ଶ୍ରୀଲଙ୍କା ଭ୍ୟାକେଶନରୁ ସାରା ଶେୟାର କଲେ ଗ୍ଲାମରସ ଫଟୋ, ଛୋଟ ଡ୍ରେସରେ ସୁଇମିଂ ପୁଲରେ ମସ୍ତି କରୁଥିବାର ନଜର ଆସିଲେ

ଲଗାତାର ଦୁଇଟି ଫିଲ୍ମ ହିଟ ଦେବା ପରେ ସାରା ଅଲୀ ଖାନ ବର୍ତ୍ତମାନ ବଲୀଉଡର ଆସନ୍ତା ସେଂସେଶନ ହୋଇ ଯାଇଛନ୍ତି । କହିବାକୁ ଗଲେ ବର୍ତ୍ତମାନ ସାରା ନିଜର ଆସନ୍ତା ଫିଲ୍ମ ‘କୁଲି ନମ୍ବର ୧’ର ରିମେକରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ବରୁଣ ଧବନଙ୍କ ସହିତ ସେ ନଜର ଆସିବେ । ସାରା ବହୁତ କମ ସମୟରେ ପପୁଲାରିଟି ମାମଲାରେ ଇଣ୍ଡଷ୍ଟ୍ରିର ବଡ ବଡ ଅଭିନେତ୍ରୀମାନଙ୍କୁ ପଛରେ ଛାଡି ଦେଇଛନ୍ତି । ତାଙ୍କୁ ଇଂଷ୍ଟାଗ୍ରାମରେ ବି ଲକ୍ଷ ଲକ୍ଷ ଲୋକମାନେ ଫଲୋ କରନ୍ତି ।

 

View this post on Instagram

 

Lady in Lanka ??‍♀️??

A post shared by Sara Ali Khan (@saraalikhan95) on

ବର୍ତ୍ତମାନ ସମୟରେ ସାରା ନିଜ କାମରୁ ବ୍ରେକ ନେଇ ଶ୍ରୀଲଙ୍କାରେ ଛୁଟି କାଟୁଛନ୍ତି । ଏମିତିରେ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବେକେଶନ ର କିଛି ଫଟୋ ଶେୟାର କରିଛନ୍ତି, ଯାହାକି ବହୁତ ଜଲ୍ଦି ଭାଇରାଲ ହେଉଛି । ସାରା ସୋସିଆଲ ମିଡିଆରେ ବହୁତ ଆକ୍ଟିବ ବି ରୁହନ୍ତି ଓ ସେ ସବୁଦିନ ନିଜ ଫ୍ୟାନମାନଙ୍କ ପାଇଁ କୌଣସି ନା କୌଣସି ଫଟୋ ଶେୟାର କରିଥାନ୍ତି ।

କହିଦେଉଛୁ କି, ଶ୍ରଲଙ୍କା ବେକେଶନ ରେ ସାରା ବିକିନୀ ପିନ୍ଧି ସୁଇମିଂ ପୁଲ ରେ ମଜା ନେଉଛନ୍ତି । ଏହା ସହିତ ସେ ସମୁଦ୍ର ତଟରେ ବହୁତ ମସ୍ତି କରୁଥିବାର ବି ନଜର ଆସୁଛନ୍ତି । ସୁଇମିଂ ପୁଲରେ ନଡିଆ ପାଣି ପିଉଥିବାର ଫଟୋ ସାରାଙ୍କର ଫ୍ୟାନମାନଙ୍କୁ ବହୁତ ପସନ୍ଦ ବି ଆସୁଛି । ସାରାଙ୍କର ବେକେଶନର ଏହି ଫଟୋ ଗୁଡିକୁ ବହୁତ ଭଲ କମେନ୍ଟ ମିଳୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫଟୋ ଉପରେ ୧୪ ଲକ୍ଷରୁ ବି ଅଧିକ ଲାଇକ୍ସ ଆସି ସାରିଛି । ଫଟୋ ସହିତ ସାରା କ୍ୟାପ୍ସନ ଦେଇଛନ୍ତି କି, “ଲେଡି ଇନ ଲଙ୍କା ।“

ଯଦି ଆମେ ସାରାଙ୍କର ଫିଲ୍ମ ବିଷୟରେ କଥା ହେବା ତେବେ ସେ ବରୁଣ ଧବନଙ୍କ ସହିତ ଫିଲ୍ମ ‘କୁଲି ନମ୍ବର ୧’ ଓ କାର୍ତ୍ତିକ ଆର୍ୟନଙ୍କ ସହିତ ‘ଲଭ ଆଜ କଲ ୨’ରେ ନଜର ଆସିବେ । ଖବର ଅନୁସାରେ ବର୍ତ୍ତମାନ ଦିନରେ ସାରା କାର୍ତ୍ତିକ ଆର୍ୟନଙ୍କୁ ଡେଟ କରୁଛନ୍ତି । ପ୍ରାୟତଃ ଦୁଇ ଜଣ ଏକା ସହିତ ସ୍ପଟ ହୋଇଥାନ୍ତି । କିନ୍ତୁ ତାଜା ଖବର ଅନୁସାରେ ଦୁଇ ଜଣଙ୍କର ବ୍ରେକଅପ ହୋଇ ସାରିଛି ।

ଦେଖନ୍ତୁ ସାରାଙ୍କର ଶ୍ରୀଲଙ୍କା ବେକେଶନର କିଛି ଫଟୋ –