କେମିତି ହୋଇଥିଲା Puneeth Rajakumar ଙ୍କ ମୃତ୍ୟୁ ? ଡାକ୍ତର Raman Rao ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ, ଦେଖନ୍ତୁ Video

ସାଉଥର ପାୱାର ଷ୍ଟାର ପୁନୀତ ରାଜକୁମାରଙ୍କ ମୃ-ତ୍ୟୁ ପରେ ତାଙ୍କ ଘରୋଇ ଡାକ୍ତର ଏକ ବଡ ଖୁଲାସା କରିଛନ୍ତି । ପୁନୀତ ରାଜକୁମାରଙ୍କୁ ରକ୍ତଚାପ ସମସ୍ଯା ନଥିଲା କି ଡାଇବେଟିସ ମଧ୍ୟ ନଥିଲା । ଏପରିକି ସେ ଚେକଅଫ ପାଇଁ ଆସିବା ବେଳେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏକଦମ ଠିକ ଥିଲା । ଉଭୟ ରକ୍ତଚାପ ଓ ହୃଦସ୍ପନ୍ଦନ ହାର ସ୍ଵାଭାବିକ ଥିଲା ବୋଲି ସେ କହିଛନ୍ତି । ଅଭିନେତା ପୁନୀତ କୁମାରଙ୍କ ମୃ-ତ୍ୟୁ ପରେ ଏକ ଜାତୀୟ ଗ-ଣ-ମା-ଧ୍ୟ-ମ-କୁ ସାକ୍ଷାତକାର ଦେଇ ତାଙ୍କ ଡାକ୍ତର ଏହି ସବୁ ପ୍ରକାଶ କରିଛନ୍ତି ।

ତାଙ୍କ କହିବା ମୁତାବକ ସେ ପୁନୀତଙ୍କ ବ୍ୟକ୍ତିଗତ ଚିକିତ୍ସକ ହୋଇଥିବାରୁ ସେ ହିଁ ପୁନୀତଙ୍କ ସ୍ଵାସ୍ଥ୍ୟବସ୍ଥା କଥା ବୁଝନ୍ତି । ଆଉ ହୃଦଘାତ ହେବା ଦିନ ବି ପୁନୀତ ତାଙ୍କ ପାଖକୁ ଆସିଥିଲେ । ତେବେ ଅକ୍ଟୋବର ୨୯ ତାରିଖ ଦିନ ୧୧:୨୦ ବେଳକୁ ତାଙ୍କ ରକ୍ତଚାପ ଓ ହୃଦସ୍ପନ୍ଦନ ହାର ଏକଦମ ସ୍ଵାଭାବିକ ଥିଲା । କିନ୍ତୁ ପୁନୀତ କିଛି ଦୁର୍ବଳତା ଅନୁଭବ କରୁଛନ୍ତି ବୋଲି କହିଥିଲେ । ଏମିତିକି ପୁନୀତଙ୍କ ଝାଳ ବୋହୁଥିଲା ।

ସେ ନିୟମିତ ଜିମ୍ ଯାଇ ବକ୍ସି॰ କରି ଫେରିଥିଲେ । ଦେହ ଠିକ ନ ଲାଗିବାରୁ ସେ ସିଧା ଡାକ୍ତରଙ୍କ ପାଖକୁ ଯାଇଥିଲେ । ଆଉ ଝାଳ ବୋହିବା ମଧ୍ୟ ଖୁବ ସ୍ଵାଭାବିକ ଥିଲା । ତେବେ ଇସିଜି ରିପୋର୍ଟରେ ଏକ ଷ୍ଟ୍ରେନ ଦେଖାଯିବା ପରେ ଡାକ୍ତର ରାଓ ତାଙ୍କୁ ସାଙ୍ଗେ ସାଙ୍ଗେ ବିକ୍ରମ ହସ୍ପିଟାଲକୁ ରେଫର କରିଥିଲେ । ସେତେବେଳେ ତାଙ୍କ ରକ୍ତଚାପ ହାର ୧୫୦/୯୨ ଥିଲା । ଏମିତିକି ତାଙ୍କ ଫୁସଫୁସ ମଧ୍ୟ ସଂପୂର୍ଣ୍ଣ ଥିଲା ।

ତାଙ୍କର କୌଣସି ଅସୁବିଧା ନଥିବା ବେଳେ ବିକ୍ରମ ହସ୍ପିଟାଲରେ ପହଞ୍ଚିବା ଗରୁ ତାଙ୍କୁ ଆଉ ଏକ କା-ର୍ଡି-ଆ-କ ଆ-ରେ-ଷ୍ଟ ଆସିଥିଲା । ଯାହାକି ତାଙ୍କ ପାଇଁ ଖୁବ ମା-ରା-ତ୍ମ-କ ଥିଲା । ତେଣୁ ମୋଟାମୋଟି ଭାବେ ପୁନୀତଙ୍କ ମୃ-ତ୍ୟୁ ଭାଗ୍ୟର ନି-ଷ୍ଠୁ-ର-ତା ବୋଲି ସେ କହିଛନ୍ତି । ପୁନତି ବହୁତ ଖୁସି ମିଜାଜ୍ ର ଥିଲେ । ସେ କେବେ ଚିନ୍ତା କରୁ ନଥିଲେ କି ଦୁଃଖରେ ମ-ର୍ମା-ହ-ତ ମଧ୍ୟ ରହୁ ନଥିଲେ । ବରଂ ସେ ନିଜ ସ୍ୱାସ୍ଥ୍ୟ ଉପରେ ଖୁବ ଗୁରୁତ୍ଵ ଦେଉଥିଲେ ।

ତେଣୁ ତାଙ୍କୁ କୌଣସି ପ୍ରକାର ରକ୍ତଚାପ କିମ୍ବା ମଧୁମେହ ପରି ରୋଗ ମଧ୍ୟ ନଥିଲା । କିନ୍ତୁ ପୁନୀତଙ୍କ ଏହି ଅ-କା-ଳ ବି-ୟୋ-ଗ ତାଙ୍କୁ ଖୁବ କଷ୍ଟ ଦେଇଛି ବୋଲି ଡାକ୍ତର ରମଣ ରାଓ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।