୯ ବର୍ଷର ଏହି ଝିଅର ବାଘ ସହ ଅଛି ଏଭଳି ସମ୍ପର୍କ, ଦେଖିକି ଆପଣଙ୍କ ରୁମ ଟାଙ୍କୁରି ଉଠିବ – ଦେଖନ୍ତୁ ସେ ବାଘଟିକୁ ପାଇଲା କେମିତ

୯ ବର୍ଷର ଏହି ଝିଅର ବାଘ ସହ ଅଛି ଏଭଳି ସମ୍ପର୍କ, ଦେଖିକି ଆପଣଙ୍କ ରୁମ ଟାଙ୍କୁରି ଉଠିବ

ଦକ୍ଷିଣ-ପଶ୍ଚିମ ଚୀନ ରେ ୯ବର୍ଷର ଏକ ଝିଅ କିଛି କାରଣରୁ ବହୁତ ଚର୍ଚ୍ଚାରେ ଅଛି । ସୋଶଲ ମେଡିଆରେ ଏହି ଝିଅର ଫୋଟୋ ଆଜିକାଲି ବହୁତ ଭାଇରାଲ ହେଉଛି । ଘଟଣା ହେଲାକି ସେହି ଝିଅର ଗୋଟେ ବାଘ ଛୁଆ ସହ ତାର ବହୁତ ଭଲ ସମ୍ବନ୍ଧ ବା ସେ ତାର ସାଙ୍ଗ ଅଟେ । ଏବଂ ନିଜର ସେହି ସାଙ୍ଗ ସହ ତାର କିଛି ଫୋଟୋ ସୋଶଲ ମେଡିଆରେ ଭାଇରାଲ ହେଉଛି । ଏହି ବାଘ ଏକ ଚିଡିଆ ଘରର । ଏବଂ ଏହି ଝିଅ ସେହି ଚିଡିଆ ଘରର ମାଲିକର ଝିଅ । ଯେତେବେଳେ ଏହି ଝିଅ ମାତ୍ର ୩ମାସର ହୋଇଥିଲା ସେବେଠୁ ସେ ଏହି ବାଘ ସହ ଖେଳୁଛି ।

ତାର ଏହି ବାହାଦୁରି ଓ ସାହସ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ଚକିତ ହେଇଯାଉଛନ୍ତି । ଆଜିକି ୯ବର୍ଷ ହେବ ସେମାନଙ୍କର ଏହି ବନ୍ଧୁତ୍ଵ ଅତୁଟ ଅଟେ । ସେ ନା ତ କେବଳ ତା ସହ ଖେଳୁଛି ବରଂ ତାକୁ ସେ ନିଜ ହାତରେ ବଟଲ ଦ୍ଵାରା କ୍ଷୀର ପିୟାଉଛି ଓ ଗାଧୋଇଦେଉଛି । ସେହି ଚିଡିଆ ଘରର ମାଲିକ ନିଜ ଝିଅ ବିଷୟରେ ଏହି ସବୁ କଥା କହିଛନ୍ତି ।

ସେ ସେହି ବାଘ ଛୁଆଟିର ନାମ ହୁନିୟୁ ରଖିଛି, ଯାହାର ମାନେ ହେଲା ବାଘ ଝିଅ । ସେହି ଝିଅର ପିତା କୁହନ୍ତି କି ତାଙ୍କ ଝିଅର ସାଙ୍ଗ ମାନେ ଭାବନ୍ତି ସେହି ବାଘୁଣୀ ବହୁତ ହିଂସ୍ର ହୋଇଥିବା, କିନ୍ତୁ ମୋ ଝିଅ ତାର ବହୁତ ଭଲ ସାଙ୍ଗ ଅଟେ ।

ଏହି ଦୁଇଜଣଙ୍କର ଏହି ଫୋଟୋ ସୋଶଲ ମେଡିଆରେ ବହୁତ ପସନ୍ଦ କରାଯାଉଛି । ଗତ କିଛି ଦିନ ହେବ ଏହି ଫୋଟୋ ଭାଇରାଲ ହେବାକୁ ଲାଗିଛି ।

ଆପଣଙ୍କୁ ଭଲ ଲାଗିପରେ : ୧୦ ରୁ ୮ ଜଣ ଗାଧୋଇବା ସମୟରେ କରିଥାନ୍ତି ଏହି ଭୁଲ, ଯାହା ଦ୍ଵାରା ଶରୀର ଉପରେ ପଡିଥାଏ ଏହି ସବୁ ଖରାପ ପ୍ରଭାବ – ଆପଣ କରୁନାହାନ୍ତି ତ?

ସ୍ଥାନୀୟ ମେଡିଆ ମୁତାବକ ଦାନ୍ତ ଆସିବା ପରେ ସେହି ବାଘୁଣୀକୁ ଅଲଗା ଏକ ଗୁମ୍ଫାକୁ ନିଆଯିବ, ଓ ଏହା ସହ ସେହି ଝିଅକୁ ତାଠାରୁ ଦୂରରେ ରଖିବା ପାଇଁ ଚେଷ୍ଟା କରାଯିବ ।

ଏମିତି ନୂଆ ନୂଆ ଖବର ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ