ମା ବନିବା ପରେ ଆଗଠୁ ବି ଅଧିକ ହଟ ଓ ଫିଟ ହେଇ ଯାଇଛନ୍ତି Sapna Choudhary, ଏମିତି ଲୁକ ଆଗରୁ କୀବ ଦେଖି ନଥିବେ

ହରିଆଣା କ୍ୱିନ ସ୍ବପ୍ନା ଚୌଧୁରୀ ପୁଣି ଥରେ ନିଜର ଭାଇରାଲ ଭିଡିଓ ଏବଂ ଫଟୋ କୁ ନେଇ ବହୁତ ଚର୍ଚ୍ଚାରେ ରହିଛନ୍ତି । ସପ୍ନା ମାଆ ହେବା ପରେ ମଧ୍ୟ ନିଜ ହଟ ଏବଂ ସେକ୍ସି ଅନ୍ଦାଜ ଦ୍ଵାରା ନିଜ ଫ୍ୟାନସ ମାନଙ୍କୁ ଆକର୍ଷିତ କରୁଛନ୍ତି । ସପ୍ନା ସୋସିଆଲ ମିଡିଆରେ ଗୋଟେ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ନିଅନ ଗ୍ରିନ କଲର ର ସ୍ଲିଭଲେସ ଟପ ଏବଂ ହଟ ପେଣ୍ଟ ପିନ୍ଧିଛନ୍ତି । ନିଜର ଏହି ଲୁକ ଦ୍ଵାରା ସପ୍ନା ନିଜ ଫ୍ୟାନସ ମାନଙ୍କ ହୃଦୟରେ ରାଜ କରୁଛନ୍ତି ।

ଏମିତି ବହୁତ ଫଟୋ ଅଛି ଯାହା ଦ୍ଵାରା ସ୍ବପ୍ନା ବହୁତ ଚର୍ଚ୍ଚାରେ ରହିଛନ୍ତି । ସପ୍ନା ଚୌଧୁରୀ ପ୍ରତିଦିନ ନିଜର ସୋସିଆଲ ମିଡିଆରେ ନୂଆ ନୂଆ ଫଟୋ ପୋଷ୍ଟ କରୁଛନ୍ତି । ଯୋଉଥିରେ ନିଜର ଗ୍ଲାମରସ ଷ୍ଟାଇଲ ଅନ୍ଦାଜ ଦେଖିବାକୁ ମିଳୁଛି । ବହୁତ ଫଟୋରେ ସପ୍ନା ଙ୍କ ଅନ୍ଦାଜ ବହୁତ ଅଲଗା ରହିଛି । ସେ ନିଜକୁ ଦେଶୀ କ୍ୱିନ କୁହନ୍ତି କିନ୍ତୁ ବର୍ତମାନ ସେ ଜଣେ ହଟ ମଡେଲ ହୋଇସାରିଲାଣି ।

ଭିଡିଓ ରେ ସପ୍ନା ସଲୱାର ଶୁଟ ରେ ଦେଖିବାକୁ ମିଳିଥାନ୍ତି କିନ୍ତୁ ରିଅଲ ଲାଇଫ ରେ ସପ୍ନା ବହୁତ ମେଡର୍ନ ଏବଂ ଷ୍ଟାଇଲିଶ । ସପ୍ନା ବହୁତ ନୂଆ ଷ୍ଟାଇଲ ରେ ରହିବାକୁ ଲାଗିଲେଣି । ତାଙ୍କ ବର୍ତମାନ ର ଫୋଟୋ ଦେଖିଲେ କେହି ବିଶ୍ବାସ କରିବେନି କି ଇଏ ସେହି ସପ୍ନା ଯିଏ ନିଜର ଠୁମୁକା ଦ୍ଵାରା ହରିୟାଣା ଭିତରେ ବହୁତ ପ୍ରସିଦ୍ଧ ଥିଲେ । କିନ୍ତୁ ଏବେ ସେ ଅଲଗା ଦେଶରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।

ବର୍ତମାନ ସପ୍ନା ଡାନ୍ସ ରୁ ବେଶୀ ନିଜର ହଟ ଲୁକ ପାଇଁ ଲାଇମ ଲାଇଟ ନେଉଛନ୍ତି । ସପ୍ନା ନିଜର ଷ୍ଟାଇଲ ଦ୍ଵାରା ବହୁତ ବଡ଼ ବଡ଼ ଅଭିନେତ୍ରୀ ମାନଙ୍କୁ ମଧ୍ୟ ଟକର ଦେଇପାରିବେ । ବିଗ ବସରେ ଆସିବା ପରେ ସପ୍ନା ବହୁତ ଫେମସ ହୋଇଗଲେ । ସୋସିଆଲ ମିଡିଆରେ ସପ୍ନା ଙ୍କ ଫ୍ୟାନ ଫଲୋଇଂ ବହୁତ ବେଶି ରହିଛି । କିଛି ସମୟ ପୂର୍ବରୁ ସପ୍ନା ମା ହୋଇଛନ୍ତି । ସପ୍ନା ମସୁର ଅଭିନେତା ଏବଂ ପ୍ରଯୋଜକ ଭିର ସାହୁଙ୍କୁ ବିବାହ କରିଛନ୍ତି । ସପ୍ନା ନିଜ ଭିଡିଓ ଦ୍ଵାରା ମଧ୍ୟ ବହୁତ ଚର୍ଚ୍ଚାରେ ରହୁଛନ୍ତି ।

ନିଜ କ୍ୟାରିଅର ର ଆରମ୍ଭ ୩୧୦୦ ଟଙ୍କାରୁ କରିଥିବା ସପ୍ନା ଆଜି ଗୋଟେ ଶୋ ପାଇଁ ୩୦ ରୁ ୫୫ ଲକ୍ଷ ପର୍ଯ୍ୟନ୍ତ ନେଉଛନ୍ତି । ସପ୍ନା ନଜର ଗୋଟେ ବହୁତ ବାସ ଘର ମଧ୍ୟ ଅଛି । ସପ୍ନା ଙ୍କ ଟୋଟାଲ ସମ୍ପତି ୬୦ କୋଟିରୁ ଉର୍ଦ୍ଧ୍ବ ରହିଛି । ସପ୍ନା ଙ୍କ ପାଖରେ ବହୁତ ଦାମୀ ଦାମୀ ଗାଡ଼ି ମଧ୍ୟ ରହିଛି । ଯେମିତି ଅଡି, ମର୍ସିଡିଜ, ବିଏମଡବୁଲୁ ଇତ୍ୟାଦି ।

ସପ୍ନା ନିଜର ହଟ ଲୁକ ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା କରିଛନ୍ତି । ସପନ ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ବ୍ୟବହାର ମଧ୍ୟ ସେତେ ସୁନ୍ଦର । ନିଜ ସୁନ୍ଦରତା ଏବଂ ନିଜର ସୋସିଆଲ ମିଡିଆରେ ପୋଷ୍ଟ ଦ୍ଵାରା ସପ୍ନା ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି । ତେବେ ଆପଣଙ୍କୁ ସପ୍ନା ଚୌଧୁରୀ କେମିତି ଲାଗନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।