ଟଙ୍କା ପାଇଁ ବୋଲ୍ଡନେସ ର ସବୁ ସୀମା ଟପିଗଲେ TV ଇଣ୍ଡଷ୍ଟ୍ରି ର ଏହି 4 ଜଣ ସଂସ୍କାରୀ ବୋହୁ, ନମ୍ବର 3 ଙ୍କ ବିଷୟରେ ଜାଣିଲେ ତ ଆପଣ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ଆଜି ଆମେ ଛୋଟ ପରଦାରେ ଅଭିନୟ କରୁଥିବା କେତେକ ଅଭିନେତ୍ରୀ ମାନଙ୍କ ବିଷୟ ରେ ଆଲୋଚନା କରିବା।ପୂର୍ବ ସମୟରେ ଟିଭି ର ଧାରାବାହିକ ମାନଙ୍କ ରେ ବୋହୁ ଭୂମିକା ରେ ନଜର ଆସୁଥିବା ଅଭିନେତ୍ରୀ ମାନେ ପରଦା ରେ ଯେଉଁ ଭଳି ନମ୍ର,ଶାନ୍ତ,ସୁନ୍ଦର ଦେଖା ଯାଉଥିଲେ ଅସଲ ଜୀବନ ରେ ମଧ୍ୟ ଠିକ ସେହିପରି ଥିଲେ।କିନ୍ତୁ ସମୟ ପରିବର୍ତ୍ତନ ହେବ ସହିତ ସ୍ଵଭାଵ ମଧ୍ୟ ପରିବର୍ତ୍ତନ ହୋଇଥାଏ।

ବର୍ତ୍ତମାନ ସମୟରେ ଟିଭି ପରଦା ରେ ନଜର ଆସୁଥିବା ଅଭିନେତ୍ରୀ ମାନେ ଅସଲ ଜୀବନ ରେ ବହୁତ ହଟ ଓ ସୁନ୍ଦର ଅଟନ୍ତି।ଆପଣ ପରଦା ଉପରେ ତାଙ୍କୁ କେବଳ ଶାଢ଼ୀ କିମ୍ବା ସାଲୱାର ପିନ୍ଧି ଥିବାର ଦେଖିଥିବେ କିନ୍ତୁ ଅସଲ ଜୀବନ ରେ ସେମାନେ ବହୁତ ଆଧୁନିକ ପୋଷାକ ପିନ୍ଧିଥାନ୍ତି।ଯାହା ଦ୍ୱାରା ସେମାନେ ବହୁତ ହଟ ଓ ଷ୍ଟାଇଲିସ ନଜର ଆସିଥାନ୍ତି । ଏହି ଅଭିନେତ୍ରୀ ଙ୍କୁ ଅସଲ ଜୀବନ ରେ ଦେଖିଲେ ଚିନ୍ହିବା ମଧ୍ୟ ମୁସ୍କିଲ ହୋଇଯାଇଥାଏ।ତେବେ ବନ୍ଧୁଗଣ ଆମେ ଆଜି ଏହି ପରି କିଛି ଅଭିନେତ୍ରୀ ଙ୍କ ବିଷୟରେ କଥା ହେବାକୁ ଯାଉଛୁ ଯେଉଁ ମାନେ ଟିଭି ପରଦା ରେ ସବୁବେଳେ ଶାଢ଼ୀ ପିନ୍ଧିଥିବା ସଂସ୍କାରି ବୋହୁ ଭାବେ ନଜର ଆସିଥାନ୍ତି କିନ୍ତୁ ଅସଲ ଜୀବନ ରେ ହୋଇଥାନ୍ତି ବହୁତ ହଟ। ତେବେ ଆସନ୍ତୁ ବନ୍ଧୁଗଣ ସେ ବିଷୟରେ ଅଧିକ କିଛି ଆଲୋଚନା କରିବା ।

୧ସାରା ଖାନ-ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ସାରା ଖାନ “ବିଦାୟୀ” ଧାରାବାହିକ ରେ ସଂସ୍କାଫି ବୋହୁ ଭାବେ ନଜର ଆସିଥିଲେ।ବନ୍ଧୁଗଣ ଏହି ସଂସ୍କାରି ବୋହୁ ନିଜ ଅସଲ ଜୀବନ ରେ ବହୁତ ହଟ ଏବଂ ବୋଲଡ଼ ଅଟନ୍ତି।ତାଙ୍କର ଇଂଷ୍ଟାଗ୍ରାମ ଆଇ ଡ଼ି ରେ ତାଙ୍କର ସାଧାରଣ ଫୋଟୋ ଅପେକ୍ଷା ଅନେକ ହଟ ଫୋଟୋ ରହିଛି।ଅନେକ ଫୋଟୋ ରେ ସେ ବିକିନୀ ପିନ୍ଧିଥିବା ନଜର ଆସିଛନ୍ତି।ସେ ପ୍ରାୟ ସବୁ ଫୋଟୋ କିମ୍ବା ଭିଡିଓ ରେ ବିକିନୀ ପିନ୍ଧି ଥିବାର ନଜର ଆସିଥାନ୍ତି।ସେ ଏକ ନ୍ୟୁଡ଼ ଫିଲ୍ମ ସୁଟିଂ କରି ବହୁତ ଚର୍ଚ୍ଚା କୁ ଆସିଥିଲେ।ଟିଭି ପରଦା ର ଏହି ଅଭିନେତ୍ରୀ ବାସ୍ତବ ଜୀବନରେ ବହୁତ ସୁନ୍ଦର ଓ ହଟ ଅଟନ୍ତି।

୨.ନିୟା ଶର୍ମା-ନିୟା ଶର୍ମା ଟିଭି ଜଗତର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି।ନିଜର ଚମତ୍କାର ଅଭିନୟ ଦ୍ୱାରା ସେ ଆଜି ଘରେ ଘରେ ପରିଚିତ ହୋଇପାରିଛନ୍ତି।ସେ ପ୍ରଥମେ ଏକ ସାଧାରଣ ବୋହୁ ର ଚରିତ୍ର ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ।ସେ ଏକ ନୂଆ ଅନ୍ଦାଜ ରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ।ତାଙ୍କର ଏହି ସରଳ ବୋହୁ ଚରିତ୍ର ରୁ ଅନେକ କିଛି ଶିଖିବାକୁ ମିଳିଥିଲା।କ୍ରମେ କ୍ରମେ ସେ ମଧ୍ୟ ବଦଳି ଯାଇଥିଲେ।ସେ ମଧ୍ୟ ଆଧୁନିକ ଯୁଗ ସହିତ ପାଦ ମିଶାଇ ଚାଲିବାକୁ ପସନ୍ଦ କରିଥିଲେ ।ଏହା ପରେ ସେ “ଜମାଇ ରାଜା” ଧାରାବାହିକ ରେ ନଜର ଆସିଥିଲେ।ଏହି ଧାରାବାହିକ ରେ ସେ ବକ ସରଳ ବୋହୁ ର ଚରିତ୍ର ରେ ଅଭିନୟ କରିଥିଲେ ମଧ୍ୟ ତାଙ୍କର ବୋଲଡ଼ ଲୁକ ମଧ୍ୟ ଦେଇଥିଲେ।ତାଙ୍କର ଅନେକ ଗୁଡିଏ ହଟ ଫୋଟୋ ସୋସିଆଲ ମିଡ଼ିଆ ରେ ଦେଖାଯାଇଥାଏ।

୩.ରୁବିନା ଦିଲାଇକ-ସେ ନିଜ ଧାରାବହିକ ରେ ବହୁତ ସରଳ ଦେଖାଯାଇଥାନ୍ତି।କିନ୍ତୁ ସେ ମଧ୍ୟ ନିଜ ବାସ୍ତବ ଜୀବନ ରେ ବହୁତ ହଟ ଓ ଷ୍ଟ୍ୟଲିଶ ଦେଖାଯାଇଥାନ୍ତି।ସେ ନିଜ ପ୍ରଥମ ଧାରାବାହିକ ରେ ଏକ ସରଳ ଓ ସାଧାରଣ ବୋହୁ ଚରିତ୍ର ରେ ଦର୍ଶକ ଙ୍କ ମନ କୁ ଜିଣି ପାରିଥିଲେ।କିନ୍ତୁ ଏହା ପରେ ପରେ ସେ ବହୁତ ବଦଳି ଯାଇଥିଲେ।ସେ ତାଙ୍କର ବହୁତ ଗୁଡିଏ ହଟ ଫୋଟୋ କି ନିଜ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥାନ୍ତି।ଏଥିରେ ସେ ବହୁତ ସୁନ୍ଦର ଓ ଷ୍ଟାଇଲିଶ ଦେଖା ଯାଇଥାନ୍ତି।

୪.ଦେବୋଲୀନା ଭଟ୍ଟାଚାର୍ଜ୍ୟ-ଦେଵଲୀନା ବର୍ତ୍ତମାନ ସମୟରେ “ବିଗବସ ସିଜନ ୧୩” ନଜର ଆସୁଛନ୍ତି।ସେ ନିଜର ଷ୍ଟାଇଲିଶ ଓ ବୋଲଡ଼ ଲୁକ ପାଇଁ ବହୁତ ଜଣ ଶୁଣା ଅଟନ୍ତି ।କିନ୍ତି ସେ ପୂର୍ବ ରୁ ଯେତେ ବେଳେ ବୋହୁ ଚରିତ୍ର ରେ ନଜର ଆସୁଥିଲେ ସେତେବେଳେ ବହୁତ ଶାନ୍ତ ଓ ଭଦ୍ର,ନମ୍ର ଓ ଏକ ସରଳ ସାଧାସିଧା ବୋହୁ ପରି ଦେଖା ଯାଉଥିଲେ।କିନ୍ତୁ ଏହା ପରେ ସେ ବହୁତ ଷ୍ଟାଇଲିଶ ହୋଇଯାଇଥିଲେ।ନିଜ ଇଂଷ୍ଟାଗ୍ରାମ ରେ ତାଙ୍କର ବହୁତ ହଟ ଫୋଟୋ ପୋଷ୍ଟ କରିଥିଲେ।ଏହି ଭଳି ଫୋଟୋ ଦ୍ୱାରା ତାଙ୍କର ବହୁତ ପ୍ରସଂଶକ ମଧ୍ୟ ହୋଇଯାଇଥିଲେ।ବୋହୁ ଚରିତ୍ର ରେ ଅତି ସାଧାସିଧା ନଜର ଆସୁଥିବା ଦେଵଲୀନା ବାସ୍ତବରେ ବହୁତ ଷ୍ଟାଇଲିଶ ଓ ହଟ ଅଟନ୍ତି।

ଏମାନଙ୍କ ମଧ୍ୟରୁ ଆପଣଙ୍କୁ କିଏ ଅଧିକ ପସନ୍ଦ ଆମକୁ କମେନ୍ଟ କରନ୍ତୁ ଓ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।