ଶାଶୁଘରେ ସମସ୍ତଙ୍କର ପ୍ରିୟ ହେଇଥାନ୍ତି ଏହି 4 ନାମର ଝିଅ, କଣ ଆପଣଙ୍କ ନାହିଁ ତ ଏଥିରେ

ବନ୍ଧୁଗଣ ଝିଅମାନଙ୍କୁ ସାକ୍ଷାତ ମା’ ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ । ସବୁ ଝିଅ ପ୍ରେମ ଓ କେୟାର ମାମଲାରେ ଅଲଗା ଅଲଗା ହୋଇଥାନ୍ତି । ଶାସ୍ତ୍ର ଅନୁସାରେ କୁହାଯାଏ କି ମହିଳାମାନଙ୍କ ମଧ୍ୟରେ ଏମିତି କିଛି ଖାସ ଗୁଣ ରହିଥାଏ ଯାହା ତାଙ୍କୁ ବାକି ଲୋକଙ୍କ ଠାରୁ ଅଲଗା ଓ ସୌଭାଗ୍ୟଶାଳୀ ବନାଇଥାଏ । ଝିଅମାନଙ୍କ ସ୍ଵଭାବ କାରଣରୁ ହିଁ ତାଙ୍କର ଆଖ ପାଖର ଲୋକଙ୍କ ଜୀବନରେ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ କିଛି ଏମିତି ନାମର ଝିଅମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ କାମ ଓ ଗୁଣ କାରଣରୁ ଶାଶୁ ଘରେ ସମସ୍ତଙ୍କ ହୃଦୟ ଜିତିଥାନ୍ତି ଓ ସମସ୍ତଙ୍କର ପ୍ରିୟ ହୋଇ ରହିଥାନ୍ତି ।

P ନାମର ଝିଅ

 

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଝିଅମାନଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ଏମିତି ଝିଅମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ଅନ୍ୟମାନଙ୍କ ସୁଖ ଦୁଃଖରେ ଭାଗୀଦାର ହୋଇଥାନ୍ତି । ବିବାହ ପରେ ମଧ୍ୟ ଏମାନଙ୍କ ସ୍ଵଭାବରେ କୌଣସି ପରିବର୍ତ୍ତନ ଆସି ନଥାଏ । ଏମାନେ ନା କେବଳ ନିଜ ପାର୍ଟନର ବରଂ ପାର୍ଟନର ଙ୍କ ସହିତ ଜଡିତ ସବୁ ବ୍ୟକ୍ତିଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି । ଶାଶୁ ଘରେ ସମସ୍ତଙ୍କୁ ସମ୍ମାନ ଦେଇଥାନ୍ତି ଓ ସମସ୍ତଙ୍କ ଧ୍ୟାନ ରଖିଥାନ୍ତି । ଏମାନେ ନିଜ ସ୍ଵଭାବ ଓ ନିଜ ବାଣୀ କାରଣରୁ ଶାଶୁଘରେ ସମସ୍ତଙ୍କର ପ୍ରିୟ ହୋଇ ରହିଥାନ୍ତି ।

V ନାମର ଝିଅ

ଯେଉଁ ଝିଅମାନଙ୍କର ନାମ V ଅକ୍ଷରରୁ ଆରମ୍ଭ ହୋଇଥାଏ ଶାଶୁଘର ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ସ୍ଵଭାବ ଓ ଦକ୍ଷତା କାରଣରୁ ସମସ୍ତଙ୍କ ହୃଦୟ ଜିତି ନେଇଥାନ୍ତି । ଘର ଓ ବାହାର ସବୁ କାମରେ ଏମାନେ ନିପୁଣ ହୋଇଥାନ୍ତି । ଠିକ ସମୟ ଆସିଲେ ଏମାନେ ନିଜର ଏହି ସବୁ ଗୁଣର ବ୍ୟବହାର କରି ଶାଶୁ ଘରେ ସମସ୍ତଙ୍କ ମନ ଜିତିଥାନ୍ତି । ନିଜ ବ୍ୟବହାର ଓ ଦକ୍ଷତା କାରଣରୁ ଏମାନେ ନା କେବଳ ନିଜ ଜୀବନସାଥୀ ବରଂ ଶାଶୁଘରର ସବୁ ସଦସ୍ୟଙ୍କର ପ୍ରିୟ ହୋଇଥାନ୍ତି ।

N ନାମର ଝିଅ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଝିଅମାନଙ୍କ ନାମ N ଅକ୍ଷରରୁ ଆରମ୍ଭ ହୋଇଥାଏ ଏହି ଝିଅମାନେ ବାହାରୁ ବହୁତ ଶକ୍ତ ଓ ଭିତରୁ ବହୁତ ନରମ ହୋଇଥାନ୍ତି । ବିବାହ ପରେ ଏମାନେ ନିଜ ସ୍ଵାମୀ ଓ ତାଙ୍କ ପରିବାରର ଜୀବନକୁ ଖୁସିରେ ଭରି ଦେଇଥାନ୍ତି । ଏମାନେ ଶାଶୁଘରେ ସବୁ ଛୋଟ ବଡ ସଦସ୍ୟଙ୍କର ଖାସ ଧ୍ୟାନ ରଖିଥାନ୍ତି । ଏମାନଙ୍କୁ ଶାଶୁଘର ପାଇଁ ଭାଗ୍ୟଶାଳୀ କୁହାଯାଏ । ନିଜ ସ୍ଵଭାବ କାରଣରୁ ଏହି ଝିଅମାନେ ଶାଶୁ ଘର ଲୋକଙ୍କର ପ୍ରିୟ ହୋଇ ରହିଥାନ୍ତି ।

S ନାମର ଝିଅ

ଏହି ନାମର ଝିଅମାନେ ବହୁତ ଇଣ୍ଟେଲିଜେଣ୍ଟ ତ ହୋଇଥାନ୍ତି କିନ୍ତୁ ସ୍ଵଭାବରେ ଟିକେ ଜିଦ୍ଦିଆ ବି ହୋଇଥାନ୍ତି । ଶାଶୁଘରେ ଏମାନଙ୍କ ପାଦ ଶୁଭ ହୋଇଥାଏ । ଏମାନେ ସବୁ ପରିସ୍ଥିତିକୁ ନିଜ ଦକ୍ଷତାରେ ସମ୍ଭାଳିବାରେ ମାହିର ହୋଇଥାନ୍ତି । ଏମାନେ ଏମିତି କାମ କରନ୍ତି ଯାହା ଦ୍ଵାରା ଶାଶୁଘରେ ସବୁ ସଦସ୍ୟଙ୍କର ମାନ ସମ୍ମାନ ବଢିଥାଏ । ସମସ୍ତଙ୍କ ଖୁସି ଏମାନଙ୍କ ପାଇଁ ବହୁତ ମହତ୍ଵ ରଖିଥାଏ । ଯେଉଁ କାରଣରୁ ଏମାନେ ନିଜ ଶାଶୁଘରେ ସମସ୍ତଙ୍କର ପ୍ରିୟ ହୋଇ ରହିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।