ଜନି ଲୀବରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିସାରିଥିବା ଏହି ଅଭିନେତ୍ରୀ ଏବେ ଦେଖାଯାଉଛନ୍ତି ଏତେ ଗ୍ଲାମରସ, ଦେଖିଲେ ବିଶ୍ବାସ କରିପାରିବେନି – ଦେଖନ୍ତୁ

ଜନି ଲୀବରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିସାରିଥିବା ଏହି ଅଭିନେତ୍ରୀ

ଫିଲ୍ମ ଇନଡସ୍ଟ୍ରି ଏକ ଏମିତି ଇନଡସ୍ଟ୍ରି ଯେଉଁଥିରେ ଲୋକମାନେ ପ୍ରତ୍ୟକ ଦିନ ନିଜ ଭାଗ୍ୟର ପରୀକ୍ଷା ନେଉଛନ୍ତି । ପ୍ରାୟ ସମସ୍ତଙ୍କର ଏହି ସ୍ଵପ୍ନ ଯେ ଜାକଜମକ ଭରା ଏହି ଇନଡସ୍ଟ୍ରି ର ଏକ ଅଂଶ ହେବା । କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏମିତି ଲେଖା ନଥାଏ । କାହାକୁ ଏଠି ସୁଯୋଗ ମିଳେ ତ କାହାକୁ ନାହିଁ । ଏମିତି ବି ନୁହେଁ କି ଯାହାକୁ ସୁଯୋଗ ମିଳୁଛି ସମସ୍ତେ ବହୁତ ବଡ ତରକା ହେଇ ଯାଉଛନ୍ତି, କିଛି ଲୋକଙ୍କୁ ସୁଯୋଗ ମିଳିଲେ ମଧ୍ୟ ସେମାନେ ଏତେ ଭଲ ନକରିବାରୁ କୀଚଚି ଫିଲ୍ମରେ ଆସି ଥିଲେ ମଧ୍ୟ ସେମାନଙ୍କୁ ବିଶେଷ ଦେଖିବାକୁ ମିଳେ ନାହିଁ । ଏମିତି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁ ମାନେ ଆରମ୍ଭରେ ତ ବହୁତ ଭଲ ପଦର୍ଶନ କରିଥିଲେ କିନ୍ତୁ ଅନ୍ୟ ଫିଲ୍ମ ମାନଙ୍କରେ ସେମାନଙ୍କ ଯାଦୁ ଆଉ ଚାଲି ନଥାଏ ।

ଉଦାହରଣ ସ୍ୱରୂପ ଅମିଷା ପଟେଲ ଓ ଭାଗ୍ୟଶ୍ରୀ । ଏମାନେ ସେହି ଭଳି କିଛି ଅଭିନେତ୍ରୀ ଯେଉଁମାନେ ନିଜର ପ୍ରଥମ ଫିଲ୍ମରେ ତ ବହୁତ ଭଲ ଅଭିନୟ କରିଥିଲେ କିନ୍ତୁ ପରେ ପରେ ସେମାନଙ୍କର ଲୋକପ୍ରିୟତା ହରଷ ପାଇଥିଲା ।

କମେଡୀ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ବଲୀଉଡ ରେ ବହୁତ ସୀମିତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଭଲ କମେଡି କରିପାରନ୍ତି । ସେହି ଭଳି ଜେନ ଅଭିନେତ୍ରୀଙ୍କ ବିଷୟରେ ଆଜି ଆମେ କହିବୁ । ଆପଣ ଏହି ଅଭିନେତ୍ରୀଙ୍କୁ “ଆମଦନୀ ଅଠନ୍ନୀ ଖର୍ଚା ରୁପୈୟା” ଫିଲ୍ମରେ ଜନୀ ଲୀୱରଙ୍କ ସ୍ତ୍ରୀର ଚରିତ୍ର ଅଭିନୟ କରିଥିଲେ । ଏହି ଅଭିନେତ୍ରୀ ତାଙ୍କର “ଆ ରା ରା ରା” ଡାୟଲଗ ପାଇଁ ବହୁତ ପ୍ରସିଦ୍ଧ । ଆମେ କହୁଛୁ ଅଭିନେତ୍ରୀ କେତକୀ ଦୱେଙ୍କର. ସେ ଆଜିକାଲି ବାଡପରଦାରୁ କୁଆଡେ ଅହଜି ଗଲେଣି ।

କେତକୀ ବହୁତ ଗ୍ଲୈମରସ ଅଟନ୍ତି

କେତକୀ ୧୩ ଅଗଷ୍ଟ ୧୯୬୦ରେ ମୁମ୍ବାଇରେ ଜନ୍ମ ହୋଇଛନ୍ତି, ସେ ୭୫ରୁ ଅଧିକ ଗୁଜୁରାତି ଫିଲ୍ମରେ କାମ କରିସାରିଲେଣି । ହିନ୍ଦୀ ଫିଲ୍ମରେ ସେ ବିଶେଷ କାମ କରି ନାହାନ୍ତି, କିନ୍ତୁ ସେ ବହୁତ ଗୁଡିଏ ସିରିୟଲରେ କାମ କରିଛନ୍ତି । ସେ ବଡ ପରଦା ସହ ଛୋଟ ପରଦାର ମଧ୍ୟ ଜଣାଶୁଣା ଚେହେରା । ଫିଲ୍ମରେ ଯଦିଓ ସେ ସାଧାରଣ ରୂପରେ ଦେଖା ଯାଆନ୍ତି କିନ୍ତୁ Real ଜୀବନରେ ସେ ବହୁତ ଅଲଗା ।

ଏହି କିଛି ଦିନ ତଳେ ତାଙ୍କର କିଛି ଫୋଟୋ ନଜରକୁ ଆସିଛି, ଯେଉଁଥିରେ ସେ ବହୁତ ସୁନ୍ଦର ଓ  ଗ୍ଲୈମରସ ଦେଖା ଯାଉଛନ୍ତି । ସେ ବିବାହ କରିଛନ୍ତି ଓ ତାଙ୍କର ଗୋଟେ ଝିଅ ମଧ୍ୟ ଅଛି ।

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ