କଣ୍ଢେଇ ପାଲଟି ଯାଇଥାଏ, ଏହାର କାରଣ ହେଉଛି ନାରୀର ସୌନ୍ଦର୍ଯ ଓ ଯୌବନ ।

୪. ଖରାପ ସମୟ ପାଇଁ ଧନ ସଞ୍ଚୟ କରିବା ଦରକାର ଓ ଏହା ସହିତ ନାରୀ ପ୍ରତି ସତର୍କ ହେବା ମଧ୍ୟ ଦରକାର । କାରଣ ନାରୀ ଓ ଧନ ବେଳେ ବେଳେ ମଣିଷ କୁ ଠକି ଦେଇଥାନ୍ତି ।

୫. ପୂର୍ବରୁ ପ୍ରମାଣିତ କି ଏ ଦୁନିଆରେ ଯୁଦ୍ଧ, ହତ୍ୟା ଆଦି ମାରାତ୍ମକ କାଣ୍ଡ କେବଳ ନାରୀ ଯୋଗୁଁ ହିଁ ଘଟିଥାଏ । Ethi pain ବୁଦ୍ଧିଜୀବୀ ମାନେ ନାରୀର ମାୟ ଜଳରେ ଆଦୌ ଫସିବା କଥା ନୁହେଁ ।

୬. ନାରୀର ସୌନ୍ଦର୍ଯ୍ୟ ଶରୀରର ଗଠନ ପ୍ରତେକ ପୁରୁଷଙ୍କୁ ଆକର୍ଷିତ କରିଥାଏ । ଏହି କାରଣରୁ ପୁରୁଷ ସୁନ୍ଦର ନାରୀ ସହ ବସବାସ କଲେ ମଧ୍ୟ ପରାନାରି ପ୍ରତି ପ୍ରୋଲୁପ ଦୃଷ୍ଟି ପକାଇଥାନ୍ତି ।

୭. କେବଳ ମନୁଷ୍ୟ ନୁହେଁ ଦେବତା ମାନେ, ବଡ଼ ବଡ଼ ଜ୍ଞାନୀ ବିଦ୍ୱାନ ଓ ପଣ୍ଡିତମାନେ ମଧ୍ୟ ନାରୀକୁ ପାଇବା ପାଇଁ ମଧ୍ୟ ବ୍ୟାକୁଳିତ ହୋଇଥାନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

୮. ନାରୀ ଯେତେ ବୟସ୍କ ହେଲେ ମଧ୍ୟ ନିଜକୁ ସବୁଠୁ ସୁନ୍ଦର ଓ ଯୌବନ ମୟୀ ବୋଲି ଭାବେ । ସେ ଯେକୌଣସି ଉପାୟରେ ନିଜ ର ସୌନ୍ଦର୍ଯ୍ୟକୁ ଅତୁଟ ରଖିବାକୁ ଚାହେଁ । ଯାହାର ପରିଣାମ ସ୍ୱରୂପ ପୁରୁଷ ତା ପଛରେ ଧାଇଁ ଥାଏ ।

୯.ଯେଉଁ ନାରୀ ପତିଙ୍କ କଥାକୁ ଖାତିରି କରେ ନାହିଁ ସେ ପବିତ୍ରତା ଠାରୁ ବହୁ ଦୂରରେ ଥାଏ ।

୧୦. ପ୍ରେମ ବନ୍ଧନ ସବୁଠାରୁ ଅଧିକ ଶକ୍ତିଶାଳୀ କିନ୍ତୁ ଯୁବତୀ ବହୁତ୍ ସୁନ୍ଦର ହୋଇଥାଇପାରେ ଯଦି ମର୍ଯ୍ୟାଦା ନଥିବ ତେବେ ତାକୁ ବିବାହ କରିବା ଉଚିତ ନୁହେଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।