ଆଜି ବି ବଞ୍ଚିଛନ୍ତି “ଭଗବାନ ରାମ” ଙ୍କର ବଂଶଜ, ଅରବ ସମ୍ପତି ଅଛି ଏମାନଙ୍କ ପାଖରେ- ଜାଣନ୍ତୁ ପୁରା ଇତିହାସ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଭଗବାନ ରାମ ଙ୍କର ବଂଶଧର ଆଜି ଭି ବଞ୍ଚି ଛନ୍ତି । ଅଯୋଧ୍ୟା ରେ ଜନ୍ମ ଗ୍ରହଣ କରିଥିବା ରାମଙ୍କ ଇତିହାସ ସମସ୍ତଙ୍କୁ ଜଣା ଅଛି । କିନ୍ତୁ ଏହି କଥା ବୋଧେ କାହାକୁ ଜଣା ଅଛି କି ଏତେ ବର୍ଷ ହେବ ଭଗବାନ ରାମଙ୍କ ବଂଶଧର ଜୀବିତ ଅଛନ୍ତି ।

ରାମାୟଣ ଅନୁସାରେ, ରାମଙ୍କୁ ନିଜର ସାବତ ମାଙ୍କ ର ବଚନ କାରଣରୁ ୧୪ ବର୍ଷ ର ବନବାସ କାଟିବାକୁ ପଡିଥିଲା । ୧୪ ବର୍ଷ ବନବାସ ଏବଂ ରାବଣ ର ବଧ କରିବା ପରେ ଭଗବାନ ରାମ ଅଯୋଧ୍ୟା ଫେରି ଆସିଥିଲେ ଏବଂ ସେଠାକାର ରାଜା ହେଲେ । କିନ୍ତୁ ଏହା ପରର କାହାଣୀ ବୋଧେ କାହାକୁ ଜଣା ଅଛି । ଏହା ମଧ୍ୟରେ ଏକ ରାଜବଂଶୀ ନିଜକୁ ଭଗବାନ ରାମଙ୍କ ବଂଶଧର ବୋଲି କହିଛନ୍ତି ।

ମହାରାଣୀ ପଦ୍ମିନୀ ଦେବୀ କହିଛନ୍ତି କି ସେମାନେ ରାମଙ୍କ ବଂଶଜ

ଭଗବାନ ରାମଙ୍କର ବଂଶଜ ଆଜି ବି ବଞ୍ଚିଛନ୍ତି । ଏହା ଦାବି କରିଛନ୍ତି କି ଜୟପୁର ର ମହାରାଣୀ ପଦ୍ମିନୀ ଦେବୀ ଏକ ଇଂଗ୍ଲିଶ ଚାନେଲ ରେ ଦେଇଥିବା ଇଣ୍ଟରଭିୟୁ ରେ କହିଛନ୍ତି କି ତାଙ୍କ ପରିବାର ଭଗବାନ ଶ୍ରୀରାମଙ୍କ ପୁଅ କୁଶଙ୍କ ପରିବାରର ବଂଶଜ ଅଟନ୍ତି । ରାଣୀ ପଦ୍ମିନୀଙ୍କ ଅନୁସାରେ, ତାଙ୍କ ସ୍ଵାମୀ ଭବାନୀ ସିଂହ କୁଶଙ୍କ ୩୦୯ ର ବଂଶଜ ଅଟନ୍ତି ।

କଣ ଅଟେ ଏହି ରାଜବଂଶ ର ଇତିହାସ

ଏହି ରାଜବଂଶ ର ଇତିହାସ ବିଷୟରେ କହିଲେ ଏହା ୨୧ ଅଗଷ୍ଟ ୧୯୧୨ ରେ ଜନ୍ମ ମହାରାଜା ମାନସିଂହ ତିନୋଟି ବାହା ହୋଇଥିଲେ । ମାନସିଂହଙ୍କ ପ୍ରଥମ ସ୍ତ୍ରୀଙ୍କ ନାମ ମରୁଧର କଂୱର, ଦୁତୀୟ ପତ୍ନୀଙ୍କ ନାମ ମରୁଧର କଂୱର ମାନେ ନିଜର ପ୍ରଥମ ସ୍ତ୍ରୀଙ୍କ ର ଭାଣିଜୀ କିଶୋର କଂୱର ଥିଲା ।

ମାନସିଂହ ତୃତୀୟ ବାହାଘର ଗାୟତ୍ରୀ ଦେବୀଙ୍କ ସହ କରିଥିଲେ । ମହାରାଜା ମାନସିଂହ ଏବଂ ତାଙ୍କ ପ୍ରଥମ ସ୍ତ୍ରୀ ମରୁଧର କଂୱରଙ୍କ ର ପୁଅଙ୍କ ନାମ ଭବାନୀ ସିଂହ ଥିଲା । ଭବାନୀ ସିଂହଙ୍କ ବାହାଘର ରାଜକୁମାରୀ ପଦ୍ମିନୀଙ୍କ ସହ ହୋଇଥିଲା ।

କୋଟି କୋଟି ସମ୍ପତି ର ମାଲିକ

ମହାରାଜ ଭବାନୀ ସିଂହ ଏବଂ ପତ୍ନୀ ପଦ୍ମିନୀଙ୍କ କୌଣସି ପୁଅ ନାହିଁ । ତାଙ୍କର ଏକ ପୁତ୍ରୀ ଅଛି ଯାହାର ନାମ ଦିୟା ଅଟେ ।

ଦିୟା ର ବିବାହ ନରେନ୍ଦ୍ର ସିଂହଙ୍କ ସହ ହୋଇଥିଲା ଏବଂ ଦିୟା ବିଜେପି ର ନେତା ଅଟନ୍ତି । ମହାରାଜା ଦିୟା ର ପୁତ୍ରମାନଙ୍କୁ ଗୋଦ ନେଇଛନ୍ତି । ଦିୟାଙ୍କ ବଡ ପୁଅଙ୍କ ନାମ ପଦ୍ମନାଭ ସିଂହ ଏବଂ ଛୋଟ ପୁଅ ନାମ ଲକ୍ଷରାଜ ସିଂହ ଅଟେ ।

https://www.youtube.com/watch?v=r7CZbE3Ydh4