ଦେଖନ୍ତୁ Video: Puri Beach ରେ ହିରୋଇନ Archita ଙ୍କର ଫୁଲ ମସ୍ତି, ଭିଡିଓ ହେଲା ଭାଇରାଲ

ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଓଡିଆ ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଇଣ୍ଡଷ୍ଟ୍ରିରେ ସଫଳତା ପାଇଥାନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଅର୍ଚ୍ଚିତା ମିଶ୍ର । ଅର୍ଚ୍ଚିତା ହେଉଛନ୍ତି ଏକ ଲୋକପ୍ରିୟ ଅଭିନେତ୍ରୀ ସେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି ।

ବନ୍ଧୁଗଣ ଗତ କିଛି ମାସ ପୂର୍ବରୁ ଅର୍ଚ୍ଚିତା ଓଲିଉଡ ଅଭିନେତା ସବ୍ୟସାଚୀଙ୍କ ସହ ପ୍ରେମ ବିବାହ କରିଥିଲେ । ଅର୍ଚ୍ଚିତା ଓ ସବ୍ୟ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ଅର୍ଚ୍ଚିତା ପୁଣି ସୋସିଆଲ ମିଡିଆରେ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ଅର୍ଚ୍ଚିତାଙ୍କ ପୁରୀ ଟୁର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଅର୍ଚ୍ଚିତା ପୁରୀରେ କଣ ସବୁ କରିଲେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ ଅର୍ଚ୍ଚିତା ପୁରୀ ସି ବିଚରେ ଡ୍ୟାନ୍ସ ଓ ମସ୍ତି କରୁଥିବାର ନଜର ଆସୁଛନ୍ତି ।

ସମୁଦ୍ର ପାଖରେ ଅର୍ଚ୍ଚିତା ଏକ ବାଲି ମନ୍ଦିର ମଧ୍ୟ ତୋଳୁ ଛନ୍ତି । ଅର୍ଚ୍ଚିତା ପୁରୀ ଯାଇ ବହୁତ ଖୁସି ଅନୁଭବ କରୁଥିବାର ଭିଡିଓରେ ନଜର ଆସୁଛନ୍ତି । ଅର୍ଚ୍ଚିତା ସେହି ଭିଡିଓରେ କହିଛନ୍ତି-‘ ଓଡିଶା ଭିତରେ ଯଦି କେଉଁଠି ପ୍ରଥମେ ବୁଲିବାକୁ ଥାଏ ତା ହେଲେ ତାହା ପୁରୀ ବିଚ ହୋଇଥାଏ ।

ମୁ ଯେତେ ବି ବିଚକୁ ଯାଇଛି ସେ ସମସ୍ତ ଠାରୁ ପୁରୀ ବିଚ ହେଉଛି ସବୁ ଠାରୁ ସୁନ୍ଦର’ । ବନ୍ଧୁଗଣ ଅର୍ଚ୍ଚିତାଙ୍କୁ ପୁରୀ ବିଚ ବହୁତ ପସନ୍ଦ ଓ ଏହି କରୋନା କାଳ ସମୟରେ ସେ ପୁରୀ ବିଚ ଯାଇ ବହୁତ ଏଞ୍ଜୋଏ କରୁଛନ୍ତି । ଅବଶ୍ୟ ଭିଡିଓରେ ତାଙ୍କ ପାଖା ପାଖି କୌଣସି ଲୋକ ନଜର ଆସୁ ନାହାନ୍ତି ।

ଏମିତି ଲାଗୁଛି ଅର୍ଚ୍ଚିତା ଏକା ଯାଇ ପୁରୀରେ ଏଞ୍ଜୋଏ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚ୍ଚିତାଙ୍କ ପୁରୀ ଟୁର କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।