ଏ ହେଉଛି ମୁକେଶ ଅମ୍ବାନୀ ଙ୍କ ୧୦ ଟି ସବୁଠୁ ଦାମୀ ଜିନିଷ, ଦାମ୍ ଜାଣିଲେ ଉଡ଼ିଯିବ ହୋସ

ଭାବନ୍ତୁ ଯଦି ଆପଣ ଭାରତର  ସବୁଠୁ ଧନୀ ବ୍ୟକ୍ତି ହୋଇଥାନ୍ତେ‌ ତ ନିଜ ପାଇଁ କି କି ଜିନିଷ କିଣି ଥାନ୍ତେ। ଗୋଟେ ବିଶାଳ ବଙ୍ଗଳା,ଲକ୍ଜୁରି‌ କାର, କେତେ ଆଇଲ୍ୟାଣ୍ଡ, ନା ନିଜ ର ପର୍ଶୋନାଲ୍ ହେଲିକ୍ୟାପଟର?

ବହୁତ ଅଧିକ ପଇସା କମେଇବା ଓ ଗୋଟେ ପରେ ଗୋଟେ ନୂଆ ଜିନିଷ କିଣିବା ସମସ୍ତଙ୍କ ସ୍ବପ୍ନ ହୋଇଥାଏ। କିନ୍ତୁ ସେମାନଙ୍କ ର କଣ ଯାହାଙ୍କ ପାଖରେ ଆଗରୁ ଏତେ ସବୁ ପଇସା ଅଛି। ସେମାନେ ନିଜ ପଇସା ର ବ୍ୟବହାର କେମିତି କରୁଛନ୍ତି। ନିଜ ପାଇଁ କଣ ସବୁ କିଣିଛନ୍ତି । ସେସବୁ ବିଷୟରେ ଚର୍ଚ୍ଚା କରିବ ।

ମୁକେଶ ଅମ୍ବାନୀ ଖାଲି ଭାରତ ର ନୁହେଁ , ବିଶ୍ଵ ର ସବୁଠୁ ଧନୀ ବ୍ୟକ୍ତି ଙ୍କ ଲିଷ୍ଟ୍ ରେ ଗଣାଯାଇଛନ୍ତି। ତାଙ୍କ ପାଖରେ କଣ କଣ ମହଙ୍ଗା ଜିନିଷ ଅଛି ସମସ୍ତେ ଜାଣିବା କୁ ଚାହାନ୍ତି। ତ ଚାଲନ୍ତୁ ଜାଣିବା ମୁକେଶ ଅମ୍ବାନୀ ଙ୍କ ୧୦ ଟି ସବୁଠୁ ଦାମୀ ଜିନିଷ ବିଷୟରେ ।

୧.BMW  କାର -ଦାମ୍୮.୫ କୋଟି

ସେ ସବୁଠୁ ଦାମୀ କାରBMW760LI ବ୍ୟବହାର କରନ୍ତି। ବଜାରରେ ଏହାର ଦାମ୍ ୧.୯କୋଟି ଟଙ୍କା। ହେଲେ ସେ ତାଙ୍କ z- ସିକୁରୀଟି ଚାଲୁଥିବା ସମୟରେ ଜର୍ମାନୀ ରୁ ଭଲ ସୁରକ୍ଷିତ କାର ମଗେଇଥିଲେ ।

୨. ଆଲିସନ୍ ଘର- ର ଦାମ୍ ୧ ବିଲିଅନ୍ ଡଲାର

ତାଙ୍କ ଘର୪୦୦,୦୦୦ ସ୍କୋୟାର ଫିଟ୍ ରେ ହେଇଚି। ଏ ଘର ର କୁଲ୍ ୨୭ ମଞ୍ଜିଲ୍ ଅଟେ। କିନ୍ତୁ ଛାତ ଉଚ୍ଚା ଡବଲ୍ ହେଇଥିବାରୁ ୪୦ ମଂଜିଲ୍ ପରି ଉଚ୍ଚା ଅଟେ ।

୩. ମଲ୍ଟି ଷ୍ଟୋରେଜ ଗାରେଜ୍

ତାଙ୍କର ମଲ୍ଟି ଷ୍ଟୋରେଜ ଗାରେଜ୍ ବି ରହିଛି ।  ଯାହା ଭିତରେ ଏକା ବେଳେ ୧୬୮ କାର ରଖିହେବ । ତାର ୩ ଉପର ଷ୍ଟେଜ ରେ ହେଲିକାପ୍ଟର ଓହ୍ଲେହିଥାଏ ।

୪. ପର୍ସୋନାଲ୍ ପ୍ଲେନ୍ FALCON900- ଦାମ୍ ୪୩.୩ ମିଲିୟନ ଡଲାର

ତାଙ୍କ ପାଖରେ ୧୪ ସିଟର ପର୍ସୋନାଲ୍ ପ୍ଲେନ୍ ବି ରହିଛି ।

୫.Boeing business Jet 2- ୭୩ ମିଲିୟନ ଡଲାର

ସେ ଏଇ ମହଙ୍ଗା ଜେଟ୍ ର ଉପଯୋଗ ବିଯିନେସ୍ କାମ ଓ ମିଟିଂ ପାଇଁ କରନ୍ତି।

୬. ଏୟାରବସ୍ A-319 ଦାମ୍ ୨୩୦ କୋଟି

ତାଙ୍କ ପାଖରେ ୧୮୦ ସିଟର A-319 ଏୟାରବସ୍ , ଯାହାର ଦାମ୍ ୨୩୦ କୋଟି ରହିଛି ।

୭.Maybach 62- ଦାମ୍ ୫ କୋଟି

5513 CC ଇଞ୍ଜିନ ର ଏ ଲକ୍ଜୁରି‌ କାର୍ କୁ କିଣିବା ଲୋକ ପ୍ରଥମ ମୁକେଶ ଅମ୍ବାନୀ ଥିଲେ ।

୮. Rolls-Royce Phantom-ଦାମ୍ ୭.୫ କୋଟି

 

ଏ କ୍ଲାସିକ କାର ସେ ଫାମିଲି ପାଇ କିଣିଥିଲେ ।

୯.mercedes benz s-ଦାମ୍ ୮.୯କୋଟି

ଏ କାର z- ସିକୁରିଟି ର ଲେସ୍ ଅଛି, ଏ ଦୁନିଆ ର ସବୁଠୁ ସୁରକ୍ଷିତ ଲକ୍ଜୁରି‌ କାର୍ କୁହାଯାଏ ।

୧୦. ରେଲିଆନ୍ସେ ଇଣ୍ଡଷ୍ଟ୍ରି-

ରେଲିଆନ୍ସେ ଇଣ୍ଡଷ୍ଟ୍ରି ଭାରତରେ ଏନର୍ଜି, ପେଟ୍ରୋକେମିକାଲ, ଟେକ୍ସଟାଇଲ, ନାଚୁରାଲ୍ ରିଶୋଷେଶ୍, ରେଟେଲ୍ ଓ ଟେଲି କମ୍ୟୁନିକେସନ କ୍ଷେତ୍ର ରେ ବିଯିନେସ କରନ୍ତି ଓ ସବୁ ବର୍ଷ ୪.୭ ବିଲିଅନ୍ ଡଲାର  କମାନ୍ତି। ଏଥିରେ ତାଙ୍କର ୪୪.୭% ଷ୍ଟେକ୍ ଅଟେ ।