ଏମାନେ ହେଲେ MS Dhoni ଙ୍କର 4 ଜଣ ଗର୍ଲଫ୍ରେଣ୍ଡ, 1 ନମ୍ବର ଗର୍ଲଫ୍ରେଣ୍ଡ ତ ଏବେ ଏ ଦୁନିଆରେ ବି ନାହାଁନ୍ତି

ନମସ୍କାର ବନ୍ଧୁଗଣ , ପ୍ରତିଟି ମଣିଷକୁ କ୍ରିକେଟ ଦେଖିବାକୁ ବହୁତ ଭଲ ଲାଗିଥାଏ ।ଇଣ୍ଡିଆନ କ୍ରିକେଟ ଟିମ ର ଏମ . ଏସ . ଧୋନି ଙ୍କୁ ଜନ୍ମଦିନ ର ଆଗୁଆ ହାର୍ଦ୍ଦିକ ଅଭିନନ୍ଦନ । ଏମ . ଏସ . ଧୋନି ୭ ଜୁଲାଇ ଦିନ ନିଜର ଜନ୍ମ ଦିନ ପାଳନ କରୁଛନ୍ତି ନିଜ ପରିବାର ଙ୍କ ସହ ଏବଂ ନିଜ କ୍ରିକେଟ ଟିମ ର ସମସ୍ତ ବନ୍ଧୁମାନଙ୍କ ସହ । ଧୋନୀଙ୍କ ଜାଗା ତ କେହି ନେଇ ପାରିବେ ନାହିଁ । ଧୋନି ନିଜ ପରିବାର ରେ ସ୍ତ୍ରୀ ସାକ୍ଷୀ ଏବଂ ଝିଅ ଜିଭା ସହ ବହୁତ ଖୁସିରେ ଅଛନ୍ତି । ତେବେ ବନ୍ଧୁଗଣ ସେହିପରି ଆମେ ଆଜି ଆମେ ଆପଣଙ୍କୁ ଏମ. ଏସ .ଧୋନୀଙ୍କର ସମସ୍ତ ପୁରୁଣା ଗାର୍ଲଫ୍ରେଣ୍ଡ ଙ୍କ ବିଷୟରେ ଜଣାଇବାକୁ ଯାଉଛୁ ।

ସବୁଠୁ ପ୍ରଥମେ ନାମ ଆସେ ପ୍ରିୟଙ୍କା ଝା ଙ୍କର । ଆପଣ ତ ଏମ . ଏସ . ଧୋନି ଚଳଚିତ୍ର ଦେଖିଥିବେ । ଯେଉଁଥିରେ ଧୋନୀଙ୍କ ଭୂମିକା ରେ ସୁଶାନ୍ତ ଏବଂ ପ୍ରିୟଙ୍କା ଙ୍କ ଭୂମିକା ରେ ଦିଶା ପାଟନୀ ଅଭିନୟ କରିଥିଲେ । ଯେଉଁଥିରେ ଦେଖାଯାଇଥିଲା କି ଧୋନି ପ୍ରିୟଙ୍କା ଙ୍କ ସହ ଉଡାଯାହାଜ ରେ ଦେଖା ହୋଇଥିଲେ ।

କିନ୍ତୁ ସତ ଜୀବନରେ ଏହା କି ପ୍ରିୟଙ୍କା ଓ ଧୋନି ଛୋଟ ବେଳ ର ସ୍କୁଲ ସାଙ୍ଗ । ଏବଂ ସେମାନେ ବହୁତ ଆଗରୁ ହିଁ ପ୍ରେମ ସମ୍ପର୍କ ରେ ଥିଲେ । କିନ୍ତୁ ଗୋଟେ କାର ଆକ୍ସିଡେଣ୍ଟ ରେ ପ୍ରିୟଙ୍କା ଙ୍କୁ ସବୁଦିନ ପାଇଁ ହରାଇ ବସିଥିଲେ ଧୋନି । ଧୋନି ଆଜି ଯାଏ ମଧ୍ୟ ପ୍ରିୟଙ୍କା ଙ୍କୁ ଖୋଜନ୍ତି ଭଲ ପ୍ରେମିକ ଭାବରେ ଓ ଭଲ ବନ୍ଧୁଭାବରେ ।

 

ଏବେ ଧୋନି ଙ୍କର ଦ୍ୱିତୀୟ ଗାର୍ଲଫ୍ରେଣ୍ଡ । ଧୋନି ନିଜ ଖେଳ ଖେଳିବା ସହ ଆଡ଼ଭେଟାଇଜ଼ ମଧ୍ୟ କରୁଥିଲେ ସେତେବେଳେ ତାଙ୍କର ଦୀପିକା ପାଦୁକୋନ ଙ୍କ ସହ ଭେଟ ହୋଇଥିଲା । ତାଙ୍କର ବନ୍ଧୁତ୍ୱ ବହୁତ ଭଲରେ ଚାଲିଥିଲା । କିନ୍ତୁ ସଫଳ ହୋଇପାରିଲା ନାହିଁ । ଆଉ ଏମିତିରେ ଏମ୍ . ଏସ ଧୋନି ଙ୍କର ମନ ପୁରା ଭାଙ୍ଗିଯାଇଥିଲା।

ଏହି ପରିସ୍ଥିତି ରେ ତାଙ୍କର ଦେଖାହେଲା ରାୟ ଲକ୍ଷ୍ମୀଙ୍କ ସହିତ । ଏ ହେଉଛନ୍ତି ସାଉଥ ର ନାମିଦାମୀ ହିରୋଇନ । କିନ୍ତୁ ଏମାନେ ପରସ୍ପର ପାଇଁ ସେମିତି କିଛି ଅନୁଭବ ଆଣିପାରୁନଥିଲେ । କାରଣ ସେମାନେ ଦୁହେଁ ନିଜଠୁ ବହୁତ ଦୂର ରେ ରହୁଥିଲେ । ଯେଉଁଥି ପାଇଁ ସେ ସେମିତି କିଛି ଅନୁଭବ କରିପାରୁନଥିଲେ । କେତେ ମାସ ଯାଏ ଏମାନେ ସମ୍ପର୍କରେ ରହିଥିଲେ । କିନ୍ତୁ ଧୋନି ଏ ବିଷୟରେ କିଛି କହୁନଥିଲେ । ହେଲେ ଲକ୍ଷ୍ମୀ କେବେନା କେବେ କହିଦେଉଥିଲେ । ସେ କହିଥିଲେ ୨୦୦୯ ତାଙ୍କ ପାଇଁ ସବୁଠୁ ଖରାପ ବର୍ଷ ଥିଲା ବୋଲି । ଯାହାକୁ ସେ କେବେ ବି ମନେ ପକେଇବାକୁ ଚାହୁଁନାହାନ୍ତି ।

ଧୋନି ପରେ ଫ୍ୟାଶନ କରିବେ ବୋଲି ଭାବିଲେ ଯେଉଁଠାରେ ତାଙ୍କର ଆସୀନ ଙ୍କ ସହିତ ଭେଟ ହୋଇଥିଲା। ତେବେ ଏହି ଦୁଇଜଣ ଙ୍କର ବାରମ୍ବାର ଦେଖାହେଉଥିଲା । ଆଉ ଏମିତି ଦେଖାହେଉଥିଲା କି ତାହା ପ୍ରେମ ସମ୍ପର୍କ ରେ ବଦଳିଯାଇଥିଲା । ଏହା ୨୦୧୦ ମସିହା ରେ ହୋଇଥିଲା ସେତେବେଳେ ଆଇପିଏଲ ଖେଳ ଚାଲିଥିଲା ସେ ଖେଳ କୁ ନ ଯାଇ ପ୍ରଥମେ ଆସୀନ ଙ୍କ ଘରକୁ ଯାଇଥିଲେ । ଯାହାଦ୍ୱାରା ସମସ୍ତଙ୍କୁ ସନ୍ଦେହ ହେବା ରେ ଲାଗିଥିଲା ସମସ୍ତେ ଭାବିଲେ ନିଶ୍ଚିତ କିଛି ନା କିଛି ତ ଚାଲିଛି।

କିନ୍ତୁ ସେତେବେଳେ ସାକ୍ଷୀ ଙ୍କ ସହ ତାଙ୍କର ନିର୍ବନ୍ଧ ସାରିସାରିଥିଲା ଏବଂ ଜୁଲାଇ ରେ ବାହାଘର ଥିଲା । କିନ୍ତୁ ସାକ୍ଷୀ କେମିତି ବି କରିକି ଧୋନୀଙ୍କୁ ସେହି ସମ୍ପର୍କରୁ ବାହାରକରିଥିଲେ । ଏବଂ ତାଙ୍କ ସହ ଵିଵାହ କରିଥିଲେ । ଏମିତି ବହୁତ କିଛି କଥା ଉଠିଥିଲା ଏମ୍ . ଏସ . ଧୋନୀଙ୍କ ବିଷୟରେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ