ବଲିଉଡ୍ ର ଏହି ସବୁ ଟପ୍ ଅଭିନେତ୍ରୀ ମାନେ ଯିଏ ବିବାହ ପୂର୍ବରୁ ହିଁ ହେଇଯାଇଥିଲେ ପ୍ରେଗନେଟ୍, ଜାଣନ୍ତୁ କିଏ କିଏ ସେ ଅଭିନେତ୍ରୀ

ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ନିଜ ଲକ୍ଷ ପୂରଣ ପାଇଁ ଲୋକେ କଣ କଣ ସବୁ କରିଯାନ୍ତି ଜାଣିପାରନ୍ତିନାହିଁ, ଯେତେବଳେ ବୁଝନ୍ତି ସେତେବେଳେ ତାଙ୍କ ହାତ ରୁ ସମୟ ସରିଯାଇଥାଏ । କିଛି ଲୋକ ନିଜ ଉଦ୍ଦେଶ୍ୟ ରେ ପହଞ୍ଚିବା ପାଇଁ କିଛି ଏମିତି ଭୁଲ୍ କରିଦିଅନ୍ତି । ଆଜି ଆମେ କିଛି ବଲିଉଡ୍ ର ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ପ୍ରଥମ ପିଲା ଙ୍କ କଥା ସମସ୍ତେ ଜାଣନ୍ତି, ଯିଏ ବିବାହ ପୂର୍ବ ରୁ ଗର୍ଭବତୀ ଥିଲେ ।

ଶ୍ରୀଦେବୀ-

ବଲିଉଡ୍ ର ଚାଲବାଜ୍ ଗାର୍ଲ୍ ଶ୍ରୀଦେବୀ ବିବାହ ପୂର୍ବରୁ ଗର୍ଭବତୀ ଥିଲେ ।

ଏ ଖବର ସବୁଠି ଶୁଣିଲା ପରେ ସେ ମିଡ଼ିଆ କୁ ନଲୁଚେଇ ସହମତି ଜଣାଇ ଥିଲେ।ସେ ଗର୍ଭବତୀ ଥିଲା ବେଳେ ବୋନୀ କପୁର୍ ଙ୍କ ପ୍ରଥମ ସ୍ତ୍ରୀ ଙ୍କ ଦିଭୋର୍ସ ହେଇନଥିଲା । ପରେ ଦିଜନ ବିବାହ କରି ଥିଲେ, ତାଙ୍କ ପ୍ରଥମ ଝିଅ ଜନ୍ମ ହେଇଥିଲା ।

କୋଙ୍କଣା ସେନ୍ ଶର୍ମା-

ଆଜା ନଚଲେ ରେ ଅଭିନୟ କରିଥିବା କୋଙ୍କଣା ସେନ୍ ଶର୍ମା ନିଜ କୋ ଷ୍ଟାର୍ ଅଭିନେତା ରଣବୀର ସୁରୋୟେ କୁ ଲୁଚି ବିବାହ କରିଥିଲେ । କାରଣ ସେ ବିବାହ ପୂର୍ବରୁ ଗର୍ଭବତୀ ଥିଲେ। କିନ୍ତୁ କେବେ ସ୍ବୀକାର କରି ନଥିଲେ ।

ଅମୃତା ଆରୋଡା-

ମଲାଇକା ଅରୋଡା ଙ୍କ ସାନ ଭଉଣୀ ଅମୃତା ଆରୋଡା ଙ୍କ ହାଟାତ ବିବାହ ଶୁଣି ଆଶ୍ଚର୍ଯ୍ୟ ଲାଗିଥିଲା।ବିବାହ ପୂର୍ବରୁ ଗର୍ଭବତୀ ଥିଲେ । ହେଲେ କେବେ ତାଙ୍କ ଅଫେୟର କଥା ଶୁଣା ନଥିଲା।ସେ ବିଯିନେଶ୍ ମାନ୍ ସକେଲ୍ କୁ ଡେଟ୍ କରୁଥିଲେ ।

ବୀଣା ମାଲିକ-

ପାକିସ୍ତାନୀ ଅଭିନେତ୍ରୀ ବୀଣା ମାଲିକ ଦୁବାଇ ର ବିଯିନେଶ୍ ମାନ୍ ଙ୍କୁ ବିବାହ କରିଥିଲେ। ମିଡ଼ିଆ ରେ ଏ ଗର୍ଭବତୀ ଥିବା କଥା ହାଲ୍ଲା ହେଇଥିଲା । ସେ ନିଜ ପତି ନୁହେଁ ବାୟେଫ୍ରେଣ୍ଡ ପାଇଁ ଗର୍ଭବତୀ ହୋଇଥିଲେ ।

ମହିମା ଚୌଦୁରି-

ସେ ହତାତ୍ ବିବାହ କରିବା ଖବର ମିଡ଼ିଆ ରେ ଚର୍ଚ୍ଚା ହେଇଥିଲା। ବିବାହ ର କିଛି ମାସ ପରେ ତାଙ୍କ ଝିଅ ହେବା ରୁ ସ୍ପଷ୍ଟ ଯେ ସେ ବିବାହ ପୂର୍ବରୁ ଗର୍ଭବତୀ ଥିଲେ ।

ସେଲିନା ଜେଟଲୀ-

ମିସ୍ ଇଣ୍ଡିଆ ଉନିଭରସ ସେଲିନା ଜେଟଲୀ ବହୁତ ଦିନ ହେଲା ନିଜ ପତି ଦୁବାଇ ହୋଟେଲ୍ ର ମାଲିକ କୁ ଡେଟ୍ କରୁଥିଲେ।ଓ ହଟାତ୍ ବିବାହ କରି କିଛି ମାସ ପରେ ମିଡ଼ିଆ ରେ ୨ ଯାଆଁଳା ପୁଅ କୁ ଜନ୍ମ ଦେଇଥିଲେ ।

ସାରିକା-

ଦକ୍ଷିଣ ସିନେମା ଓ ବଲିଉଡ୍ ର ଅଭିନେତା କମଲ୍ ହସନ୍ ଙ୍କ ଦିତୀୟ ସ୍ତ୍ରୀ। ଯେତେ ବେଳେ ତାଙ୍କ ପ୍ରଥମ ସ୍ତ୍ରୀ କୁ ଡିଭୋର୍ସ ଦେଇନଥିଲେ , ସେତେବେଳେ ସାରିକା ଗର୍ଭବତୀ ହୋଇଥିଲେ କିନ୍ତୁ ଦୁଇଜଣ ଏକାଠି ରହୁଥିଲେ, ତାଙ୍କ ଝିଅ ଶ୍ରୁତି ହାସନ୍ ଜନ୍ମ ନେଲା ପରେ ସେ ବିବାହ କରିଥିଲେ ।