Vivo Diwali Offer: ଏବେ ମାତ୍ର 101 ଟଙ୍କାରେ ମିଳିବ Smartphone, ଦେଖନ୍ତୁ କଣ ରହିଛି Offer ଓ କିପରି ଏହାକୁ କିଣିବେ

ମାତ୍ର ୧୦୧/- ଟଙ୍କାରେ ମିଳୁଛି ସ୍ମାର୍ଟଫୋନ । ହୁଏତ ଏକଥା ଆପଣଙ୍କୁ ବିଶ୍ବାସ ନ ହୋଇପାରେ, କିନ୍ତୁ ଏହା ସତ । ଏହି ଫେଷ୍ଟିଭ ସିଜିନ ଅବସରରେ ଇ-କମର୍ଷ ୱେବସାଇଟରେ ଦୀପାବଳି ସେଲ୍ ଚାଲିଛି । ଆଉ ସେଠାରେ ବହବୁ ମହଙ୍ଗା ପ୍ରଡ଼କ୍ଟ ଖୁବ ଶସ୍ତାରେ ମିଳୁଛି । ଅନେକ ସ୍ମାର୍ଟଫୋନ କମ୍ପାନୀ ଗୁଡିକ ନିଜ ଫୋନ ଉପରେ ଭାରୀ ରିହାତି ଦେଉଛନ୍ତି । ଏବେ ଭିଭୋ ଦମାଦାର ଅଫର ନେଇ ଆସିଛି । ଏଥିରେ ଆପଣ ଭିଭୋ ସ୍ମାର୍ଟଫୋନକୁ ମାତ୍ର ୧୦୧/- ଟଙ୍କାରେ କିଣିପାରିବେ ବୋଲି ଜଣାପଡିଛି ।

Vivo x70 ସିରିଜ, Vivo v21 ରେଞ୍ଜ, Vivo Y73 ସ୍ମାର୍ଟଫୋନ ଅନେକ ଅଫର ସହ ଲାଟେଷ୍ଟ ରହିଛି । ଏହି ଅଫର ଉଭୟ ଅନଲାଇନ ଓ ଅଫଲାଇନରେ ରହିଛି ଓ ଏହାର ବୈଧତା ନଭେମ୍ବର ୭ ପରଜ୍ଯନତ ରହିବ । ଭିଭୋ ବଜାଜ ଫାଇନାନ୍ସ ସହିତ ପାର୍ଟନରଶିପ କରିଛି ଯାହାଫଳରେ ଗ୍ରାହକ ମାତ୍ର ୧୦୧୦ ଟଙ୍କାରେ ଫୋନ କିଣିପାରିବେ । ଅତିରିକ୍ତ ଅଫରରେ କିଛି ବଛାବଛା କାର୍ଡରେ ୧୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାଶବ୍ୟାକ ଓ ସ୍ପେଶିଫିକ ଭିଭୋ ସ୍ମାର୍ଟଫୋନ ପାଇଁ ଭାରୀ ସ୍କିମ ରିପ୍ଲେସମେଣ୍ଟ ସାମିଲ ।

ଯଦି ଆପଣ ଭିଭୋ x70 ସିରିଜ କିଣୁଛନ୍ତି ତେବେ ୧୦ ପ୍ରତିଶତ ରିହାତି ମଧ୍ୟ ପାଇବେ । ବଜାଜ ଫାଇନାନ୍ସରେ ଆପଣ ୧୫୦୦୦ ଟଙ୍କାରୁ ଅଧିକ ଦରର ସ୍ମାର୍ଟଫୋନ ମାତ୍ର ୧୦୧ ଟଙ୍କାରେ ପାଇପାରିବେ । ଭିଭୋ ଫାଇନାନ୍ସ ପାର୍ଟନର ସହ ଅତିରିକ୍ତ ନୋ କଷ୍ଟ ଇଏମଆଇ ବିକଳ୍ପ ମଧ୍ୟ ଉପଲବ୍ଧ ହେବ । Vivo Y73 ଓ Vivo 33s କିଣିବା ପାଇଁ ଆପଣ ଯଦି ଆଇଡ଼ିଏଫସି ଫାଷ୍ଟ ବ୍ଯାଙ୍କ ଏବଂ ଏଚଡ଼ିଏଫସି ଫାଇନାନ୍ସ କାର୍ଡରୁ ପେମେଣ୍ଟ କରୁଛନ୍ତି ତେବେ ୨୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ମଧ୍ୟ ପାଇବେ ।

ୱାନ ଟାଇମ ସ୍କ୍ରିନ ରିପ୍ଲେସମେଣ୍ଟ, ବର୍ଷେ ଆକ୍ସିଡେଣ୍ଟ ୱାରେଣ୍ଟି, ଜିଓ ବେନିଫିଟସ, ବଜାଜ ଫାଇନାନ୍ସର ୧୦୧ ଟଙ୍କା ଅଫର ଓ Y ସିରିଜର ଏହି ଫୋନ ନେଇ ନୋ କଷ୍ଟ ଇଏମଆଇ ବିକଳ୍ପ ମଧ୍ୟ ହେଉଛି । ଯଦି ଆପଣ ଏକ ଭଲ ଫୋନ ନେବାକୁ ଚାହୁଁଛନ୍ତି ତେବେ ଡେରି ନକରି ଏହି ଫୋନ ସବୁ କିଣି ନିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।