Anubhav Mohanty ଙ୍କ ଭାଇଙ୍କ ସ୍ତ୍ରୀ ଙ୍କୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ, ବର୍ଷା ଙ୍କ ଠାରୁ ବି ଅଧିକ ସୁନ୍ଦରୀ, ଜଲ୍ଦି ଦେଖନ୍ତୁ

ବଲିଉଡ ପରି ଓଲିଉଡରେ ମଧ୍ୟ ତାରକା ମାନଙ୍କୁ ନେଇ ଚର୍ଚ୍ଚା ଥାଏ । ତେବେ କିଏ କାହାକୁ ବିବାହ କଲା କିଏ ନୂଆ ଆଫେୟାର କଲା । କେହି କେହି ନିଜର ନୂଆ ଚଳଚିତ୍ର ପାଇଁ ତ କେହି କେହି ନିଜର ଅଭିନୟକୁ ନେଇ ଚର୍ଚ୍ଚାରେ ।

ଥରେ ଜଣେ ହିଟ ଚଳଚିତ୍ର ଦେଲା ମାନେ ସେ ଆଉ ପଛକୁ ଫେରି ଯାଏନି କେବେବି । ତାହାର ଭାଗ୍ୟ ଅନେକ ଆଗକୁ ନେଇଯାଏ ତାକୁ । ଆଜି କାଲୀ ଅନେକ ନୂଆ ଅଭିନେତା ଓ ଅଭିନେତ୍ରୀ ଆସିଲେଣି ଏହି ଦୁନିଆକୁ । ତେବେ କେବଳ କିଛି କଳାକାର ନିଜର ପରିବାରକୁ ପରିଚିତ କରାନ୍ତି ନଚେତ ଦେଖିବାକୁ ଗଲେ ପରିବାରର  ଅନ୍ୟ ମାନଙ୍କୁ କେବଳ ପାର୍ଟିରେ ହଉ କିମ୍ବା ଫେସବୁକ ହେଉ କିମ୍ବା ଇଉଟିୟୁବର ଭିଡିଓ ରେ ଦେଖିବାକୁ ମିଳେ।

ଅଭିନେତା ଅନୁଭବ ଏକ ପଲିଟିସିଆନ ସହ ଏକ ଅଭିନୟକୁ ମଧ୍ୟ ଜାରି ରକ୍ଷିଛନ୍ତି । ସେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ବିଶେଷ କିଛି କୁହନ୍ତି ନାଇଁ । କେତେକ ଟିଭି ଇଣ୍ଟରଭିୟୁରେ ତାଙ୍କୁ ଅନେକ ଥର ଅନେକ କିଛି ପଚାରା ଯାଇଛି ତେବେ ସେ ଅନେକ କଥାକୁ ଏଡାଇ  ଦିଅନ୍ତି । ତେବେ  ରାଜନେତା ହେବା ଯୋଗୁ ଅନେକ କିଛି ଜାଣି ହୁଏ ତାଙ୍କ ବିଷୟରେ । ଅନୁଭବ ବିବାହ କରି ଥିଲେ ବର୍ଷାଙ୍କୁ ଜିଏକି ଏହି ଓଲିଉଡ ଇଣ୍ଡଷ୍ଟ୍ରିର ଜଣ ମହା ନାୟିକା ଦୁଇଜଣ ଅନେକ ସିନେମା ଏକା ସହ କରିଥିଲେ ଓ ଏହା ପରେ ପ୍ରେମରେ ପଡି ଦୁହେଁ ବିବାହ କରିଥିଲେ ।

ବର୍ତ୍ତମାନ ସ୍ଥିତି ଟିକେ ଅଲଗା । ଅନୁଭବଙ୍କ ସ୍ତ୍ରୀ ଓ ତାଙ୍କୁ ତ ଆମେ ଜାଣିଛୁ ମାତ୍ର ଆପଣ ଜାଣନ୍ତିକି ତାଙ୍କ ପରିବାରରେ ଆଉ କିଏ କିଏ ଅଛନ୍ତି ତେବେ ଆସନ୍ତୁ ଜାଣିବା ସେ ବିଷୟରେ । ଅନୁଭାଙ୍କ ବାପା ଜେକି ଜଣେ ସାମ୍ବାଦିକ ଅଟନ୍ତି । ତାଙ୍କ ମା ବେଙ୍ଗୋଲି ଓ ଏକ ଅଭିନେତ୍ରୀ ମଧ୍ୟ ମାତ୍ର ସେ ବେଙ୍ଗୋଲି ଚଳଚିତ୍ରରେ କାମ କରିଛନ୍ତି । ଅନୁଭାବଙ୍କ ଏକ ସାନ ଭାଇ ମଧ୍ୟ ଅଛି ତେବେ ତାଙ୍କର ପତ୍ନୀଙ୍କୁ ଆମେ କେବେବି ଦେଖିନୁ ତାହେଲେ ଆସନ୍ତୁ ଜାଣିବା କିଏ ତାଙ୍କ ପତ୍ନୀ ।

ଅନୁଭାବଙ୍କ ଭାଇ ହେଉଛନ୍ତି ଅନୁପ୍ରାଶ ଓ ତାଙ୍କ ସ୍ତ୍ରୀ ହେଉଛନ୍ତି ପ୍ରେରଣା ମହାନ୍ତି ।  ଜିଏକି ବର୍ଷାଙ୍କ ଠାରୁ ଅଧିକ ସୁନ୍ଦରୀ । ସେ କେବେବି ଓଲିଉଡ ଓ ଟିଭି ସିରିୟାଲ ଦୁନିଆକୁ ଆସିନାହାନ୍ତି ଏହି  ଦୁନିଆରୁ ବହୁ ଦୂରରେ ସେ  । ସେ ଜଣେ ଇଣ୍ଟେରିୟର ଡେକରେଟର । ତାଙ୍କୁ ଅଧିକ ସମୟରେ ନିଜ ଘରେ ରୁହନ୍ତି । ତାଙ୍କର ଏକ ଝିଅ ମଧ୍ୟ ଅଛି । ଯାହାଙ୍କୁ ଆମେ ଅନୁଭଙ୍କ ଇଂଷ୍ଟାଗ୍ରାମରେ ଦେଖିବାକୁ ପାଉ । ଏହି କୁନି ଝିଅର ନାମ ଅଭିଚାରିତା ମହାନ୍ତି ।

ତେବେ ଯଦି ଆମେ ଅନୁଭବଙ୍କ ସ୍ତ୍ରୀ ଓ ପ୍ରେରଣାଙ୍କୁ ଦେଖିବା ତେବେ ଜାଣି ପାରିବେ କିଏ ଅଧିକ ସୁନ୍ଦରୀ । ଅନୁଭବ ବହୁତ ଭଲ ପାନ୍ତି ପ୍ରେରଣାଙ୍କୁ ନିଜ ଭଉଣୀ ଭଳି ମାନନ୍ତି । ପ୍ରେରଣା ମଧ୍ୟ ଅନୁଭବଙ୍କୁ ନିଜ ଭାଇ ଭଳି ଶ୍ନେହ କରନ୍ତି । ବର୍ଷା ଓ ପ୍ରେରଣାଙ୍କ ମଧ୍ୟରେ ମଧ୍ୟ ଭଲ ସମ୍ପର୍କ ଅଛି । ତେବେ ବନ୍ଧୁଗଣ ଆପଣଙ୍କୁ କିଭଳି ଲାଗଲା ଆମର ଏହି ସୂଚନା ମାତା ମତ ଦେବେ ଓ ପେଜକୁ ଲାଇକ କରିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।