Alia Bhatt ଙ୍କୁ ଡେଟ କରିବାକୁ ଚାହାଁନ୍ତି କ୍ରିକେଟର Ishant Sharma, କିନ୍ତୁ Sikhar Dhawan କରିଦେଲେ ମନା, ଜାଣନ୍ତୁ ଏହାର କାରଣ

ଆଲିଆ ଭଟ୍ଟ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ତାଙ୍କ ସୌନ୍ଦର୍ଜ୍ୟର ସଭିଏଁ ଦିୱାନା । ଆଲିଆ ଭଟ୍ଟ ଓ ଅଭିନେତା ରଣବିର କପୁର ବଲିଉଡର ଚର୍ଚ୍ଚିତ ଯୋଡି ମାନଙ୍କ ମଧ୍ୟରୁ ଗୋଟିଏ । କିନ୍ତୁ ରଣବିର କପୁରଙ୍କ ବ୍ଯତୀତ ଆଉ ଜଣେ ମଧ୍ୟ ଅଛନ୍ତି ଯିଏ ଆଲିଆ ଭଟ୍ଟଙ୍କୁ ଡେଟ କରିବାକୁ ଚାହାନ୍ତି ।

ସେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ପେଶ ବୋଲର ଇଶାନ୍ତ ଶର୍ମା । ଇଶାନ୍ତ କପିଲ ଶର୍ମାଙ୍କ ଶୋ କୁ ଆସିଥିବା ବେଳେ ଏହି କଥା ଖୁଲସା କରିଥିଲେ । ଏହି ଶୋ ରେ ଟିମ ଇଣ୍ଡିଆର ଷ୍ଟାର ଓପନର ଶିଖର ଧାୱନ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଧାୱନ କୌଣସି ଅଭିନେତ୍ରୀଙ୍କ ସହ ଡେଟରେ ଯିବା କଥାରେ ହାତ ଯୋଡି ଦେଇଥିଲେ । କପିଲ ଶର୍ମା ତାଙ୍କ ଶୋ ରେ ଶିଖର ଧାୱନଙ୍କୁ ପଚାରିଥିଲେ କି ସେ କିଛି ଫିଲ୍ମର ନାମ କହିବେ ଓ ତାଙ୍କୁ କହିବାକୁ ହେବ ଏହା କେଉଁ କ୍ରିକେଟରଏନକେ ପାଇଁ ଫିଟ ହେବ ।

ଏହାପରେ କପିଲ ପଚାରିଥିଲେ “ପ୍ୟାର କିୟା ତୋ ଡରନା କ୍ୟା?” ଶିଖର ଉତ୍ତର ଦେଇଥିଲେ, “ପବ୍ଲିକ ମଧ୍ୟ ଏହା ଅନ୍ଦାଜା ଲଗାଇ ପାରିବେ ।” ଏହାପରେ ଅଡିଏନ୍ସଙ୍କ ଆଡୁ ଗବ୍ବର ଆୱାଜ ଆସିବାକୁ ଲାଗିଲା ତ ଶିଖର ଢୱନ କହିଲେ, “ଏବେ କଣ ଆଉ ଲେଖିକି ଦେବି ।” ଏହାପରେ କପିଲ ଉଭୟ ଶିଖର ଧାୱନ ଓ ଇଶାନ୍ତ ଶର୍ମାଙ୍କୁ ସେମାନଙ୍କ ପ୍ରିୟ ବଲିଉଡ ଅଭିନେତ୍ରୀ କିଏ ବୋଲି ପଚାରିଥିଲେ ।

ଶିଖର ଧାୱନ ଅଭିନେତ୍ରୀ କରିନା କପୁରଙ୍କ ନାମ ନେଇଥିଲେ । କାରଣ ସେ ବହୁମୂଖୀ ପ୍ରତିଭାର ଧନୀ ଅଟନ୍ତି ଓ ତାଙ୍କ ଅଭିନୟ ତାଙ୍କୁ ଖୁବ ନାଚୁରାଲ ଲାଗେ । ଏହି ସମାନ ପ୍ରଶ୍ନର ଉତ୍ତରରେ ଇଶାନ୍ତ ଶର୍ମା କହିଥିଲେ କି, “ପାଜୀ ପ୍ରଥମେ ମୋତେ କାଟ୍ରିନା କେଫ ଭଲ ଲାଗୁଥିଲେ, ଏବେ ଆଲିଆ ଭଟ୍ଟ ପସନ୍ଦ ହେଉଛନ୍ତି । କପିଲ ପଚାରିଥିଲେ, “ଏବେ କାଟ୍ରିନା କାହିଁକି ପସନ୍ଦ ଲାଗୁ ନାହାନ୍ତି ?” ଈଶାନ୍ତ କହିଲେ, “ଆଗରୁ ଛୋଟ ଥିଲୁ, ଏବେ ବସ ବଢିଲାଣି, ଏବେ ଆଲିଆ ଭଟ୍ଟ ପସନ୍ଦ ହେଉଛନ୍ତି ।”

ଏହାପରେ କପିଲ ଶର୍ମା ପଚାରିଥିଲେ, “ଯଦି ଆପଣଙ୍କୁ କୌଣସି ଜଣେ ହିରୋଇନଙ୍କ ସହ ଡେଟରେ ଯିବାକୁ ସୁଯୋଗ ମିଳେ ତେବେ କାହା ସାହଜିବାକୁ ପସନ୍ଦ କରିବେ ?” ଏହି ପ୍ରଶ୍ନର ଉତ୍ତରରେ ଶିଖର କହିଥିଲେ, “ଭାଇ! ମୁଁ ତ ଆଗରୁ ହାତ ଯୋଡି ଦେଉଛି । ମୋ ବିବାହ ଭାଙ୍ଗିବାକୁ ଚାହୁଁଛ କି ତୁମେ । ମୁଁ ତୁମର ଯେତେ ଶୋ ଦେଖିଛି ତୁମେ ସବୁ ସ୍ଵାମୀ ମାନଙ୍କୁ ଏହି ସମାନ ପ୍ରଶ୍ନ ପଚାର । ବ୍ୟକ୍ତି ଯେତେ ବଡ ସେଲିବ୍ରିଟି ହେଉ କି ଯାହା ହେଉ ସ୍ତ୍ରୀ ପାଖରେ ସେ ସ୍ଵାମୀ ହିଁ ।”

କେବଳ ଏତିକି ନୁହେଁ ଶିଖର ଧାୱନ ଆଗକୁ କହିଲେ, “ମୋ ପାଇଁ ମୋ ପ୍ରିୟ ଅଭିନେତ୍ରୀ ଯାହା ସହ ମୁଁ ଡେଟରେ ଯିବାକୁ ଚାହେଁ ସେ ହେଉଛନ୍ତି ମୋ ସ୍ତ୍ରୀ ।” ଏହା ମଝିରେ ବୋଲର ଇଶାନ୍ତ ଶର୍ମା ଡେଇଁପଡି କହିଥିଲେ, “ଏହାର ଆଉ ଏକ କାରଣ ହେଉଛି ଭାଉଜ କିକ ବକ୍ସିଙ୍ଗ ବି କରନ୍ତି ।” ଏହାପରେ କପିଲ ଇଶାନ୍ତ ଶର୍ମାଙ୍କୁ ସେହି ପ୍ରଶ୍ନର ଉତ୍ତର ଦେବାକୁ କହିଥିଲେ ।

ଇଶାନ୍ତ କହିଥିଲେ, “ମୁଁ ତ ତୁମକୁ କହି ସାରିଛି, ମୁଁ ଆଲିଆ ଭଟ୍ଟଙ୍କୁ ସହ ଡେଟରେ ଯିବାକୁ ଚାହିଁବି । ଏହା ଶୁଣି କପିଲ କହିଲେ, ଇଏ ବି କିଛି କମ ବିଶ୍ଵସ୍ତ ନୁହନ୍ତି । ପ୍ରିୟ ବି ସେ ଆଉ ଡେଟରେ ବି ତାଙ୍କ ସହ ଯିବାକୁ ଚାହାନ୍ତି । ଏହା ଶୁଣି ଧାୱନ, ନବଜୋତ ସିଂ ସିଦ୍ଧୁ ଓ ଉପସ୍ଥିତ ସମସ୍ତ ଅଡିଏନ୍ସ ଜୋରରେ ହସିବାକୁ ଲାଗିଲେ । ଆପଣଙ୍କୁ ଇଶାନ୍ତ ଶର୍ମାଙ୍କ ଏହି କଥା କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର କରିବେ ।