ଦ Great Khali କେତେ ଖାଆନ୍ତି ଆଉ ତାଙ୍କ ସମ୍ପତି କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଦ ଗ୍ରେଟ ଖଲି ଆମ ଭାରତ ର ଏକମାତ୍ର ରେସଲର୍, ଏକମାତ୍ର ଵଡି ବିଲଡର, ସେ ଆମ ଭାରତର ନାମ କୁ ସାରା ବିଶ୍ୱ ରେ ପ୍ରସିଦ୍ଧ ଲାଭ କରାଇଛନ୍ତି । ତେବେ ଆଜି ଆସନ୍ତୁ ଜାଣିବା ତାଙ୍କ ର ସମ୍ପତି ଘର ଵାଡି ଓ ତାଙ୍କ ପରିବାର ସମ୍ବନ୍ଧରେ ଜାଣିବା ଓ ତାଙ୍କ ସଙ୍ଘର୍ଷମୟ ଜୀବନ ବିଷୟରେ ଓ କିଛି ଘଟଣା ସମ୍ପର୍କରେ ମଧ୍ୟ ଜାଣିବା ।

ଦ ଗ୍ରେଟ ଖଲିଙ୍କ ଅସଲି ନାମ ହେଲା ଦିଲୀପ ସିଂ ରାଣା । ସେ ଭାରତ ର ହିମାଞ୍ଚଳ ପ୍ରଦେଶ ରେ ଜନ୍ମ ଗ୍ରହଣ କରିଥିଲେ, ଓ ସେ ଵହୁତ ଗରିବ ପରିବାର ରେ ଜନ୍ମଗ୍ରହଣ କରିଥିଲେ । ସେମାନେ ସାତ ଜଣ ଭାଇ ଓ ଭଉଣି ଥିଲେ, ଓ ତାଙ୍କ ଘରେ ଖାଦ୍ୟ ଖାଇବା ପାଇଁ ପାଇସା ନଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସେ ଛୋଟ ଥିଲା ବେଳେ ମାତ୍ର ମାସକୁ “୪୦୦୦”ଟଙ୍କା ଦରମାରେ ସେ ସିକୁରିଟି ଗାର୍ଡ ରହିଥିଲେ ।

ସେ ସମୟରେ ଜଣେ ପଞ୍ଜାବ ର ଏକ ପୋଲିସ ଅଧିକାରୀ ଜଣକ ସହ ଦେଖା ହେଲା। ପୋଲିସ ଅଧିକାରୀ ଗ୍ରେଟ ଖଲିଙ୍କ ଵିଶାଳ ଵଡି ଦେଖି ସେ ଇଣ୍ଟରେ ନସନାଲ ନେବା ପାଇଁ ଚାହିଁଥିଲେ । ତା ପରେ ସେ ନେଇ ପଞ୍ଜାବ ପୋଲିସର ଚାକିରୀ ଦେଇ ଥିଲେ । ତାହା ପରେ ସେ ଲୋକାଲ ଜିମ୍ ରେ ଯାଇ ଜଣେ ରେସଲର୍ ହୋଇ ଯାଇଥିଲେ । ତାଙ୍କର ଓଜନ ହେଉଛି ୧୬୦ କେଜି ଏବଂ ତାଙ୍କ ଉଚ୍ଛତା ହେଉଛି ୭ ପୁଟ 1 ଇଂଚ ।

ସେ କେବଳ ଆମ ଭାରତ ରେ ପ୍ରସିଦ୍ଧ ନୁହନ୍ତି ,ସାରା ବିଶ୍ବ ରେ ମଧ୍ୟ ପ୍ରସିଦ୍ଧ ଅଟନ୍ତି । ସେ ଭାରତ ର ଏକମାତ୍ର ବ୍ୟକ୍ତି ଯେ କି ୱାଲ୍ଡ ହେବି ୱେଟ ଚମ୍ପିୟାନ ସିପ ଖେଳି ବିଜୟ ହାସଲ କରିଛନ୍ତି । ଦ ଗ୍ରେଟ ଖଲି ଛୋଟ ଵେଳୁ ଅଶିକ୍ଷିତ ଥିଲେ ,ସେ କେବେ ସ୍କୁଲ ମାଟି ମାଡି ନାହାନ୍ତି। ତାଙ୍କୁ ହିନ୍ଦୀ ଭାଷା ଛାଡି ଦେଲେ ଆଉ କିଛି ଭାଷା ଆସୁନଥିଲା ,ସେ WWE ଗଲା ପରେ ତାଙ୍କୁ ଆଠ ବର୍ଷ ରୁ ଦଶ ବର୍ଷ ଲାଗିଲା ଇଂରାଜୀ ଭାଷା ଶିଖିବା ପାଇଁ ।

ସେ ଯେତେବେଳେ ୱାଲ୍ଡ ହେଵି ୱେଟ ଚମ୍ପିୟାନ ସିପ ଲଢେ଼ଇ କରୁଥିଲେ । ସେ ଗୋଟିଏ ମ୍ୟାଚ ପାଇଁ ଦେଢ଼ କୋଟି ଟଙ୍କା ନେଉ ଥିଲେ । ସେ ହଲିଉଡ଼ ଏବଂ ବଲିଉଡ ପିଲ୍ମୀ ରେ ରୋଲ କରିଛନ୍ତି । ତାଙ୍କର ଆମେରିକା ରେ ଏକ ଵହୁତ ଵଡ ଆଲିସାନ ଘର ଅଛି ।

ସେ ଭାରତ ର ଏକ ମାତ୍ର ବ୍ୟକ୍ତି ଯେ କି କୁସ୍ତି ଜିତିଥିଲେ । ତାଙ୍କର ଆମେରିକାରେ ବିରାଟ ଘର ଅଛି,ହିମାଞ୍ଚଳ ପ୍ରଦେଶରେ ମଧ୍ୟ ଏକଘର ଅଛି । ଗ୍ରେଟ ଖଲି ତାଙ୍କ ପରିବାର ସହିତ ଆମେରିକା ରେ ରହୁଛନ୍ତି । ସେ ୨୦୧୪ ମସିହାରେ କୁସ୍ତି ଛାଡି ଦେଇ ଥିଲେ । ସେ ଏକ ରେସଲର୍ ସ୍କୁଲ ଖୋଲି ସେଥିରେ ପିଲା ମାନଙ୍କୁ ଟ୍ରେନିଂ ଦେଉଛନ୍ତି । ସେ ଏକ ବ୍ରାଣ୍ଡ ପ୍ରମୋସନ କରିବା ପାଇଁ ସାଢେ ପାଞ୍ଚ କୋଟି ଟଙ୍କା ନେଇଥାନ୍ତି । ତାଙ୍କର ମୋଟ ସମ୍ପତିର ମୂଲ୍ୟ ହେଉଛି ସାତ ଶହ କୋଟି ଟଙ୍କା । ତାଙ୍କର ଆମେରିକାରେ ମଧ୍ୟ୍ୟ ଦଶ କୋଟି ଟଙ୍କାର ଏକ ଘର ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।