Gk Questions & Answers- ଗୋଟେ ଝିଅ ନେପାଳରେ ରୁହେ, ତା’ର ବୟସ ୨୭ ବର୍ଷ କିନ୍ତୁ ତା’ ମା’ର ବୟସ ୨୫ ବର୍ଷ, ତ କୁହନ୍ତୁ ଏହା କେମିତି ସମ୍ଭବ ?

ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ବହୁତ ପ୍ରକାରର ପ୍ରଶ୍ନ ପଚାରାଯାଏ । ଏହା ଦ୍ଵାରା ଆମେ ବହୁତ କିଛି ଶିଖିବାକୁ ପାଇଥାଉ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ ।

ଯଦି କେହି ପିଲା ପାଠ ପଢୁଥିବେ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ । ୧- ଏମିତି କେଉଁ ପଶୁ ଅଛି ଯିଏ କେବଳ ନିଳଗିରିର ପତ୍ର ଛଡା ଆଉ କିଛି ଖାଏ ନାହି ? ଉତ୍ତର- କୋଏଲା ୨- ଦୁନିଆରେ ଏମିତି କେଉଁ ପକ୍ଷୀ ଅଛି ଯିଏ ତାର ପଛ ପଟେ ଉଡିଥାଏ ? ଉତ୍ତର- ହମିଙ୍ଗ ବାର୍ଡ

୩- କେତେ ବର୍ଷ ପରେ ରାଷ୍ଟ୍ରୀୟ ଜନଗଣନା ହୋଇଥାଏ ?

ଉତ୍ତର- ୧୦ ବର୍ଷ ପରେ

୪- ଏମିତି କଣ ଅଛି ଯାହା ଖରାରେ ଶୁଖେ ନାହି ?

ଉତ୍ତର- ଝାଳ

୫- ଏମିତି କେଉଁ ଦେଶ ଅଛି ଯାହାର ସୀମାକୁ ୧୪ଟି ଦେଶ ଘେରି କରି ରହିଛି ?

ଉତ୍ତର- ଚୀନ

୬- ଏମିତି କଣ ଅଛି ଯାହା ଭାଙ୍ଗିଗଲେ କାମରେ ଆସିଥାଏ ?

ଉତ୍ତର- ଅଣ୍ଡା

୭- କେଉଁ ଦେଶରେ ଅ-ନ୍ତି-ମ ସଂ-ସ୍କା-ର ସମୟରେ ଲୋକେ ଡ୍ୟାନ୍ସ କରନ୍ତି ?

ଉତ୍ତର- ଧନା

୮- ସିଗନେଚର ଓ ଫୋଟୋଗ୍ରାଫିରେ କଣ ଅନ୍ତରା ରହିଛି ?

ଉତ୍ତର- ସିଗନେଚର ସାଧାରଣ ଓ ଅଟୋଗ୍ରାଫ ପ୍ରସିଦ୍ଧ ଲୋକଙ୍କ ଠାରେ ହୋଇଥାଏ ।

୯-  ବିଶ୍ଵର ଏମିତି କେଉଁ ଦେଶ ଅଛି ଯେଉଁଠାରେ ଧଳା ହାତୀ ଅଛି ?

ଉତ୍ତର- ଥାଇଲ୍ୟାଣ୍ଡ

୧୦- କେଉଁ ଦେଶରେ ଗରମ ହେଲେ ମଧ୍ୟ ସେଠିକାର ଲୋକେ ଗୋରା ହୋଇଥାନ୍ତି ?

ଉତ୍ତର- ଅରବ

୧୧-  ପାଣି ପରେ ଦୁନିଆରେ ଆଉ କଣ ଅଧିକ ପିଆଯାଏ ?

ଉତ୍ତର- ଚାହା

୧୨- କେଉଁ ପଶୁର କ୍ଷୀର ପିଇଲେ ବ୍ରେନ ତୀବ୍ର ହୋଇଥାଏ ?

ଉତ୍ତର- ଗାଈ

୧୩- ଭାରତର ଦିତୀୟ ତାଜମହଲ କାହାକୁ କୁହାଯାଏ ?

ଉତ୍ତର- ବିବି କା ମକବାରା

୧୪- ଦିଲ୍ଲୀରେ ଥିବା ଜାମା ମସଜିଦ କିଏ ନିର୍ମାଣ କରିଥିଲେ ?

ଉତ୍ତର- ଶାହଜାହା

୧୫- ସାଂସଦରେ ନିର୍ବାଚନ ଲଢିବା ପାଇଁ ବ୍ଯକ୍ତିର ବୟସ କେତେ ହେବା ଦରକାର ?

ଉତ୍ତର- ୨୧ ବର୍ଷ

୧୬- ମନୁଷ୍ୟ ଶରୀରରେ ଆୟୋଡିନ କମ ଯୋଗୁ କେଉଁ ରୋଗ ହୋଇଥାଏ ?

ଉତ୍ତର- ଗ୍ୱାଲିୟର

୧୭- କେଉଁ ପକ୍ଷୀ ଅଛି ଯିଏ ଆଗ ଓ ପଛ ପଟେ ଉଡିଥାଏ ?

ଉତ୍ତର- ହମିଙ୍ଗ ବାର୍ଡ

୧୮- ଭାରତର କେଉଁ ରାଜ୍ୟ ଇଂରେଜ ଲୋକଙ୍କର ଗୋଲାମ ହୋଇନଥିଲା ?

ଉତ୍ତର- ଗୋଆ

୧୯- ସିଂହର ଆୟୁ ନିର୍ଧାରଣ କାହା ଦ୍ଵାରା ହୋଇଥାଏ ?

ଉତ୍ତର- ନାକର ରଙ୍ଗ ଦେଖି

୨୦- ଗୋଟେ ପେଚା ନିଜ ମୁଣ୍ଡକୁ କେତେ ଦୂର ଯାଏଁ ବୁଲାଇପାରେ ?

ଉତ୍ତର- ୨୭୦ଡିଗ୍ରୀ

୨୧- ମହାତ୍ମାଗାନ୍ଧୀ ପ୍ରଥମେ ଚଷମା କେବେ ପିନ୍ଧିଥିଲେ ?

ଉତ୍ତର- ୧୮୯୦ରେ

୨୨- ବିଶ୍ବରେ କେଉଁ ଦେଶରେ ଚାଷ ହୁଏ ନାହି ?

ଉତ୍ତର- ସିଙ୍ଗାପୁର

୨୩-  କେଉଁ ଦେଶରେ ଅଧିକ ଭୂକମ୍ପ ହୋଇଥାଏ ?

ଉତ୍ତର- ଜାପାନ

୨୪- ଗୋଟେ ଝିଅ ନେପାଳରେ ରୁହେ ତାର ବୟସ ୨୭ ବର୍ଷ ତା ମାର ବୟସ ୨୫ ବର୍ଷ ତେବେ କୁହ ଏହା କେମିତି ସମ୍ଭବ ହୋଇପାରେ ?

ଉତ୍ତର- ଏହା ସମ୍ଭବ କାରଣ ସେ ଝିଅର ମା ସାବତ ମା ହୋଇଥାଏ ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ