ବହୁତ ମୋଟି ହେଇ ଯାଇଛନ୍ତି Vidya Balan, ବହୁତ ହିଁ ଡୀପ ହଟ ଡ୍ରେସରେ କରାଇଲେ ହଟ ଫୋଟୋସୁଟ, ଭାଇରାଲ ହେଉଛି ଫଟୋ

ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି । କେହି ନିଜର ସୁନ୍ଦରତା ପାଇଁ ତ କେହି ନିଜର ଫିଗର ପାଇଁ ତ କେହି ନିଜର ଭଲ ଷ୍ଟାଇଲ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସେମାନଙ୍କ ମଧ୍ୟରୁ ବଲିଉଡର ଅଭିନେତ୍ରୀ ବିଦ୍ୟା ବାଲନ ଜଣେ ଏମିତି ଅଭିନେତ୍ରୀ ଅଟନ୍ତି ଯିଏ ନିଜର ସୁନ୍ଦର ଅଭିନୟ ପାଇଁ ନିଜ ଫ୍ୟାନ୍ସ ମାନଙ୍କ ହୃଦୟରେ ଘର କରି ପାରିଛନ୍ତି ।

ସେ ତାଙ୍କର ଅନେକ ଫିଲ୍ମରେ ନିଜର ବେଷ୍ଟ ପରଫୋମ ଦେଇଛନ୍ତି । ସେ ତାଙ୍କର ଅଭିନୟ ପାଇଁ ଏବେ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ ତାଙ୍କ ବିଷୟରେ କିଛି ନୂଆ କଥା କହିବାକୁ ଯାଉଛୁ । ବହୁତ ଦିନ ପରେ ବିଦ୍ୟା ବାଲନ ସୋସିଆଲ ମିଡିଆ ନଜରରେ ଆସିଛନ୍ତି । ସେ ତାଙ୍କର ଲଙ୍ଗ ଗାଉନରେ ଉଠେଇଥିବା ଫୋଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏହିଭଳି ଫୋଟୋକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ତାଙ୍କର ପ୍ରଶଂସା କରିବା ସହ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି । ବର୍ତ୍ତମାନ ବିଦ୍ୟା ବାଲନ ତାଙ୍କର ଗ୍ଲାମରିୟସ ଫୋଟୋ ନିଜ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଏବେ ସେ ତାଙ୍କର ସାନଦାର ଡ୍ରେସରେ ଫୋଟୋକୁ ନିଜ ସୋସିଆଲ ମିଡିଆରେ ସେୟାର କରି ଦର୍ଶକଙ୍କ ନଜରରେ କିଛି ଅଲଗା ଦେଖା ଯାଉଛନ୍ତି ।ବିଦ୍ୟା ବାଲନ ଇଣ୍ଡିଆନ ଡ୍ରେସରେ ଯେତିକି ସୁନ୍ଦର ଲାଗନ୍ତି ଠିକ ସେମିତି ଏହି ଗାଉନରେ ମଧ୍ୟ ଅଧିକ ଗ୍ଲାମରିୟସ ଲାଗୁଛନ୍ତି ।

ଅନ୍ୟ ମାନଙ୍କ ଅପେକ୍ଷା ସେ ମଧ୍ୟ ଲଙ୍ଗ ଗାଉନରେ ଅଧିକ ସୁନ୍ଦର ଲାଗୁଛନ୍ତି ବୋଲି ଏହି କଥାକୁ ସେ ପ୍ରମାଣ କରି ଦେଖାଇଛନ୍ତି । ଯିଏ ଯାହା ଭାବୁ କିନ୍ତୁ ଏହି ଲଙ୍ଗ ଗାଉନରେ ବିଦ୍ୟା ବାଲନ ବହୁତ ସୁନ୍ଦର ଦିଶୁଛନ୍ତି ବୋଲି କହିଛନ୍ତି । ପ୍ରଥମେ ସେ ହଳଦିଆ ରଙ୍ଗର ଅନାରକଲି ଡ୍ରେସ ପିନ୍ଧି ଫଟୋ ସୁଟ କରିଥିଲେ । ଏହା ସହ ସେ ମେକପ ନେଇ ତାଙ୍କ କେଶକୁ ବହୁତ ଭଲ ଭାବରେ ସଜାଇଥିଲେ ।

ବିଦ୍ୟା ବାଲନ ଏହି ସବୁଜ ରଙ୍ଗର ଗାଉନରେ ବହୁତ ସୁନ୍ଦର ଲାଗୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଫୋଟୋଟି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ତାଙ୍କର ଏହି ଗାଉନ ପିନ୍ଧା ଫୋଟୋଟି ୨୦୧୧ରେ ରିଲିଜ ହୋଇଥିବା “ଡାର୍ଟି” ଫିଲ୍ମର ଉଦାହରଣ ଦେଉଛି ଯେଉଁଥିରେ ସେ ତାଙ୍କର ଅନ୍ଦାଜରେ ହଟ ଓ ସେକସି ଲାଗୁଥିଲେ ।ଏହା ଛଡା ତାଙ୍କର ଅନ୍ୟ ବିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହୋଇଥାଏ ।

“ଶକୁନ୍ତଳା” ଫିଲ୍ମରେ ସେ ଜବରଦସ୍ତ ଅଭିନୟ କରି ନିଜର ଦକ୍ଷତାର ପ୍ରଦର୍ଶନ କରିଥିଲେ । ଆଗକୁ ଆସୁଥିବା ଫିଲ୍ମ “ସେରନି” ରେ ବିଦ୍ୟା ବାଲନ ନିଜର ସାନଦାର ଅନ୍ଦାଜରେ ପୁଣି ଥରେ ବଲିଉଡ ଜଗତକୁ ଫେରିବାକୁ ଯାଉଛନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ବିଦ୍ୟା ବାଲନଙ୍କ ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।