ଲାଲ ଶାଢୀରେ ନଜର ଆସିଲେ ଅକ୍ଷୟ କୁମାର, ପବନଠୁ ବି ଜଲ୍ଦି ଭାଇରାଲ ହେଉଛି ଏହି ଫଟୋ, ଜାଣନ୍ତୁ କାହିଁକି

ବଲୀଉଡର ଖିଲାଡ଼ି କୁମାର କୁହାଯାଉଥିବା ଅକ୍ଷୟ କୁମାର ବର୍ତ୍ତମାନ ଦିନରେ ଲଗାତାର ଚର୍ଚ୍ଚାରେ ରହୁଛନ୍ତି । ବର୍ତ୍ତମାନ ହିଁ, ତାଙ୍କର ଆସନ୍ତା ଫିଲ୍ମ ହଉସଫୁଲ-୪ ର ଟ୍ରେଲର ରିଲିଜ ହୋଇଛି । ଯାହାକୁ ସୋସିଆଲ ମିଡିଆରେ ଥଟ୍ଟା କରାଯାଉଛି । କିନ୍ତୁ ବର୍ତ୍ତମାନ ତାଙ୍କର ଅନ୍ୟ ଏକ ଅଦ୍ଭୁତ ଲୁକ ବହୁତ ଜଲ୍ଦି ଭାଇରାଲ ହେଉଛି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଏହି ଲୁକରେ ଅକ୍ଷୟ କୁମାରଙ୍କୁ ପୂର୍ବରୁ କେହି ବି ଦେଖି ନ ଥିବେ,

ଯେଉଁ କାରଣରୁ ଏହି ଲୁକ ସୋସିଆଲ ମିଡିଆରେ ବହୁତ ଜଲ୍ଦି ଭାଇରାଲ ହେଉଛି ଓ ଲୋକମାନେ ଏହା ବିଷୟରେ ଜାଣିବାକୁ ଓ ଶୁଣିବାକୁ ପସନ୍ଦ କରୁଛନ୍ତି ।

ବର୍ତ୍ତମାନ ଦିନରେ ଦେଶରେ ନବରାତ୍ରି ପର୍ବ ଚାଲୁଅଛି । ନବରାତ୍ରିକୁ ଧ୍ୟାନରେ ରଖି ଅକ୍ଷୟ କୁମାର ନିଜର ଏକ ଲୁକ ଶେୟାର କରିଛନ୍ତି, ଯାହାର କ୍ୟାପ୍ସନ ସେ ବହୁତ ସୁନ୍ଦର ଭାବରେ ଦେଇଛନ୍ତି । ଯାହାକୁ ଦେଖିବା ପରେ ଆପଣ ବି ତାଙ୍କ ଉପରେ ଗର୍ବ କରିବେ ।

ଫିଲ୍ମ ଲକ୍ଷ୍ମୀ ବମ୍ବ ର ଲୁକ ହେଲା ଭାଇରାଲ

ସୋସିଆଲ ମିଡିଆରେ ନବରାତ୍ରି ସମୟରେ ଅକ୍ଷୟ କୁମାର ଏକ ଲୁକ ଶେୟାର କରି କହିଲେ କି ନବରାତ୍ରିରେ ଭଗବାନଙ୍କ ସାମ୍ନାରେ ମୁଣ୍ଡ ତଳକୁ କରିବାର ଏକ ଅସୀମିତ କ୍ଷମତା । ଏହି ଲୁକ ତାଙ୍କର ଆସନ୍ତା ଫିଲ୍ମ ଲକ୍ଷ୍ମୀ ବମ୍ବ ର ଅଟେ, ଯେଉଁଥିରେ ସେ ଶାଢୀ ପିନ୍ଧିଥିବାର ନଜର ଆସିବେ ।

ଲାଲ ଶାଢୀରେ ଅକ୍ଷୟ କୁମାରଙ୍କ ଟଶନ

ଭାଇରାଲ ହେଉଥିବା ଫଟୋରେ ଦେଖିପାରିବେ କି ଅକ୍ଷୟ କୁମାର ଲାଲ ଶାଢୀରେ ବହୁତ ଭଲ ଲାଗୁଛନ୍ତି । ଏହି ସମୟରେ ତାଙ୍କ ଚେହେରାରେ ରାଗ ଦେଖାଯାଉଛି, କିନ୍ତୁ ତାଙ୍କର ଫ୍ୟାନମାନଙ୍କୁ ଏହା ବଭୁତ ଅଧିକ ପସନ୍ଦ ଆସୁଛି । ଯେଉଁ କାରଣରୁ ଲୋକମାନେ ଏହି ଫଟୋକୁ ବହୁତ ଶେୟାର କରୁଛନ୍ତି । ଏତିକି ନୁହେଁ, ଲୋକମାନେ ଏହା ଉପରେ ବହୁତ କମେନ୍ଟ ବି କରୁଛନ୍ତି । ଅକ୍ଷୟ କୁମାର କେବଳ ଶାଢୀ ପିନ୍ଧି ନାହାନ୍ତି, ଏହା ଛଡା ସେ ଶୃଙ୍ଗାର ବି କରିଛନ୍ତି ଓ ତାଙ୍କ ପଛରେ ମାତା ରାଣୀଙ୍କର ମନ୍ଦିର ଦେଖା ଯାଉଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।