Akshay Kumar ନିଜ ଜବାନ ଓ ସୁନ୍ଦରୀ ଭଉଣୀର ବିବାହ ଏହି ବୁଢା ଲୋକ ସହିତ କାହିଁକି କରିଥିଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ବଲିଉଡର ଏମିତି ଅନେକ ଷ୍ଟାର ଅଛନ୍ତି ଯେଉଁମାନଙ୍କର ସମ୍ପର୍କୀୟ ଇଣ୍ଡଷ୍ଟ୍ରିର ରଙ୍ଗମଞ୍ଚରୁ ସବୁବେଳେ ଦୂରେଇ ରୁହନ୍ତି । ଏମାନଙ୍କର ଭାଇ ଏବଂ ଭଉଣୀ ବଲିଉଡର ଦିବା ମାନଙ୍କୁ ମଧ୍ୟ ଟକ୍କରରେ ପଛରେ ପକାଇ ଦିଅନ୍ତି ।

ଏହା ସତ୍ତ୍ୱେ ମଧ୍ୟ ସେ ନିଜକୁ ଲାଇମ୍ ଲାଇଟ୍ ରେ ରଖିବାକୁ ପସନ୍ଦ କରନ୍ତି ନାହିଁ । ବଲିଉଡର ଜଣେ ପ୍ରସିଦ୍ଧ କଳାକାରଙ୍କ ଭଉଣୀ ମଧ୍ୟ ସୁନ୍ଦରତା ଲିଷ୍ଟ ରେ ଟପ୍ ରେ ଅଛନ୍ତି । ଏହି କଳାକାରଙ୍କ ଭଉଣୀ ୪୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ନିଜ ଠାରୁ ୧୫ ବର୍ଷରୁ ଅଧିକ ବଡ଼ ବ୍ୟକ୍ତିଙ୍କୁ ନିଜର ହୃଦୟ ଦେଇ ଦେଇଥିଲେ । ତେବେ ଆସନ୍ତୁ ଜାଣିବା ଏହି ପ୍ରସିଦ୍ଧ ଅଭିନେତା ଏବଂ ତାଙ୍କ ଭଉଣୀଙ୍କ ବିଷୟରେ ।

ସେ ଆଉ କେହି ନୁହନ୍ତି ସିଷ୍ଟର ଖିଲାଡ଼ି ନାଁରେ ପରିଚିତ ଅକ୍ଷୟ କୁମାର ଯିଏ ବଲିଉଡର କଳାକାର ଅଟନ୍ତି । ତାଙ୍କ ଭଉଣୀଙ୍କ ନାଁ ଆଲ୍କା ଭାଟିଆ ଏବଂ ଆଲ୍କା ବଲିଉଡ ଅଭିନେତ୍ରୀଙ୍କୁ ସୁନ୍ଦର ମାମଲାରେ ପଛରେ ପକାଇ ଦିଅନ୍ତି ‌ । ଏମିତିରେ କି ସେ ନିଜ ଭାଉଜ ଟ୍ୱିଙ୍କଲ୍ ଖାନ୍ନାଙ୍କୁ ମଧ୍ୟ ଟକ୍କର ଦିଅନ୍ତି । ଅକ୍ଷୟ କୁମାର ଭଉଣୀଙ୍କୁ ୪୦ ବର୍ଷରେ ପ୍ରେମ ହେଲା ଏବଂ ସେ ୨୩ ଡିସେମ୍ବର ୨୦୧୨ରେ ସୁରେନ୍ଦ୍ର ହୀରା ନନ୍ଦାନୀଙ୍କୁ ବିବାହ କରିଥିଲେ ।

ସୁରେନ୍ଦ୍ର ଆଲ୍ଲାଙ୍କ ଠାରୁ ୧୫ ବର୍ଷ ବଡ଼ ଅଟନ୍ତି । ସୁରେନ୍ଦ୍ର ହାଉସ୍ ଅଫ୍ ହୀରା ନନ୍ଦାନୀର ଫାଉଣ୍ଡର ଏବଂ ମ୍ୟାନେଜିଙ୍ଗ ଡାରେକ୍ଟର ଅଟନ୍ତି ଅଟନ୍ତି । ହାଉସ ଅଫ୍ ହୀରା ନନ୍ଦାନୀ ଗୋଟିଏ ବଢୁଥିବା ବିଜିନେସ ଗ୍ରୁପ ଅଟେ ଯାହା ଭାରତରେ ଜମିବାଡ଼ି ସମ୍ପତ୍ତିର କାରବାର ଏବଂ ହାଉସିଂ ସେକ୍ଟରରେ କାମ କରନ୍ତି । ସୁରେନ୍ଦ୍ରଙ୍କର ଏହା ଦ୍ବିତୀୟ ବିବାହ ଅଟେ । ଅକ୍ଷୟ କୁମାର ଏହି ବାହାଘର ପାଇଁ ଜମାବି ରାଜି ନଥିଲେ କିନ୍ତୁ ପଛରେ ସେ ରାଜି ହେଲେ । ତେବେ ସେଇଠି ବିବାହ ପରେ ଆଲ୍କା ବର୍ତ୍ତମାନ ଗୃହିଣୀ ଅଟନ୍ତି ଏବଂ ସମସ୍ତ ସମୟ ନିଜର ଘର କାର୍ଯ୍ୟରେ ଲଗାନ୍ତି ।

ଆଲ୍କା ବହୁତ ସାନ୍ତ ସ୍ବଭାବର ଅଟନ୍ତି ଏବଂ ତାଙ୍କୁ କାହା ସହିତ ଅଧିକ ମିଳାମିଶା କରିବା ପସନ୍ଦ କରନ୍ତି ନାହିଁ । ଆଲ୍କାଙ୍କ ସ୍ବାମୀ ଜଣେ ବଡ଼ ବ୍ୟବସାୟ ଅଟନ୍ତି । ସେ ଦେଶର ସବୁଠାରୁ ଧନୀ କାରବାର କରୁଥିବା ବ୍ୟକ୍ତି ମଧ୍ୟରୁ ଜଣେ ଅଟନ୍ତି । ଆଲ୍କା ମଧ୍ୟ ୨୦୧୪ ମସିହାରେ ଫିଲ୍ମ ଉତ୍ପାଦନ କରିଥିଲେ । ଆଲ୍କାଙ୍କ ସ୍ୱାମୀ ସୁରେନ୍ଦ୍ର ହୀରା ନନ୍ଦାନୀ ମୋଟ ସମ୍ପତ୍ତି ୨୦୧୮ ଅନୁଯାୟୀ ୧.୨୯ ବିଲିଅନ ଡଲାର ଥିଲା ।

ଅକ୍ଷୟ କୁମାର ନିଜ ମା ଏବଂ ଭଉଣୀ ସହ ବହୁତ ପାଖରେ ରୁହନ୍ତି ଏବଂ ସେମାନଙ୍କ ସହ ତାଙ୍କ ସମ୍ପର୍କ ବହୁତ ମଧୁର ଅଛି । ଅକ୍ଷୟଙ୍କ ଭଉଣୀ ବାହାଘର ପରେ ନୁହେଁ ବରଂ ବାହାଘର ପୂର୍ବରୁ ସେ ନିଜକୁ ବାପାଘରୁ ଦୂରରେ ରୁହନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।