କେଉଁ କାମ ସରିବା ପରେ ଝିଅ ଆଉ କୁଆଁରୀ ରୁହେ ନାହିଁ? ୯୯% ଲୋକ ଭୂଲ ଉତ୍ତର ଦେଇଥାନ୍ତି, ଆହୁରି 10 ପ୍ରଶ୍ନ ଓ ଉତ୍ତର

ନମସ୍କାର ବନ୍ଧୁଗଣ, IAS ପରୀକ୍ଷା ଇଣ୍ଟରଭିଉରେ ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ ଯାହା ଆପଣଙ୍କୁ ଦ୍ଵନ୍ଦରେ ପକାଇଥାଏ । ବହୁତ କଠିନ ପ୍ରଶ୍ନ ମଧ୍ୟ ଏହି ଇଣ୍ଟରଭିଉରେ ପଚରା ଯାଏ ଯାହାକୁ ଶୁଣି ଆପଣଙ୍କ ଦୀମାଗ ଗୋଲ ହୋଇଯାଏ । ଉତ୍ତର କଣ ହେବ ଆପଣ ଭାବି ବୁଲନ୍ତି କିନ୍ତୁ ଆପଣ ଭାବୁଥିବା ଉତ୍ତର ବହୁତ ସହଜ ହୋଇଥାଏ । ଏହି ପ୍ରଶ୍ନ କେବଳ ଆପଣଙ୍କ ମାନସିକ ଦକ୍ଷତା ଟେଷ୍ଟ କରିବା ପାଇଁ ପଚରା ଯାଇଥାଏ । ତେବେ ଆସନ୍ତୁ ଏଭଳି କିଛି ପ୍ରଶ୍ନ ଗୁଡ଼ିକ ବିଷୟରେ ଆଲୋଚନା କରିବା । ଯାହା ଆପଣଙ୍କ ପାଇଁ ଖୁବ ଦରକାରୀ ହେବ । ଦେଖିବା ଆପଣ ଏହି ପ୍ରଶ୍ନ ଗୁଡିକ ମଧ୍ୟରୁ କେତୋଟିର ସଠିକ ଉତ୍ତର ଦେଇ ପାରୁଛନ୍ତି ।

୧) ଯେତେବେଳେ ରାଷ୍ଟ୍ରପତି ପଦ ଶୂନ ପଡିଲେ ସେତେ ବେଳେ ଉପରାଷ୍ଟ୍ରପତି ସର୍ବାଧିକ କେତେ ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ରାଷ୍ଟ୍ରପତି ରୂପେ କାର୍ଯ୍ୟ କରନ୍ତି ?

ଉତ୍ତର- 6 ମାସ

୨) ମହାଭିଯୋଗ ପ୍ରସ୍ତାବ ଆଗତ କରିବା ପାଇଁ ସଂସଦ ର ଯେ କୌଣସି ସଭ୍ୟ ର ଗୃହ ର ସଭ୍ୟ ମାନେ ଲିଖିତ ନୋଟିସ ଆଗତ କରି ଥାନ୍ତି ?

ଉତ୍ତର- 14 ଦିନ

୩) ନିମ୍ନୋକ୍ତ ମଧ୍ୟ ରୁ କିଏ ଅର୍ଥ ଆୟୋଗ ଗଠନ କରନ୍ତି ?

ଉତ୍ତର- ରାଷ୍ଟ୍ରପତି

୪) ନିମ୍ନୋକ୍ତ ମଧ୍ୟ ରୁ କିଏ ଆମ ଦେଶ ରେ ପ୍ରତି ରକ୍ଷ୍ୟା ବାହିନୀ ର ସର୍ବୋଚ୍ଚ ସେନା ଦକ୍ଷ ଅଟେ ?

ଉତ୍ତର-ରାଷ୍ଟ୍ରପତି

୫) ବିଶ୍ଵର କେଉଁ ବ୍ୟକ୍ତିଙ୍କର ୩୯ଟି ସ୍ତ୍ରୀ ଏବଂ ୯୪ ସନ୍ତାନ ଥିଲେ ?

ଉତ୍ତର- ଜିୟୋନା ଚାନା

୬) ପୁରା ଦୁନିଆର ସବୁଠାରୁ ଅଧିକ ଚିନି କେଉଁ ଦେଶର ଲୋକ ଖାଇଥାନ୍ତି ?

ଉତ୍ତର- କ୍ୟୁବା

୭) ଭାରତର ସବୁଠାରୁ ବଡ ଚାକିରିର ନାମ କଣ ?

ଉତ୍ତର- IAS ଚାକିରି

୮) କାହାକୁ ଲୋକ ମାନେ କେବଳ ଅନ୍ଧାର ହେଲେ ଖୋଜିଥାନ୍ତି ?

ଉତ୍ତର- ଆଲୋକ

୯)କେଉଁ କାମ ସାରିଲା ପରେ ଜଣେ ଝିଅ ଆଉ କୁଆଁରୀ ହୋଇ ରହେ ନାହିଁ ?

ଉତ୍ତର- ବାହାଘର

୧୦)ସମ୍ଭିଧାନ ର କେଉଁ ଧାରା ଅନୁସାରେ କୌଣସି ରାଜ୍ୟ ରେ ରାଷ୍ଟ୍ରପତି ଶାସନ ଜାରି ହୁଏ ?

ଉତ୍ତର- 356 ଧାରା

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।