ଶାଶୁଘରେ ରାଜ କରିଥାନ୍ତି ଏହି 6 ନାମର ଝିଅ

ସବୁ ଝିଅକୁ ବିବାହ ପରେ ଦିନେ ନା ଦିନେ ନିଜର ବାପଘରକୁ ଛାଡି ଶଶୁରଘରକୁ ଯିବାକୁ ପଡିଥାଏ ଓ କୁହନ୍ତି କି ଏହି ଘରୁ ହିଁ ତାଙ୍କର ଜୀବନର ଏକ ନୂଆ ଆରମ୍ଭ ହୋଇଥାଏ । ସବୁ ଝିଅମାନଙ୍କର ଏହା ଇଚ୍ଛା ଥାଏ କି ତାଙ୍କର ବିବାହିତ ଜୀବନ ସୁଖମୟ ରହୁ ଓ ଶଶୁର ଘର ଲୋକମାନେ ତାଙ୍କର ଯତ୍ନ ନିଅନ୍ତୁ । ଏମିତିରେ ଆଜି ଆମେ ଆପଣଙ୍କୁ ସେହି ୬ଟି ନାମର ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ବିଷୟରେ କୁହାଯାଏ କି ସେ ଶଶୁର ଘରେ ସମସ୍ତଙ୍କର ହୃଦୟ ଜିତିବାରେ ମାହିର ହୋଇଥାନ୍ତି ଓ ସବୁବେଳେ ଖୁସିରେ ରହିଥାନ୍ତି ।

A ନାମର ଝିଅମାନେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କୁହାଯାଏ କି A ଅକ୍ଷରର ନାମରେ ଆରମ୍ଭ ହେଉଥିବା ଝିଅମାନେ ହୃଦୟର ବହୁତ ଭଲ ହୋଇଥାନ୍ତି । ଏମାନେ ଶଶୁର ଘରେ ନିଜେ ତ ଖୁସିରେ ରୁହନ୍ତି ଏହା ସହିତ ସମସ୍ତଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି ଏମାନେ ନିଜର କଥା ମନାଇବା ବି ଜାଣିଛନ୍ତି । ନିଜର ଭଲ ସ୍ଵଭାବ ଓ ସ୍ନେହ ଦ୍ଵାରା ଏମାନେ ଶଶୁର ଘରର ସମସ୍ତଙ୍କର ହୃଦୟ ଜଲ୍ଦି ହିଁ ଜିତି ନିଅନ୍ତି । ଏମାନଙ୍କର ଲାଇଫ ପାର୍ଟନର ବି ଏମିତି ହୋଇଥାଏ କି ଏମାନଙ୍କର ସବୁବେଳେ ସାଥ ଦେଇଥାଏ । ଏହି ନାମର ଝିଅମାନେ ଶଶୁର ଘରେ ସବୁବେଳ ରାଜ କରିଥାନ୍ତି ।

D ନାମର ଝିଅମାନେ

D ନାମର ଝିଅମାନେ ନିଜର ପାର୍ଟନରର ସହିତ ନିଜର ଶଶୁର ଘରର ବି ଧ୍ୟାନ ରଖିଥାନ୍ତି । ଏହା ସହିତ ଏମାନେ ବହୁତ ଭାଗ୍ୟଶାଳୀ ବି ହୋଇଥାନ୍ତି । କୁହାଯାଏ କି ଏମାନଙ୍କର ଯୋଡି ସ୍ଵର୍ଗରୁ ତିଆରି ହୋଇ ଆସିଥାଏ । ସମସ୍ତଙ୍କୁ ସମ୍ମାନ ଦେବା ସହିତ ଏମାନଙ୍କ ହୃଦୟରେ ଦୟା ଓ ଭାବନା ବି ଦେଖିବାକୁ ମିଳିଥାଏ । ଏହି ଝିଅମାନେଙ୍କୁ ବହୁତ ଭଲ ପାଉଥିବା ପାର୍ଟନର ମିଳିଥାଏ ।

M ନାମ ବାଲା ଝିଅମାନେ

ଜ୍ୟୋତିଷୀଙ୍କ ଅନୁସାରେ M ନାମର ଝିଅମାନେ ସ୍ଵଭାବରେ ଅଳ୍ପ ଲାଜୁକ ହୋଇଥାନ୍ତି । ସବୁ କାମକୁ ସଠିକ ଭାବରେ କରିବା ପାଇଁ ଚେଷ୍ଟା କରନ୍ତି । ଏହି ପ୍ରତିଭା କାରଣରୁ ଶଶୁର ଘରର ସମସ୍ତକର ହୃଦୟ ଜିତି ନିଅନ୍ତି । ଏମାନେ ଶଶୁର ଘରେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ।

S ନାମର ଝିଅମାନେ

ଜ୍ୟୋତିଷୀଙ୍କ ଅନୁସାରେ ଯେଉଁ ଝିଅମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଶଶୁର ଘରର ପରିବେଶକୁ ସବୁବେଳେ ସୁଖମୟ କରି ରଖିବାକୁ ଚେଷ୍ଟା କରନ୍ତି । ଏହି ନାମର ଝିଅମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଭରପୁର ଥାଏ , ଯେଉଁ କାରଣରୁ ଏମାନେ ବହୁତ ମଜବୁତ ହୋଇଥାନ୍ତି ।

P ନାମର ଝିଅମାନେ

P ଅକ୍ଷରରେ ଆରମ୍ଭ ହେଉଥିବା ଝିଅମାନେ ନିଜର ଶଶୁର ଘରେ କୌଣସି ମହାରାଣୀ ଭଲ ଜୀବନ ବ୍ୟତିତ କରିଥାନ୍ତି । ସବୁ ପରିସ୍ଥିତିରେ ନିଜର ସ୍ଵାମୀର ଓ ଶଶୁର ଘରର ଲୋକମାନଙ୍କୁ ସମ୍ଭାଳି ରଖିଥାନ୍ତି । ଯେଉଁମାନଙ୍କର ଜୀବନରେ P ନାମ ବାଲା ଝିଅ ଆସିଥାନ୍ତି ସେମାନେ ବହୁତ ହିଁ ଲକି ହୋଇଥାନ୍ତି ।

R ନାମର ଝିଅମାନେ

କୁହାଯାଏ କି ଏହି ନାମର ଝିଅମାନେନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥାନ୍ତି । କିନ୍ତୁ ବିବାହ ପୂର୍ବରୁ ଓ ପରେ ନିଜର ପରିବାର ଓ ତାଙ୍କ ସହ ଜଡିତ ଲୋକମାନଙ୍କ ସହିତ ଚାଳନ୍ତି । ଏମାନଙ୍କର ଏହି ପ୍ରତିଭା କାରଣରୁ ଏମାନଙ୍କୁ ବହୁତ ପସନ୍ଦ କରାଯାଏ ଓ R ଲେଟରଋ ନାମ ବାଲା ଝିଅମାନେ ନିଜର ଜୀବନରେ ବହୁତ କିଛି ସଫଳତା ମଧ୍ୟ ହାସଲ କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।