ବଲୀଉଡରେ କ୍ଯୂଟନେସ ମାମଲାରେ ଏହି ଷ୍ଟାରମାନଙ୍କର ପିଲାମାନେ ଅଛନ୍ତି ସବୁଠୁ ଆଗରେ, ତୃତୀୟ ନମ୍ବର ଅଟେ ସବୁଠୁ କ୍ୟୁଟ

ବଲୀଉଡର ଷ୍ଟାରମାନେ ସବୁବେଳେ ଲାଇମ ଲାଇଟରେ ରୁହନ୍ତି । ତାଙ୍କର ଛୋଟ ବଡ ସବୁ କଥା ଉପରେ ଲୋକ ମାନଙ୍କର ନଜର ଥାଏ । ତାଙ୍କର ପର୍ସନଲ ଲାଇଫ ବି ପର୍ସନଲ ହୋଇ ରହି ନଥାଏ କାରଣ ସେମାନେ କିଛି ବି କରନ୍ତୁ କିମ୍ବା କେଉଁଠି ବି ଯାଆନ୍ତୁ ମିଡିୟା ସବୁବେଳେ ତାଙ୍କ ଉପରେ ନଜର ରଖିଥାଏ । ସେହିଭଳି ବଲୀଉଡର ଷ୍ଟାରଙ୍କର ପିଲାମାନେ ବି ନିଜର କ୍ଯୂଟନେସ କାରଣରେ ଲାଇମ ଲାଇଟରେ ରହୁଛନ୍ତି ।

ଯେମିତି ଷ୍ଟାରମାନଙ୍କ ଉପରେ ମିଡିୟା ନଜର ରହିଥାଏ ସେମିତି ତାଙ୍କ ପିଲାମାନଙ୍କ ଉପରେ ମଧ୍ୟ ମିଡିୟାଙ୍କର କ୍ୟାମେରାର ନଜର ରହିଥାଏ । ଆଜି ଆମେ ବଲୀଉଡର ସେହି କ୍ୟୁଟ ଷ୍ଟାର ପିଲା ମାନଙ୍କର ବିଷୟରେ କହିବାକୁ ଯାଉଛୁ ।

ଆଦିରା

ରାନୀ ମୁର୍ଖଜୀ ଏବଂ ଆଦିତ୍ୟ ଚୋପଡାଙ୍କର ଝିଅ ଆଦିରାଙ୍କର ଜନ୍ମ ବର୍ଷ ୨୦୧୫ରେ ହୋଇଥିଲା । କିନ୍ତୁ ରାନୀ ଏବଂ ଆଦିତ୍ୟ ସବୁବେଳେ ନିଜର ଝିଅକୁ କ୍ୟାମେରା ଠାରୁ ଦୂରରେ ରଖିଛନ୍ତି । ଆଦିରାର କୌଣସି ବି ଫଟୋ ମିଡିୟାରେ ଭାଇରାଲ ହୋଇ ନାହିଁ । ଯେତେବେଳେ ପର୍ଯ୍ୟନ୍ତ ରାନୀ କିଛି ଫଟୋ ନ ଛାଡିଛନ୍ତି । ଆଦିରାଙ୍କର ଏହି ଫଟୋ ଦେଖି ଆପଣମାନେ ବି କହିବେ କି ସେ ବହୁତ କ୍ୟୁଟ ଅଟନ୍ତି ।

ଆରାଧ୍ୟା

ଐଶ୍ୱର୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କର ଝିଅ ଆରଧ୍ୟାଙ୍କର ଜନ୍ମ ୧୩ ନଭେମ୍ବର ୨୦୧୧ରେ ମୁମ୍ବାଇରେ ହୋଇଥିଲା । ଆରାଧ୍ୟାଙ୍କ ଜନ୍ମ ପରେ ଐଶ୍ୱର୍ୟା ପୂରାପୂରି ତାଙ୍କର ଦେଖାଶୁଣା କରିବାକୁ ଲାଗିଲେ । ଐଶ୍ୱର୍ୟା ଯେଉଁଠିକୁ ବି ଯାଆନ୍ତି ଆରାଧ୍ୟା ମଧ୍ୟ ତାଙ୍କ ସହିତ ଯାଆନ୍ତି । କହି ଦେଉଛୁ ଯେ ଆରାଧ୍ୟା ବହୁତ ଶାନ୍ତ ଅଟନ୍ତି ଏବଂ ସୁନ୍ଦରତା ମାମଲାରେ ଐଶ୍ୱର୍ୟା ଉପରେ ଯାଇଛନ୍ତି । ଏହା ସହିତ ସେ ବହୁତ କ୍ୟୁଟ ଅଟନ୍ତି ।

ତୈମୂର

ସୋସିୟାଲ ମିଡିୟାରେ ନିଜର କ୍ଯୂଟନେସରେ ନିଆ ଲଗାଇଥିବା ତୈମୂର ଅଲୀ ଖାନଙ୍କର କଥା କହିଲେ ନସରେ । ତୈମୂର ଜନ୍ମ ହେବା ପର ଠାରୁ ହିଁ ଯେବେଠୁ ତାଙ୍କର ନାମ ରଖାଗଲା ସେ ସେବେଠୁ ହିଁ ଚର୍ଚା ଅଛନ୍ତି । କହିଦେଉହୁ ଯେ କରିନା କେବେ ବି ତୈମୂରଙ୍କୁ କ୍ୟାମେରାରୁ ଲୁଚେଇ ରଖି ନାହାନ୍ତି । ତୈମୂର ସବୁବେଳ କ୍ୟାମେରା ସାମନାରେରେ ଆସୁଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ତୈମୂରଙ୍କର ଗୋଟିଏ ଫଟୋ ପାଇଁ ହଜାର ହଜାର ଟଙ୍କା ଲାଗିଥାଏ ।