ଟପ 10 Bollywood ହିରୋଇନଙ୍କ ଡ୍ରେସ ଯେବେ ଦେଇଥିଲା ଧୋଖା, ଦେଖି ଲାଜେଇ ଯିବେ

ଫିଲ୍ମ ଇଣ୍ଡଷ୍ଟ୍ରିର ସବୁ ବଡ ବଡ ଅଭିନେତ୍ରୀଙ୍କୁ ସେମାନଙ୍କର ଷ୍ଟାଇଲ ଓ ଫ୍ୟାସନ ପାଇଁ ସମସ୍ତେ ଫ୍ଲୋ କରିଥାନ୍ତି । କିନ୍ତୁ ବେଳେ ବେଳେ ଏମାନଙ୍କର ଷ୍ଟାଇଲ ହିଁ ଏମାନଙ୍କ ପାଇଁ କାଳ ହୋଇଯାଏ । ଏମିତିରେ ଏମାନଙ୍କୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଥାଏ । କହିବାକୁ ଗଲେ ବଲୀଉଡ ଅଭିନେତ୍ରୀମାନେ ପ୍ରାୟତଃ ନିଜର ଡ୍ରେସକୁ ଓ ନିଜର ଶରୀରର କିଛି ଅଂସକୁ ଦେଖାଇବାକୁ ନେଇ ବି ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହୋଇ ଯାନ୍ତି ।

ଇଭେଣ୍ଟ ଓ ଆୱାର୍ଡ ଫଙ୍କସନ ସମୟରେ ବି ବଲୀଉଡ ଅଭିନେତ୍ରୀମାନେ ନିଜର ଡ୍ରେସ କାରଣରୁ ନିଜକୁ ବହୁତ ଅସମଞ୍ଜସ୍ୟ ମନେ କରନ୍ତି ଓ ଦେଖୁ ଦେଖୁ ସେହି ସମୟର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଯାଏ । ଆଜି ବି ଆମେ ଆପଣଙ୍କୁ ଏହିଭଳି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ସମସ୍ତଙ୍କ ସାମ୍ନାରେ ଓ ମିଡିଆ ସାମ୍ନାରେ ଲଜ୍ୟାଜନକଙ୍କ ସ୍ଥିତିରେ ପଡି ଯାଇଛନ୍ତି ।

ଅନୁଷ୍କା ଶର୍ମା

କହିବାକୁ ଗଲେ ବର୍ତ୍ତମାନ ସମୟରେ ଅନୁଷ୍କା ଶର୍ମା ନିଜର ମା ହେବାର ସମୟକୁ ବହୁତ ଆନନ୍ଦର ସହ ବ୍ୟତୀତ କରୁଛନ୍ତି । କିନ୍ତୁ ଥରେ ଏୟାରପୋର୍ଟରେ ସପ୍ଟ ହୋଇଥିବା ଅନୁଷ୍କା ଶର୍ମା ଡ୍ରେସ ତାଙ୍କୁ ହିଁ ଧୋଖା ଦେଇ ଥିଲା । କହିବାକୁ ଗଲେ ପବନ ହେବା କାରଣରୁ ଅନୁଷ୍କା ଶର୍ମାଙ୍କ ଟପ ଉପରକୁ ଉଡିଗଲା ଓ ଏହା ପରେ ତାଙ୍କର ବ୍ରା ପୂରାପୂରି ଦେଖା ଯାଉଥିଲା ।

କରିନା କପୁର

କହିବାକୁ ଗଲେ କରିନା କପୁରଙ୍କୁ ତାଙ୍କର ଷ୍ଟାଇଲ ପାଇଁ ଅଧିକ ଜଣାଯାଏ । କିନ୍ତୁ ସେ ବି ନିଜର ଡ୍ରେସ କାରଣରୁ ପ୍ରାୟତଃ ଲଜ୍ଜିତ ହୋଇ ଯାଆନ୍ତି । କହିବାକୁ ଗଲେ ଗୋଟିଏ ଇଭେଣ୍ଟରେ କରିନାଙ୍କ ବ୍ଳାଉଜ ଫାଟି ଯାଇଥିଲା । ଏହା ପରେ ସେ ତାକୁ ସେଫଟିପୀନ ଦ୍ଵାରା ଠିକ କରିଲେ ।

ପ୍ରିୟଙ୍କା ଚୋପଡା

ନିଜର ହଟ ଅବତାର ପାଇଁ ପ୍ରସିଦ୍ଧ ପ୍ରିୟଙ୍କା ଚୋପଡା ଥରେ ଏକ କଳା ରଙ୍ଗର ଡ୍ରେସରେ ନଜର ଆସିଥିଲେ ଓ ଏହି ଡ୍ରେସ ଟ୍ରାଂସପେରେଣ୍ଟ ଥିଲା । କହିବାକୁ ଗଲେ ଏହି ଡ୍ରେସ ଏତେ ଟ୍ରାଂସପେରେଣ୍ଟ ଥିଲା କି ତାଙ୍କର ଭିତର ଡ୍ରେସ ବି ନଜର ଆସୁଥିଲା ।

କଙ୍ଗନା ରନୌତ

କହିବାକୁ ଗଲେ କଙ୍ଗନା ରନୌତ ବଲୀଉଡର କୁଇନ ଅଟନ୍ତି । କିନ୍ତୁ ଗୋଟିଏ ପାର୍ଟିରେ ତାଙ୍କୁ ତାଙ୍କର ଡ୍ରେସ କାରଣରୁ ବହୁତ ଅସୁବିଧା ହୋଇଥିଲା ଓ ଏହି ଡ୍ରେସ କାରଣରୁ ତାଙ୍କୁ ଟ୍ରୋଲ ବି କରାଯାଇଥିଲା ।

ସୋନାମ କପୁର

ସୋନାମ କପୁର ବହୁତ ସୁନ୍ଦର ଅଟନ୍ତି । କିନ୍ତୁ ଗୋଟିଏ ଇଭେଣ୍ଟରେ ତାଙ୍କୁ ନିଜର ଡ୍ରେସ କାରଣରୁ ଲଜ୍ଜିତ ହେବାକୁ ପଡିଥିଲା ।

ଆଳିୟା ଭଟ୍ଟ

ଗୋଟିଏ ଫିଲ୍ମର ପ୍ରମୋଶନ ସମୟରେ ଆଳିୟା ଭଟ୍ଟ ଗୋଟିଏ ଟ୍ରାଂସପେରେଣ୍ଟ ଡ୍ରେସ ପିନ୍ଧିଥିଲେ । ଏହି କାରଣରୁ ତାଙ୍କର ଭିତରର ଡ୍ରେସ ନଜର ଆସୁଥିଲା ଓ ତାଙ୍କୁ ଏହି ଡ୍ରେସ କାରଣରୁ ଲଜ୍ଜିତ ହେବାକୁ ପଡିଥିଲା ।

ପରିଣୀତି ଚୋପଡ଼ା

କହିବାକୁ ଗଲେ ଆପଣ ଏହି ଫଟୋରେ ଦେଖି ପାରିବେ କି ପରିଣୀତି ଚୋପଡ଼ା ଏହି ଫଟୋରେ ବ୍ରା ନ ପିନ୍ଧି ନିଜର ଫଟୋସୁଟ କରୁଥିବାର ନଜର ଆସୁଛନ୍ତି । ଯେଉଁ କାରଣରୁ ତାଙ୍କୁ ବହୁତ ଟ୍ରୋଲ ବି କରାଯାଇଥିଲା ।

କଟରିନା କୈଫ

କଟରିନା କୈଫଙ୍କୁ ବି ନିଜର ସର୍ଟ ଡ୍ରେସ କାରଣରୁ ଟ୍ରୋଲ ହେବାକୁ ପଡ଼ିଛି । କହିବାକୁ ଗଲେ ଗୋଟିଏ ଇଭେଣ୍ଟ ସମୟରେ ସେ ବହୁତ ଛୋଟ ଡ୍ରେସ ପିନ୍ଧିଯାଇଥିଲେ । ଯେଉଁ କାରଣରୁ ତାଙ୍କୁ ବସିବାକୁ ଅସୁବିଧା ହେଉଥିଲା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।